Home Left

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରୀ। ଏଥିସହିତ ସେ ଲାଇନଲ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି।…

ଭାରତ ସମର୍ଥନରେ ବ୍ରିଟିଶ୍‌ ଏମ୍‌ପି: କହିଲେ, ପିଓକେ ଖାଲି କରୁ ପାକିସ୍ତାନ

ଲଣ୍ଡନ, ୧୫।୯: କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛନ୍ତି ବ୍ରିଟିଶ ଏମ୍‌ପି ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଅଭିନ୍ନ ଅଙ୍ଗ। ତେଣୁ ପାକିସ୍ତାନ ତୁରନ୍ତ ତାକୁ ଖାଲି କରୁ ବୋଲି ସେ ମତ ଦେଇଛନ୍ତି। ସେ…

ପେଟ୍ରୋକେମ୍‌-୨୦୧୯:ଡାଉନ୍‌ଷ୍ଟ୍ରିମ୍‌ କ୍ଷେତ୍ରଗୁଡିକ ବିକାଶ ଉପରେ ଓଡ଼ିଶାର ଗୁରୁତ୍ୱ

ଭୁବନେଶ୍ୱର, ୧୫ା୯(ବ୍ୟୁରୋ)- ଓଡ଼ିଶାରେ ପୁଞ୍ଜିନିବେଶ ସକାଶେ ଗଠିତ ହୋଇଥିବା ପ୍ରତିନିଧିଗଣ କଲିକତାଠାରେ ଭାରତୀୟ ଚେମ୍ବର୍ସ ଅଫ୍‌ କମର୍ସ ତରଫରୁ ଅନୁଷ୍ଠିତ ହୋଇଥିବା ‘ଆଗାମୀ ଭବଷ୍ୟତରେ ପେଟ୍ରୋକେମିକାଲ ବ୍ୟବସାୟ ଅଭିବୃଦ୍ଧି’ ଶୀର୍ଷକ ପେଟ୍ରୋକେମ୍‌-୨୦୧୯ରେ ଭାଗ ନେଇଛନ୍ତି। ଅର୍ଥନୈତିକ ଉନ୍ନତି ସହିତ କର୍ମନିଯୁକ୍ତି ସୃଷ୍ଟି…

ମହାନଦୀରୁ ମିଳିଲା ବିରଳ ପ୍ରଜାତିର ମାଛ, କଇଁଛ

ଗଣ୍ଡତୁରୁମ, ୧୫।୯ (ଡି.ଏନ.ଏ):ବରଗଡ ଜିଲା ଭେଡେନ ବ୍ଲକ ଅଞ୍ଚଳରେ ପ୍ରବାହିତ ମହାନଦୀରେ ବିରଳ ପ୍ରକାର ମାଛ ଓ କଇଁଛ ଦେଖିବାକୁ ମିଳିଛି । ରବିବାର ବ୍ରାହ୍ମଣତୁରୁମ ଗ୍ରାମର ପ୍ରେମସାଗର ତରିଆ ନଦୀରେ ମାଛ ମାରୁଥିବା ସମୟରେ ଏହି ମାଛ ଓ କଇଁଛ…

ପାକିସ୍ତାନରେ ହିନ୍ଦୁ ଶିକ୍ଷକଙ୍କ ଉପରେ ଆକ୍ରମଣ, ମନ୍ଦିର ଭଙ୍ଗାରୁଜା

ଇସ୍‌ଲାମାବାଦ୍‌,୧୫।୯: ପାକିସ୍ତାନରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ। ସିନ୍ଧ୍‌ ପ୍ରାନ୍ତରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଉପରେ କିଛି କଠୋରପନ୍ଥୀ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସେଠାରେ ଥିବା ଏକ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏସବୁ ଦେଖି ସ୍ଥାନୀୟ ପୋଲିସ ନୀରବ ରହିଛି।…

ଇଞ୍ଜିନିୟରରୁ ପ୍ରସିଦ୍ଧ କ୍ରିକେଟର ହୋଇଥିଲେ ଏହିସବୁ ଭାରତୀୟ ଖେଳାଳି

ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ସେପ୍ଟେମ୍ବର ୧୭କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ କିଛି ପ୍ରସିଦ୍ଧ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଇଞ୍ଜିନିୟରିଂ ଛାଡି କ୍ରିକେଟରେ କ୍ୟାରିୟର୍‌ ଗଢିଥିଲେ।…

ସେଓ ବଗିଚାରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରରେ ଥିବା ‘ଗୋଲ୍ଡେନ’ ଭେରାଇଟିର ସେଓ ବଗିଚାରେ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ। କଶ୍ମିରୀବାସୀଙ୍କ ଅର୍ଥନୀତିକ ମେରୁଦଣ୍ଡ ଭାଙ୍ଗିବାକୁ ଆତଙ୍କବାଦୀମାନେ ଏଭଳି କାମ କରିଥିବା ଜଣାପଡିଛି। ଏହାଦ୍ୱାରା ସେଓ ମାଲିକଙ୍କୁ ୩-୪ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି। କେବଳ…

ଗୋଦାବରୀ ଡଙ୍ଗାବୁଡି ଘଟଣା: ଉଦ୍ଧାର ହେଲା ୭ ମୃତଦେହ, ଏବେ ବି ଅନେକ ନିଖୋଜ

ଦେବୀପଟନମ,୧୫।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗା ବୁଡି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏବେ ବି ଅନେକ ଲୋକ ନିଖୋଜ ଥିବା ଜଣାପଡିଛି। ଡଙ୍ଗାଟି ରାଜମହେନ୍ଦ୍ରୀରୁ ପାପିକୁଣ୍ଡୁଲମ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ୬୧ ଜଣ ଯାତ୍ରୀଙ୍କୁ…

ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି ହୋଇଛି। ଆଲିଆ ସବୁବେଳେ ନିଜର ଲୁକ୍‌କୁ ନେଇ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। କ’ଣ ପିନ୍ଧିଲେ…

ପାକିସ୍ତାନରେ ସଂଖ୍ୟାଲଘୁ ଯୁବତୀଙ୍କ ସହ ପ୍ରଥମେ ସମୟ ବିତାନ୍ତୁ ମଲାଲା: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୫।୯: ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ପାକିସ୍ତାନରେ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ୨୨ବର୍ଷୀୟା ମଲାଲା ୟୁସୁଫ୍‌ଜାଇ ଜମ୍ମୁ-କଶ୍ମୀରକୁ ନେଇ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ କହିଛନ୍ତି, କଶ୍ମୀର ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛି। ଛାତ୍ରୀଛାତ୍ରମାନେ ୪୦…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ, ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି। ଆର୍ଥିକ ସ୍ଥିତି କ୍ରମଶଃ ବୃଦ୍ଧି ପାଉଥିବାରୁ ଜମିଜମା ବିକ୍ରି…

୪ ଲକ୍ଷ ଲୁଟ୍‌ ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବଡ଼ବିଲ,୧୫।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ୍‌ ପାୱାର ଲିଃ କାରଖାନାର ପାର୍କିଂସ୍ଥଳୀର ପରିବହନକାରୀ ମା’ ସନ୍ତୋଷୀ ଟ୍ରାନ୍ସପୋର୍ଟ ସଂସ୍ଥା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ୪ ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri