ପ୍ରେମରେ ପଡ଼ିଛନ୍ତି କି..ଏହି ୩ଟି ଜିନିଷ ଉପରେ ଧ୍ୟାନ ଦେଲେ ହେବନାହିଁ ବ୍ରେକ୍ଅପ୍
ସବୁଠୁ ମଧୁର ସମ୍ପର୍କ ହେଉଛି ପ୍ରେମ। ପ୍ରେମ କାହା ସହ କେଉଁ ମୂହୁର୍ତ୍ତରେ ହୋଇଯାଏ ଜଣାପଡେନା। ହେଲେ ସମ୍ପର୍କରେ ବାନ୍ଧିହେବା ଯେତିକି ସହଜ ସମ୍ପର୍କକୁ ଅତୁଟ ରଖିବା ସେତିକି କଷ୍ଟକର ହୋଇଥାଏ। ଏଣୁ ଯଦି ଆପଣ ପ୍ରେମରେ ପଡ଼ିଛନ୍ତି ତେବେ ଏହି…
ଅନିଦ୍ରା ଦୂର କରେ ମହୁ
ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ବିଭିନ୍ନ ଘରୋଇ ଉପଚାରରେ ମହୁ ବ୍ୟବହାର ହୋଇଥାଏ। ତଣ୍ଟି ଖରାପ, ଗଳାବ୍ୟଥାକୁ ଦୂର କରିବା ସହ ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟସେପ୍ଟିକ ଗୁଣ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଗ୍ଲୁକୋଜ…
ଦିବରାତ୍ର ଟେଷ୍ଟ: ଇନିଂସ ପରାଜୟ ଏଡାଇବା ଲାଗି ପାକିସ୍ତାନର ସଂଘର୍ଷ
ଆଡିଲେଡ, ୧।୧୨(ଏଏଫ୍ପି)- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଭିତ୍ତିକ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ପାକିସ୍ତାନ ଇନିଂସ ପରାଜୟ ଏଡାଇବା ପାଇଁ ସଂଘର୍ଷ ଜାରି ରଖିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୨୭ ଓଭରରେ ୩…
ହାମିଲଟନ ଟେଷ୍ଟ : ବନର୍ସ, ରୁଟ୍ଙ୍କ ଶତକ
ହାମିଲଟନ,୧।୧୨- ସ୍ଥାନୀୟ ସେଡନ ପାର୍କରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ଇଂଲଣ୍ଡ ଓପନର ରୋରି ବନର୍ସ ଓ ଅଧିନାୟକ ଜୋ ରୁଟଙ୍କ ଶତକ ସହୟତାରେ ଦୃଢ଼ ଜବାବ ଦେଇଛି। ତେବେ ଶସ୍ତାରେ କେତୋଟି ଉଇକେଟ ହରାଇବା ଫଳରେ…
କୋଣାର୍କ ମହୋତ୍ସବ ଆରମ୍ଭ: ରାଜ୍ୟପାଳ କଲେ ଉଦ୍ଘାଟନ
କୋଣାର୍କ, ୧।୧୨: ପ୍ରସିଦ୍ଧ କୋଣାର୍କ ମହୋତ୍ସବ ରବିବାରଠାରୁ ଆରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ତମ କୋଣାର୍କ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ଓଡ଼ିଶୀ ଓ କଥକର ଶିଳ୍ପୀମାନେ ଶାସ୍ତ୍ରୀୟ ନୃତ୍ୟକୁ…
ଭାଜପାରେ ଯୋଗଦେଲେ ଏହି ଅଭିନେତ୍ରୀ
ଚେନ୍ନାଇ,୧।୧୧: ରାଜନୀତିରେ ଧୀରେ ଧୀରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି। ପୁଣି ଜଣେ ଅଭିନେତ୍ରୀ ଭାଜପାରେ ଯୋଗଦେଇଛନ୍ତି। ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନମିତା ଏବଂ ରାଧା ରବି ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ରାଧା ରବି ପୂର୍ବରୁ…
ଦେଶର ୨୪ତମ ମହାଲେଖାକାର ଭାବେ ଦାୟିତ୍ୱ ନେଲେ ସୋମା ରାୟ
ନୂଆଦିଲ୍ଲୀ,୧।୧୨: ଦେଶର ୨୪ତମ ମହାଲେଖାକାର ଭାବେ ଦାୟିତ୍ୱ ନେଇଛନ୍ତି ୧୯୮୬ ମସିହା ବ୍ୟାଚ୍ର ବରିଷ୍ଠ ପ୍ରଶାସନିକ ଅଧିକାରୀ ସୋମା ରାୟ। ଦେଶର ସପ୍ତମ ମହିଳା ଭାବରେ ସୋମା ରାୟ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ…
ତୁର୍କୀରୁ ଆସିବ ୧୧ ହଜାର ଟନ ପିଆଜ
ନୂଆଦିଲ୍ଲୀ,୧।୧୨: ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି ୮୦ରୁ ୧୨୦ ଟଙ୍କାରେ ପହଞ୍ଚିଛି। ତେଣୁ ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର…
ଛାତ୍ରଙ୍କ ଧମକ: ହାଇଦ୍ରାବାଦ୍ ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦିଆ ନ ହେଲେ ଆତ୍ମହତ୍ୟା କରିବି
ହାଇଦ୍ରାବାଦ,୧।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ଦାବି ଉଠିଛି। ଏସବୁ ଭିତରେ ରବିବାର ତେଲେଙ୍ଗାନାର ଖମ୍ମମରେ ଜଣେ ଗ୍ରାଜୁଏଟ୍ ଛାତ୍ର…
ଜ୍ୟୋତିଷ କଥାରେ ପଡି ୭ ଦିନର ନାତୁଣୀକୁ ମାରିଦେଲେ ଜେଜେମା’
ବେଙ୍ଗାଲୁରୁ, ୧।୧୨: ଉତ୍ତର ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୬୦ ବର୍ଷୀୟ ମହିଳା ମାତ୍ର ୭ ଦିନର ନାତୁଣୀକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ କଥାରେ ପଡି ସେ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ…
ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର
କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର। ଏହାକୁ ସେଠାକାର ଆଞ୍ଚଳିକ ଭାଷାରେ କାଙ୍ଗରି ବା ଇଂରାଜୀରେ ଫାୟାର ପଟ୍ ବୋଲି କୁହାଯାଏ।…
ବିବାହର ୩୩ ବର୍ଷ ପରେ ସ୍ତ୍ରୀ-ସ୍ବାମୀ ଜାଣିଲେ ଏହି କଥା, ତା’ପରେ ପାଦତଳୁ ଖସିଗଲା ମାଟି
ଆମେରିକା: ବିବାହ ଏକ ପବିତ୍ର ବନ୍ଧନ। କୁହାଯାଏ, ଏହା ସ୍ବର୍ଗରେ ସ୍ଥିର ହୋଇଥାଏ। କିନ୍ତୁ ବିବାହ ପରେ ଯଦି ଜଣାପଡ଼େ ସେ ଆପଣଙ୍କ ରକ୍ତ ସମ୍ପର୍କୀୟ। ସେତେବେଳେ ପାଦତଳୁ ମାଟି ଖସିଗଲା ପରି ଲାଗେ। ଠିକ୍ ଏମିତି ଏକ ଘଟଣା ଘଟିଛି…

