ବିଜେପୁର ନିର୍ବାଚନ ଲାଗି ବାଜିଲା ବିଗୁଲ୍; ୨୫ ସୁଦ୍ଧା ପ୍ରାର୍ଥୀ ଚୟନ କରିବ କଂଗ୍ରେସ: ନିରଞ୍ଜନ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଅକ୍ଟୋବର ୨୧ରେ ଏଠାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦଳଗୁଡ଼ିକ ପାଇଁ ରହିଛି ମାତ୍ର ଏକ ମାସ ସମୟ। ଏପରିସ୍ଥଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି।…
ବିଜୁଳି ନ ଥିବା ଗାଁରେ ପହଞ୍ଚିଲା ବିଜୁଳି ବିଲ୍
ବଳରାମପୁର,୨୧।୯: ସ୍ବାଧୀନତାର ୭୨ ବର୍ଷ ବିତି ଯାଇଥିବା ବେଳେ ଛତିଶଗଡ଼ ସନଓ୍ବାଲ ଗାଁର ପାଟେରି ପଡାରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୋକ ପହଞ୍ଚିପାରି ନାହିଁ। ସେଠାକାର ଏମ୍ପି ବିଜୁଳି ଯୋଗାଣ କରାଇବାର ପ୍ରତିଶ୍ରୁତି ଦେଇଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏଠାକାର ଲୋକେ…
ସେକ୍ ରାଜାଙ୍କ ସହ ସମ୍ପର୍କ ପଡ଼ିଲା ମହଙ୍ଗା: ନିଲମ୍ବନ ପରେ ହାବିଲଦାର ଗିରଫ
ବାଲେଶ୍ୱର ଅଫିସ, ୨୧।୯: ବାଲେଶ୍ୱର ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବ୍ୟବସାୟ କରି ସାମ୍ରାଜ୍ୟ ବିସ୍ତାର କରିଥିବା ସେକ୍ ରାଜାଙ୍କ ସହ ବିଚାରଗଣ୍ଡ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କ ସମ୍ପର୍କ ଥିଲା। ଏଥିଯୋଗୁ ତାଙ୍କୁ ଗତ ୧୯ ତାରିଖରେ…
ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ: ୩ ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ୍ ଡକ୍ୟୁମେଣ୍ଟ ୩ ମାସ କୋହଳ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଶନିବାର ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆର୍ସି)…
ଟିଡିପି ନେତା ଏନ୍ ଶିବ ପ୍ରସାଦଙ୍କ ବିୟୋଗ
ବିଜୟଓ୍ବାଡା,୨୧।୯: ଆନ୍ଧ୍ର ପ୍ରଦେଶ ଚିତୋରର ପୂର୍ବତନ ଏମ୍ପି ତଥା ବରିଷ୍ଠ ଟିଡିପି ନେତା ଏନ୍ ଶିବ ପ୍ରସାଦଙ୍କର ଶନିବାର ପରଲୋକ ହୋଇଛି। ବେଶ୍ କିଛିଦିନ ହେବ ସେ କିଡ୍ନୀ ଜନିତ ସମସ୍ୟାରେ ପୀଡିତ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆପୋଲୋ ହସ୍ପିଟାଲରେ…
ମାଗଣା ମ୍ୟାକ୍ଡୋନାଲ୍ଡ ବର୍ଗର ଦେଇଥିବା ଝିଅକୁ ଖୋଜୁଛନ୍ତି ରୋନାଲ୍ଡୋ
ମାଡ୍ରିଡ୍,୨୧।୯: ପୂର୍ବତନ ରିଅଲ ମାଡ୍ରିଡ୍ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ବିଶ୍ୱର ଅନ୍ୟତମ ବିତ୍ତଶାଳୀ ଆଥ୍ଲେଟ। କିନ୍ତୁ ଧନ ଯୋଗୁ ନିଜର ସଂଘର୍ଷବେଳର କାହାଣୀ ଭୁଲି ଯାଇ ନାହାନ୍ତି। ରୋନାଲ୍ଡୋ ଓ ତାଙ୍କ ସ୍ପୋର୍ଟିଂ ଲିସବନ ଦଳର ସାଥୀଙ୍କ ବୟସ ଯେତେବେଳେ…
ହାଓଡି ମୋଦି ପାଇଁ ପ୍ରସ୍ତୁତ ହ୍ୟୁଷ୍ଟନ
ଓ୍ବାଶିଂଟନ,୨୧।୯: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ପ୍ରାୟ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେଠାରେ ସମସ୍ତ ପ୍ରକାର ଆୟୋଜନ ସରିଲାଣି। ୩ ଘଣ୍ଟା ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆମେରିକା…
ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା
ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଡୁ’ପ୍ଲେସି ଶନିବାର ଭାରତରେ ପହଞ୍ଚତ୍ଥାନ୍ତେ। ହେଲେ…
ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ
ବ୍ରହ୍ମପୁର ଅଫିସ୍,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ ଶ୍ରେଣୀ ଗୃହ ଅଭାବ , ଶିକ୍ଷକ ପଦବୀ ଖାଲି, ପିଇବା ପାଣି ଆଦି ସମସ୍ୟାର…
ଆଖୁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର
ନୂଆଦିଲ୍ଲୀ,୨୧।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଉତ୍ତରପ୍ରଦେଶ ସହରାନପୁରରୁ ଦିଲ୍ଲୀକୁ ପଦଯାତ୍ରାରେ ଆସିଥିବା କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଭାରତୀୟ କୃଷକ ସଙ୍ଗଠନର ୧୫ଟା ଦାବିରୁ ୫ଟି ଦାବିକୁ ମୋଦି ସରକାର ସ୍ବୀକାର କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କୃଷକଙ୍କ…
ଆସନ୍ତା ନିର୍ବାଚନରେ ସମସ୍ତ ୧୫ ଆସନରେ ଲଢିବ ଜେଡି(ଏସ୍)
ବେଙ୍ଗାଲୁରୁ,୨୧।୯: କର୍ନାଟକରେ ହେବାକୁଥିବା ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ବାତାବରଣ ହେଲାଣି ସରଗରମ। ତେବେ ଏଥର ଜେଡି(ଏସ୍) ସମସ୍ତ ୧୫ଟି ଆସନରେ ଏକାକି ଲଢିବ ବୋଲି କହିଛନ୍ତି ଏଚ୍ ଡି ଦେବଗୌଡା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେବଗୌଡାଙ୍କ ପୁଅ…
ପରିବେଶ ସୁରକ୍ଷା ପାଇଁ ପିଠିରେ ଗଛ ବାନ୍ଧି ମାରାଥନରେ ଦୌଡ଼ିଲେ
କେପ୍ଟାଉନ୍,୨୧।୯: ପରିବେଶ ସୁରକ୍ଷା ପାଇଁ ଦକ୍ଷିଣ ଆଫ୍ରିକାର ଲୋକେ ଏକ ନିଆରା ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। କେପ୍ଟାଉନ୍ରେ ଆୟୋଜିତ ଏକ ମାରାଥନ ଦୌଡ଼ରେ ଅଂଶଗ୍ରହଣକାରୀ ନିଜ ନିଜ ପିଠିରେ ଗଛ ବାନ୍ଧି ଦୌଡ଼ିଛନ୍ତି। ସ୍ଥାନୀୟ ଜଣେ ଆକାଉଣ୍ଟାଟ୍ ତାଙ୍କର ୨୦…
Archives


