ଗରିବ କୃଷକ ପରିବାରରୁ ରକେଟ୍ମ୍ୟାନ୍ ଶିବନ
ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହି ମିଶନକୁ ପୂର୍ଣ୍ଣ ସଫଳତା ମିଳିନଥିଲେ ବି ଭାରତୀୟ ଅନ୍ତରୀକ୍ଷ ଗବେଷଣା ଲାଗି ଏହା ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ। ଭାରତୀୟ ଅନ୍ତରୀକ୍ଷ…
ଶୁଦ୍ଧିକ୍ରିୟାର ୧୨ ବର୍ଷ ପରେ ଘରକୁ ଫେରିଲେ
ଜିର୍ନିଆ : ଜୀବିତ ବ୍ୟକ୍ତିର ଅନ୍ତିମ ସଂସ୍କାରର ସବୁ ବିଧି ସମ୍ପନ୍ନ କରାଯିବା ପରେ ୧୨ ବର୍ଷ ପରେ ବ୍ୟକ୍ତି ପୁଣି ଘରକୁ ଫେରିବା ଘଟଣାରେ ଯେକେହି ବିସ୍ମୟ ପ୍ରକାଶ କରିବା ସ୍ବାଭାବିକ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଖର୍ଗୋନ…
ଫୁଟବଲ ଖେଳାଳି ଇଟୋଙ୍କ ଅବସର
ପ୍ୟାରିସ, ୭ା୯ (ଏଏଫ୍ପି)-କାମେରୁନ୍ର ୪ଥର ଆଫ୍ରିକାନ ପ୍ଲେୟର ଅଫ୍ ଦି ଇୟର ସାମୁଏଲ ଇଟୋ ଶନିବାର ଫୁଟ୍ବଲରୁ ଅବସର ଘୋଷଣା କରିଛନ୍ତି। ୩୮ବର୍ଷୀୟ ଏହି ଷ୍ଟ୍ରାଇକର ତାଙ୍କ କ୍ୟାରିୟରରେ ବାର୍ସିଲୋନା, ଇଣ୍ଟର ମିଲାନ ଏବଂ ଚେଲ୍ସି ଦଳ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି।…
ଦୁଲୀପ ଟ୍ରଫି: ଇଣ୍ଡିଆ ରେଡ୍ ଚାମ୍ପିୟନ
ବେଙ୍ଗାଲୁରୁ,୭।୯(ପି.ଟି.)-ବିଦର୍ଭ ସ୍ପିନର ଅକ୍ଷୟ ଓ୍ବାଖରେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍ ଦୁଲୀପ ଟ୍ରଫି ଟାଇଟଲ ହାସଲ କରିଛି। ସ୍ଥାନୀୟ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳଯାଇଥିବା ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍ରେ ରେଡ ଏକ ଇନିଂସ ଓ ୩୮ ରନରେ ଇଣ୍ଡିଆ…
ସ୍କୁଟି ଚାଳିକାଙ୍କୁ ୧୩ ହଜାର ଜରିମାନା
ଭଦ୍ରକ ଅଫିସ, ୭।୯ – ଭଦ୍ରକ ବାଇପାସ୍ ୟୁନାନି ହସ୍ପିଟାଲ ରାସ୍ତାରେ ସ୍କୁଟି ଚଳାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ୧୩ ହଜାର ଟଙ୍କା ଜରିମାନା ଦେବାକୁ ଜିଲା ପରିବହନ ବିଭାଗ ପକ୍ଷରୁ ରସିଦ୍ ପ୍ରଦାନ କରାଯାଇଛି। ତାଙ୍କର ଇନସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ…
ସ୍ବାସ୍ଥ୍ୟକେନ୍ଦ୍ରରୁ ବାଇକ୍ ଚୋରି ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ
ରୂପ୍ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଜଣେ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ରୂପ୍ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଶନିବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ…
ଟ୍ରାଫିକ ନିୟମ କୋହଳ କରିବାକୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର
ବାଲେଶ୍ୱର ଅଫିସ, ୭।୯-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୋଦିତ ନୂତନ ସଂଶୋଧିତ ଟ୍ରାଫିକ ଜରିମାନା ବ୍ୟବସ୍ଥାକୁ ଛାତ୍ରୀଛାତ୍ରମାନଙ୍କ ପ୍ରତି କିଛି ପରିମାଣରେ କୋହଳ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ…
ଅଙ୍ଗନୱାଡ଼ି ଶିଶୁଙ୍କ ଜଳଖିଆରେ ପୋକ
ରୂପ୍ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ଶନିବାର ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବାରୁ ଉତ୍ତେଜନା ଦେଖାଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ, ଅଭିଭାବକ କେନ୍ଦ୍ର ସମ୍ମୁଖରେ ହୋହଲ୍ଲା କରିଥିଲେ। ଜଳଖିଆ ଦାୟିତ୍ୱରେ ଥିବା…
ଇନ୍ଫୋସିଟି, ଇନ୍ଫୋଭ୍ୟାଲି,ଏସ୍ଟିପିଆଇ ଅଞ୍ଚଳରେ ସୁରକ୍ଷାକୁ ଗୁରୁତ୍ୱ
ଭୁବନେଶ୍ୱର,୭।୯(ବ୍ୟୁରୋ): ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ…
କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ମନାକଲେ ସାରା
୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତଥା ସୈଫ୍ ତନୟା ସାରା ଅଲ୍ଲୀ ଖାନ୍। ସୁନ୍ଦର ଅଭିନୟ ଓ ଭିନ୍ନ ଅନ୍ଦାଜ ମାଧ୍ୟମରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି ସାରା। ବର୍ତ୍ତମାନ ସେ…
ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି, ସଲମାନ କେବେ ହାତ ଛାଡ଼ି ନାହାନ୍ତି: କଟ୍ରିନା
ମୁମ୍ବାଇ: ଏକଦା ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା। ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା। ଅଲଗା ହୋଇଥିଲେ ଦୁହେଁ। ଏବେ ସମୟ ବଦଳିବା ସହ ପ୍ରେମିକା ବଦଳାଇଛନ୍ତି ରଣବିର। ଆଲିଆ ତାଙ୍କ ଜୀବନରେ…
ବୈତରଣୀରେ ପ୍ରଥମ ବନ୍ୟାଜଳ ପ୍ରବେଶ : ବିପଦ ସଙ୍କେତ ଉପରେ ଚାଲିଛି ପାଣି
ଭଣ୍ଡାରିପୋଖରୀ,୭।୯(ଡି.ଏନ୍.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଉପରମୁଣ୍ଡରେ ଲାଗି ରହିବା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀର ଜଳସ୍ତର ଅଖୁଆପଦା ଆନିକଟଠାରେ ଶନିବାର ପୂର୍ବାହ୍ନ ୧୦ଟାରେ ୧୭. ୭ ମିଟର ରହିଥିବାବେଳେ ୧୧ଟାରେ…
Archives


