କାହିଁକି ଶାକାହାରୀ ହେଲେ କୋହଲି
କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ନିଜକୁ ଫିଟ ରଖିବା ପାଇଁ ସେ…
ରୋମାଣ୍ଟିକ ଷ୍ଟାଇଲରେ ବିବାହ ବାର୍ଷିକ ଶୁଭେଚ୍ଛା ଜଣାଇଲେ ଯୁବି
ଚଣ୍ଡିଗଡ଼,୦୧।୧୨- ପୂର୍ବତନ କ୍ରିକେଟର ଯୁବରାଜ ସିଂ ଓ ହେଜଲ କିଚ ଶନିବାର ତୃତୀୟ ବିବାହ ବାର୍ଷିକ ପାଳନ କରିଛନ୍ତି। ଉଭୟ ରୋମାଣ୍ଟିକ ଷ୍ଟାଇଲରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଦୁହେଁ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରିଛନ୍ତି। ଯୁବି ଫଟୋର କ୍ୟାପଶନରେ ଲେଖିଛନ୍ତି,…
ଦେଇଥିବା କଥା ରଖିବ ଭାଜପା: ରାଜନାଥ
ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ…
ମେସି, ରାପିନୋଙ୍କୁ ମିଳିପାରେ ବାଲୋନ ଡି’ ଅର
ପ୍ୟାରିସ,୦୧।୧୨(ଏଏଫ୍ପି)- ଚଳିତବର୍ଷର ସମ୍ମାନଜନକ ବାଲୋନ ଡି’ଅର ପୁରସ୍କାର ପୁରୁଷ ବର୍ଗରେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ମହିଳା ବର୍ଗରେ ବିଶ୍ୱକପ୍ ଚାମ୍ପିୟନ ଆମେରିକା ଦଳର ଷ୍ଟାର ମେଗାନ ରାପିନୋଙ୍କୁ ମିଳିପାରେ ବୋଲି ଆଶା କରାଯାଉଛି। ଏହି ପୁରସ୍କାର ସୋମବାର ସ୍ଥାନୀୟ ଚାଟଲେଟ…
ଡେଭିଡ ୱାର୍ଣ୍ଣରଙ୍କ ପାଳି ଦେଖି କାନ୍ଦିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି
ଆଡିଲେଡ,୧।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନ୍ର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ତାଙ୍କ ଟ୍ରିପଲ ଟନ ପାଳି ହେଖି ଷ୍ଟାଡିୟମରେ ଉପସ୍ଥିତ ଥିବା…
ଫଡନବିସଙ୍କୁ ବିରୋଧୀ ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ଉଦ୍ଧବ
ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଆଉ ବିରୋଧୀ ଆସନରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ହେଲେ ଉଦ୍ଧବ, ଫଡନବିସଙ୍କୁ ବିରୋଧି ଦଳ ନେତା ବୋଲି…
ଦୀପିକାଙ୍କୁ ‘ଧୀମେ ଧୀମେ’ ଗୀତର ଷ୍ଟେପ୍ ଶିଖାଇଲେ କାର୍ତ୍ତିକ
କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’୬ ଡିସେମ୍ବରରେ ରିଲିଜ୍ ହେବ। ଏହା ସହିତ ଫିଲ୍ମର ଗୀତ ‘ଧୀମେ ଧୀମେ’ ଲୋକପ୍ରିୟ ହେବାରେ ଲାଗିଛି। ଏହି ଚ୍ୟାଲେଞ୍ଜକୁ ନେଇ ଉତ୍ସାହିତ ଦୀପିକା ପାଦୁକୋନ୍ ଦୁଇଦିନ ପୂର୍ବେ କାର୍ତ୍ତିକଙ୍କ ଇନ୍ଷ୍ଟାଗ୍ରାମରେ ଡ୍ୟାନ୍ସ…
ଏକାଠି ହୋଇ କାର୍ଯ୍ୟକଲେ ତୃଣମୂଳସ୍ତରରେ ଏଡ୍ସ ଦୂରୀକରଣ ସମ୍ଭବ: ଜିଲାପାଳ
ରାୟଗଡ଼ା ଅଫିସ,୧।୧୨: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ରବିବାର ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ସକାଳେ ରାୟଗଡ଼ା କଲେଜଠାରୁ ଏକ ଶୋଭାଯାତ୍ରା ବାହାରି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ପରେ ଚିକିତ୍ସାଳୟରେ ଏକ ବୈଠକ…
ଲକ୍ଷାଧିକ ଟଙ୍କାର ଧାନ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତ ଗିରଫ, କ୍ଷତିପୂରଣ ଦାବି
ଭବାନୀପାଟଣା,୧।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଲ ପଞ୍ଚାୟତ ଅଜରାଇ ଗାଁର ଚାଷୀମାନେ ଖଳାରେ ଧାନ ରଖିଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, ଅଜରାଇ ଗାଁର ଚାଷୀ ଫଟୁ…
ହାର୍ଟଆଟାକ୍ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…
ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇଥାନ୍ତି। ଏହା ଯୋଗୁ କୋଲେଷ୍ଟରଲ ବଢ଼ିବାର ଆଶଙ୍କା ରହିଥାଏ। ଫଳରେ ହାର୍ଟଆଟାକ୍ ସମସ୍ୟା…
ପ୍ରସୂତିଙ୍କ ପାଇଁ ଉପଯୋଗୀ ଏହି ଡାଲି…
ପ୍ରସବ ପରେ ପ୍ରସୂତିଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ ନବଜାତ ଶିଶୁ ଉପରେ ହିଁ ପଡ଼ିଥାଏ। ପ୍ରସବ ପରେ ପ୍ରସୂତିଙ୍କଠାରେ ଆରଇନର ଅଭାବ ଦେଖାଦେଇଥାଏ। ସେଥିପାଇଁ ଏହି ସମୟରେ କୋଳଥ ଡାଲି ଖାଇବାକୁ ଚିକିତ୍ସକ…
ହୋଟେଲରୁ ସେକ୍ସ ର଼୍ୟାକେଟ ଠାବ: ୨ ଦଲାଲ ସହ ହୋଟେଲ ମ୍ୟାନେଜର ଗିରଫ, ଅନଲାଇନରେ ହେଉଥିଲା ବୁକିଂ
ଭୁବନେଶ୍ୱର,୧।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଏମ୍ସ ନଗରରେ ଥିବା ସନସିପ୍ ହୋଟେଲରେ ପୋଲିସ ଚଢାଉ କରି ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ଚଢାଉ ସମୟରେ ପୋଲିସ ଉକ୍ତ ହୋଟେଲରୁ ୬ ଜଣ ବଙ୍ଗୀୟ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାେରେ ଉଦ୍ଧାର କରିବା ସହ…

