Home Left

ପ୍ରିମିୟର ଲିଗ୍‌: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ

ଲଣ୍ଡନ,୧୫।୯(ଏଏଫ୍‌ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍‌ରେ ମାଞ୍ଚେଷ୍ଟର ସିଟ୍‌ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍‌ ସିଟି ୩-୨ ଗୋଲରେ ମାଞ୍ଚେଷ୍ଟର ସିଟିକୁ ହରାଇଛି। ନରଓ୍ବିଚ୍‌ ତରଫରୁ କେନି ମ୍ୟାକଲିନ୍‌ ୧୮ ତମ ମିନିଟ୍‌ରେ ପ୍ରଥମ…

ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପ୍ରମୋଦ ପ୍ରଣାୟତଙ୍କ ପୁଅ ଶକ୍ତି (୧୭)। ଏହି ଘଟଣାକୁ…

ଅହଂଭାବ ଦୂର କରିବାର ସୂତ୍ର

ସମ୍ପର୍କ ଭିତରେ ଯେବେ ଅହଂଭାବ ଆସିଯାଏ ସେତେବେଳେ ସମ୍ପର୍କରେ ଦେଖାଦିଏ ଫାଟ । ତେଣୁ ଏହାକୁ ଯଥାଶୀଘ୍ର ମନରୁ ଦୂରେଇ ଦେବା ନିହାତି ଆବଶ୍ୟକ । ତେବେ କିଛି ସହଜ ଉପାୟ ଅବଲମ୍ବନ କରି ଏହାକୁ ଦୂରେଇ ଦେଇହେବ । *…

ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍‌

ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍‌ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ ଯାତ୍ରୀ ଥିବା କୁହାଯାଉଛି। ତୁରନ୍ତ ଉଦ୍ଧାର କାର୍ଯ୍ୟପାଇଁ ଦୁଇଟି ଏନ୍‌ଡିଆର୍‌ସ୍‌ଏଫ୍‌ ଟିମ୍‌ ଘଟଣା ସ୍ଥଳରେ…

ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ

ବ୍ରିଙ୍ଗହାମ୍‌ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ ହୋଇଯାଇଥିଲା। ସେଥିପାଇଁ ପିଲାଦିନୁ ସେ ସମାଜର ଅନେକ ଗଞ୍ଜଣା ଶୁଣିଛନ୍ତି। କିଏ ତାଙ୍କୁ ‘ଡାଲମେସିଆନ୍‌’…

ବାୟୋନିକ ହାତ ଦେଇଛି ନୂଆ ଜୀବନ

ଆଠ ବର୍ଷ ବୟସର ଫ୍ରେଡି ପେନ୍‌। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ନା ପ୍ରିୟ ସ୍କୁଟର ଚଳାଇପାରୁ ଥିଲେ ନା ଦୁଇ ହାତରେ ପ୍ରିୟ…

ଭାଲୁକୁ କାବୁକଲା ବନ ବିଭାଗ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଚିତ୍ରକୋଣ୍ଡା ବନ ବିଭାଗ ଉକ୍ତ ସ୍ଥାନକୁ ଯାଇ ଯନ୍ତା…

ଡାକ୍ତରଙ୍କ ମୃତ୍ୟୁ ପରେ ଘରୁ ମିଳିଲା ୨ହଜାରରୁ ଅଧିକ ଭ୍ରୁଣ

ଓ୍ବାଶିଂଟନ,୧୫।୯: ଓ୍ବିଲ କାଉଣ୍ଟି ଶୋରିଫ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ପ୍ରାୟ ୨ହଜାର ୨ଶହ ସଂରକ୍ଷିତ ଭ୍ରୁଣ ଉଦ୍ଧାର କରାଯାଇଛି। ଡାକ୍ତର ଜଣକ ଗର୍ଭପାତ କରାଉଥିବା ବେଳେ ତାଙ୍କ ମୃତ୍ୟୁ…

ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ : ପାପରମେଟଲା ଥାନା ଘେରିଲେ ଆଦିବାସୀ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଶତାଧିକ ଆଦିବାସୀ ପାପରମେଟଲା ଥାନା ତଥା ବିଏସ୍‌ଏଫ୍‌ କ୍ୟାମ୍ପ ଘେରାଉ କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ…

ସାପୁଆ ନଦୀରେ ଭାସି ବୃଦ୍ଧା ନିଖୋଜ ଘଟଣା: ମୃତଦେହ ଉଦ୍ଧାର

ଭାପୁର,୧୫।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ସାପୁଆ ନଦୀରେ ଭାସି ଯାଇ ସତୀ ଘଡେଇ (୮୩) ନାମରେ ଜଣେ ବୃଦ୍ଧା ରବିବାର ସକାଳେ ନିଖୋଜ ହୋଇଯାଇଥିଲେ। ତେବେ ପରିବାର ଲୋକଙ୍କ ପକ୍ଷରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଥିବା ବେଳେ…

ତଖ୍‌ତର ଶୁଟିଂ ପୂର୍ବରୁ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂଙ୍କୁ ଧର୍ମା ପ୍ରଡକଶନ୍‌ ହାଉସ୍‌ ବାହାରେ ଦେଖିବା ପରେ ଏବେ ଏମାନଙ୍କ ଅଭିନୀତ ଫିଲ୍ମ ‘ତଖ୍‌ତ’କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଶୁଟିଂ ପୂର୍ବରୁ ସୋସିଆଲ ମିଡିଆରେ ଆଲିଆ ଏକ…

ଚାଇନାରେ ଫ୍ଲପ୍‌ ହେଲା ରଜନୀକାନ୍ତଙ୍କ ହାଇ ବଜେଟ୍‌ ଫିଲ୍ମ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ହାଇ ବଜେଟ୍‌ ଫିଲ୍ମ ‘୨.୦’ ଚାଇନାରେ ଫ୍ଲପ୍‌ ହୋଇଛି। ଏହା ହିନ୍ଦୀ, ତେଲଗୁ ଓ ତାମିଲରେ ଭଲ ବ୍ୟବସାୟ କରିଥିବା ବେଳେ ଚାଇନା ଦର୍ଶକେ କିନ୍ତୁ ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri