ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣା: ୨ ଅଟକ
ହାଟଡିହୀ, ୨୧।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ପ୍ରାୟ ୧ ମାସ ପୂର୍ବେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା। ଉକ୍ତ ଘଟଣାରେ ନନ୍ଦିପଦା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରୁ ୨ ଜଣଙ୍କୁ…
ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ
ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି ଅନ୍ୟର ଜୀବନକୁ ଆଲୋକିତ କରିବା ଲାଗି ସଚେତନ କରାଯାଉଥିବା ବେଳେ ଏବେ ଶରୀର ଦାନ…
ଅବସର ମ୍ୟାଚ୍ରେ ମାସାକାଡ୍ଜାଙ୍କ ବିସ୍ଫୋରକ ବ୍ୟାଟିଂ
ଚାଟୋଗ୍ରାମ,୨୧।୯: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜିମ୍ବାଓ୍ବେ ଦଳର ଅଧିନାୟକ ହାମିଲଟନ ମାସାକାଡ୍ଜା କ୍ୟାରିୟରର ଅନ୍ତିମ ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୪୨ ବଲରୁ ୭୧ ରନ୍ର ଇନିଂସ ଖେଳିଥିଲେ। ଅନ୍ତିମ ଅନ୍ତର୍ଜାତୀୟ ଇନିଂସରେ ଥିଲା ୫ ଛକା…
ବିଷାକ୍ତ ମଦ ପିଇ ୬ ମୃତ: ୩ ଅଧିକାରୀ ନିଲମ୍ବିତ
ଡେରାଡୁନ,୨୧।୯: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଶୁକ୍ରବାର ବିଷାକ୍ତ ମଦ ପିଇବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ଆଇନ ବ୍ୟବସ୍ଥାର ମହାନିର୍ଦ୍ଦେଶକ ଅଶୋକ କୁମାର ସୂଚନା ଦେଇଛନ୍ତି। ତେବେ ମୃତ୍ୟୁକୁ ନେଇ ଗଁ।ଲୋକେ…
ଆଫଗାନୀସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍: ୨୩ ତାଲିବାନ ଆତଙ୍କବାଦୀ ନିହତ
କାବୁଲ,୨୧।୯: ଆଫଗାନୀସ୍ତାନ ବାୟୁସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏଥିରେ ୨୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କାନ୍ଧାହାର, ଘଜନୀ, ବାଦଘିସ୍ ପ୍ରଦେଶରେ ଥିବା ତାଲିବାନ ଶିବିର ଉପରେ ଆଫଗାନୀସ୍ତାନ ବାୟୁସେନା ବୋମାମାଡ଼ କରିଛି। କାନ୍ଧାହାରରେ ୧୦…
ଜମନକିରାରେ ସ୍ବଚ୍ଛ ଭାରତ ଅଭିଯାନ: ଝାଡ଼ୁ ଧରିଲେ ପୂର୍ବତନ ବିଧାୟକ ରବିନାରାୟଣ
ଜମନକିରା,୨୧।୯(ଡି.ଏନ୍.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ସଦର ମହକୁମାରେ ଶନିବାର ବ୍ଲକ୍ ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜମନକିରା ବ୍ଲକ୍ ମଣ୍ଡଳସ୍ତରୀୟ ସଭାପତି ବୀରେନ୍ଦ୍ର ଚୌଧରୀଙ୍କ ନେତୃତ୍ୱରେ ଭାଜପା ପକ୍ଷରୁ…
ସିଧା ପ୍ରସାରଣ ବେଳେ ଚେୟାରରୁ ଗଳି ପଡିଲେ ବରିଷ୍ଠ ପାକିସ୍ତାନୀ ବିଶ୍ଳେଷକ
ଇସ୍ଲାମାବାଦ,୨୧।୯: ପାକିସ୍ତାନ ଏବେ ଭାରତକୁ ନେଇ ତା’ର ନ୍ୟୁଜ ଚ୍ୟାନେଲରେ ଭିନ୍ନ ଭିନ୍ନ ଆଲୋଚନା କରୁଥିବା ବେଳେ କଶ୍ମୀର ପ୍ରସଙ୍ଗକୁ ନେଇ କିଛି ଭୁଲ୍ ଖବର ମଧ୍ୟ ପରିବେଷଣ କରୁଛି ବୋଲି କୁହାଯାଉଛି। ଏମିତି କରୁଥିବା ବେଳେ ପରିହାସର ମଧ୍ୟ ଶିକାର…
ବରଗଡ଼ ଧାନକିଣା ଦୁର୍ନୀତି: ଆର୍ଥିକ ଅପରାଧ ଶାଖା ତଦନ୍ତ ଦାବି କଲା ଆପ୍
ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲା ତୋରା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଗତ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ଖୋଦ୍ ସମବାୟ, ଯୋଗାଣ, ନିୟନ୍ତ୍ରିତ ବଜାର କମିଟି(ଆର୍ଏମ୍ସି), ରାଜସ୍ବ ବିଭାଗର…
୧ ଗ୍ରାମ୍ ମାଛକୁ ହୋଇଥିଲା ଟ୍ୟୁମର: ୯ ହଜାର ଖର୍ଚ୍ଚକରି ଅପରେଶନ କଲେ ମାଲିକ
ଇଂଲଣ୍ଡର ବ୍ରିଷ୍ଟୋଲସ୍ଥିତ ଭେଟ୍ସ ଭେଟେରିନାରି ହସ୍ପିଟାଲର ଡା. ଏକ ମାଛର ଅପରେଶନ କରି ପେଟରୁ ଟ୍ୟୁମର ବାହାର କରିଛନ୍ତି। ମାଛର ଓଜନ ୧ ଗ୍ରାମ ହେବ। ପାଖାପାଖି ୪୦ ମିନିଟ ଅପରେଶନ ପରେ ମାଛଟି ସୁସ୍ଥ ହୋଇଛି। ଏହା ହେଉଛି ସର୍ଜରୀ…
ସ୍କୁଲର ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ଗଛଟିଏ: ମିଳିତ ପ୍ରାର୍ଥନା ପୂର୍ବରୁ କରାଯାଏ ପୂଜା
ଯମୁନା ନଗର,୨୧।୯: ହରିୟାଣା ଯମୁନା ନଗରରେ ଥିବା ଏକ ସ୍କୁଲ ପ୍ରାଙ୍ଗଣରେ ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ବୃକ୍ଷ ଚାରା ରୋପଣ କରାଯାଇଛି। ସମ୍ପୃକ୍ତ ଶିକ୍ଷାର୍ଥୀ ଏହାର ରକ୍ଷାଣବେକ୍ଷଣ କରିଥାନ୍ତି। ସ୍କୁଲର ମିଳିତ ପ୍ରାର୍ଥନା ପୂର୍ବରୁ ଶିକ୍ଷାର୍ଥୀ ନିଜ ନିଜ ନାମଧାରୀ ଗଛକୁ…
୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍
ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’ ନାମକ ଭେଣ୍ଡି କିସମ ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଡି ଦେଖିବାକୁ ଲାଲ୍ ରଙ୍ଗ। ଏଥିରେ…
ରାତିରେ ଶୋଇ ପାରିଲେନି ଚିନ୍ମୟାନନ୍ଦ
ଶାହାଜହାନପୁର,୨୧।୯: ଏକ ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଶୁକ୍ରବାର ଜେଲ୍ରେ ପ୍ରଥମ ରାତି କାଟିଛନ୍ତି। ଜଣେ ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଶୁକ୍ରବାର ତାଙ୍କୁ ଗିରଫ କରାଯିବା ପରେ ସେ ତାଙ୍କର ସମସ୍ତ ଦୋଷ ସ୍ବୀକାର କରିଥିଲେ। ଏହାପରେ ତାଙ୍କୁ ଜିଲା…
Archives


