Home Left

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ଚୟନ ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ

ଆନନ୍ଦପୁର,୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି। ଚଳିତ ୨୧୦୯-୨୦ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କର ନାମଲେଖା କରାଯାଇ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବାବେଳେ ସ୍ଥାନୀୟ ଅଭିଭାବକଙ୍କ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି। କେନ୍ଦ୍ରୀୟ ଓ ରାଜ୍ୟ…

ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ କାହାଣୀ ହୋଇଥାଉ କି ହୀର-ରାନ୍‌ଝା କିମ୍ବା ସୋନୀ-ମାହିବାଲ କିମ୍ବା ମୁମତାଜ- ଶାହାଜାହାନଙ୍କ ପ୍ରେମ କାହାଣୀ।…

ଚାଲାଣ କାଟିବା ସମୟରେ ହୃଦ୍‌ଘାତରେ କାର୍‌ ଚାଳକଙ୍କ ମୃତ୍ୟୁ

ନଏଡା,୯।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ଏହାର ଉଲ୍ଲଂଘନକାରୀଙ୍କୁ ଅଟକାଇ ପୋଲିସ ଚାଲାଣ କାଟିବା କଥା ସମସ୍ତଙ୍କୁ ଜଣା। ହେଲେ ରବିବାର ନଏଡାର ସେକ୍ଟର ୬୨ରେ ଜଣେ କାର୍‌ ଚାଳକଙ୍କୁ ଅଟକାଇ ପୋଲିସ ଚାଲାଣ କାଟୁଥିବା ବେଳେ ତାଙ୍କର…

ଦୁର୍ବୃତ୍ତ ଝାମ୍ପିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଆନନ୍ଦପୁର,୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାର ମାତ୍ର ଶହେ ମିଟର ଦୂର ବଡ଼ଦାଣ୍ଡଠାରେ ଥିବା ଏକ ଜୁଏଲାରୀ ଦୋକାନରୁ ସୁନା ଓ ରୁପା ଅଳଙ୍କାର ବ୍ୟାଗ୍‌କୁ ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଦୁର୍ବୃତ୍ତମାନଙ୍କ ଟେର୍‌ ପାଇ ନ…

ମୋ ବିସ୍ଫୋରକ ସଟ୍‌ ଦେଖି ଡରିଯାଉଥିଲେ ଏହି ଖେଳାଳି, କହୁଥିଲେ ଧିମା ଖେଳ:ସେହଓ୍ବାଗ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହଓ୍ବାଗ୍‌ ଯଦିଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିସାରିଛନ୍ତି କିନ୍ତୁ ଆଜି ବି ତାଙ୍କ ବ୍ୟାଟିଂକୁ ଦର୍ଶକ ଭୁଲି ପାରିନାହାନ୍ତି। ନିକଟରେ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏକ ରୋଚକ…

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ୨ମୃତ, ୨ ଗୁରୁତର

ଚଣ୍ଡିଖୋଲ,୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ୧୬ ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତର…

ରାନୁ ମଣ୍ଡଳଙ୍କ ପରେ ଏବେ ଭାନୁ ମଣ୍ଡଳଙ୍କ ଗୀତ ‘ଓ ମେରେ ଦିଲ୍‌ କି ଚୈନ୍‌’ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୯।୯: ପଶ୍ଚିମବଙ୍ଗର ରେଳ ଷ୍ଟେଶନ୍‌ରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ସୋସିଆଲ୍‌ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ହିମେଶ୍‌ ରେଶମିଆ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଏବେ ଫେସ୍‌ବୁକ୍‌ର ମାଇଁ…

ଆଈ ହେବେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ମାତ୍ର ୪୪ ବର୍ଷ ବୟସରେ ଏବେ ଆଈ ହେବାକୁ ଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ ତାଙ୍କ ପାଳିତା କନ୍ୟା ଛାୟା ଏବେ ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି। ମାତ୍ର…

ଆଇଆଇଟିରେ ପଢ଼ୁଥିବା ଦରଜି ପୁଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଆଇଆଇଟିରେ ନାମ ଲେଖାଇଥିବା ୧୬ ବର୍ଷୀୟ ବିଜୟଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର। ବରୁଣ ଗାନ୍ଧୀ ଓ ତାଙ୍କ ପରିବାର ବିଜୟଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ…

ବଧୂହତ୍ୟା ଅଭିଯୋଗ: ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ

ଅନୁଗୋଳ ଅଫିସ, ୯।୯: ଅନୁଗୋଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଛି। ଏ ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନିଶା ଥାନା ଅନ୍ତର୍ଗତ କଙ୍କରେଇ ଅଞ୍ଚଳର ବାନାମ୍ବର ବାରିକଙ୍କ ଝିଅ…

ଗୋଟିଏ ଦିନରେ ୟୁଏନ୍‌ ଆସେମ୍ଲିକୁ ସମ୍ବୋଧିତ କରିବେ ମୋଦି-ଇମ୍ରାନ

ନ୍ୟୁୟର୍କ,୯।୯: ୟୁଏନ୍‌ ଜେନରାଲ ଆସେମ୍ଲିର ଅଧିବେଶନ ସେପ୍ଟେମ୍ବର ୨୭ରେ ହେବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନ୍‌ ଜେନରାଲ ଡିବେଟ୍‌ର ୭୪ତମ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମଧ୍ୟ ଉପସ୍ଥିତ ରହିବେ…

ସ୍କୁଲରେ ଏହି ବିଷୟ ପଢିବାକୁ ଡରୁଥିଲେ କୋହଲି, ପରୀକ୍ଷାରେ ୧୦୦ରୁ ରଖିଥିଲେ ମାତ୍ର ୩ ନମ୍ବର

ବିରାଟ କୋହଲି, କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ଏବେ ରାଜ୍‌ କରୁଛନ୍ତି। କିନ୍ତୁ ଜାଣିଛନ୍ତି ସ୍କୁଲରେ ପଢିବାବେଳେ କୋହଲିଙ୍କୁ ଗୋଟିଏ ବିଷୟ ପ୍ରତି ପ୍ରବଳ ଭୟ ଥିଲା। ସେହି ବିଷୟଟି ହେଉଛି ଗଣିତ। ଗଣିତ କଷିବାକୁ ମୋତେ ଡର ଲାଗୁଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri