ଦୀପକ ପୁନିଆଙ୍କୁ ଅଲିମ୍ପିକ ଯୋଗ୍ୟତା
ନୁର-ସୁଲତାନ(କାଜାଖସ୍ତାନ),୨୧।୯: ଜୁନିୟର ବିଶ୍ୱ ଚାମ୍ପିୟନ ଦୀପକ ପୁନିଆ ୪ର୍ଥ ରେସଲର ଭାବେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିୟନଶିପର ୮୬ କେଜି ଓଜନ ବର୍ଗରେ ସେମିଫାଇନାଲରେ ପ୍ରବେଶ କରି ସେ ଏହି ସଫଳତା…
ନିର୍ବାଚନ ତାରିଖ ଘୋଷଣା ପରେ ଭାଜପାର ଦମ୍ଭୋକ୍ତି: ବିଜେପୁରରେ ବାଜିମାତ୍ କରିବୁ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଆସନ୍ତା ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ଶନିବାର ଘୋଷଣା ହୋଇଛି। ଏହାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ…
ଅସ୍ତରଙ୍ଗ ବେଳାଭୂମି ସଫେଇ କଲେ ମନ୍ତ୍ରୀ, ମାନବ ଶୃଙ୍ଖଳରେ ‘ମୋ ବିଚ୍’
କାକଟପୁର,୨୧ା୯(ଡି.ଏନ୍.ଏ.): ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ। ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ଜାହାନିଆଁଠାରେ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ ବ୍ୟାପାର, ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ବିଡିଓ ଅଶୋକ କୁମାର…
ମା’ ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ଅନୁଷ୍ଠିତ
କାକଟପୁର,୨୧।୯(ଡି.ଏନ୍.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଶନିବାର ଅନୁଷ୍ଠିତ ହୋଇଯାଇଛି। ରବିବାରଠାରୁ ମା’ଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେବ। ଶନିବାର ଅପରାହ୍ନ ସାଢ଼େ ୨ଟାରେ ମା’ଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଯିବା ପରେ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ବିଭାଗ ବନ୍ଦ କଲା ସମବାୟ ସମିତି ସଭାପତିଙ୍କ ବ୍ୟବସାୟିକ ଅନୁଷ୍ଠାନ
ପଦ୍ମପୁର,୨୧।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ବାମୀ ସମବାୟ ସମିତିର ସଭାପତିଙ୍କ ମାଲିକାନାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଶନିବାର ଭିଜିଲାନ୍ସ ବିଭାଗ ଚଢ଼ାଉକରି ବନ୍ଦ କରିବାକୁ ନୋଟିସ ଜାରି କରିଛି। ସୂଚନାଯୋଗ୍ୟ, ଆୟ…
ଗ୍ୟାରେଜ୍ରୁ ଚୋରି ଘଟଣା: ୩ ଅଭିଯୁକ୍ତ ଗିରଫ, ସାମଗ୍ରୀ ଜବତ
ଫୁଲନଖରା,୨୧।୯(ଡି.ଏନ୍.ଏ.): କଟକ ଜିଲା ଗୋପାଳପୁର ଜାଗୁଳାଇ ସାହିରେ ଥିବା ଏକ ଗ୍ୟାରେଜ୍ରୁ ଚୋରି ଘଟଣାରେ କଟକ ସଦର ପୋଲିସ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଗୋପାଳପୁର ଢିହସାହିର…
ଜମ୍ମୁ-କଶ୍ମୀରରୁ ୨ ଜୈଶ କର୍ମୀ ଗିରଫ
ଜମ୍ମୁ,୨୧।୯: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ପୋଲିସ ରେଡ୍ କରୁଥିବା ସମୟରେ ଶନିବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୨ ଓଭର ଗ୍ରାଉଣ୍ଡ କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି। ପୂର୍ବରୁ କଠଓ୍ବାରୁ ଗିରଫ ହୋଇଥିବା ୩ ଆତଙ୍କବାଦୀଙ୍କୁ ଏମାନେ ସହଯୋଗ କରୁଥିବା ଅଭିଯୋଗରେ ଗିରଫ…
ତାଜମହଲ ବୁଲିଲେ ମଙ୍ଗୋଲିଆ ରାଷ୍ଟ୍ରପତି
ଆଗ୍ରା,୨୧।୯: ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ଟମାଗିନ ବଟୁଲଗା ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶନିବାର ସେ ଓ ତାଙ୍କ ସ୍ତ୍ରୀ ଆଗ୍ରାର ତାଜମହଲ ବୁଲି ଦେଖିଛନ୍ତି। ତେବେ ନିଦ୍ଧାରିତ ସମୟରୁ ଏକ ଘଣ୍ଟା ବିଳମ୍ବରେ ସେ ତାଜମହଲରେ ପହଞ୍ଚିଥିଲେ। ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ…
ବିଜେପୁର ନିର୍ବାଚନ ଲାଗି ବାଜିଲା ବିଗୁଲ୍; ୨୫ ସୁଦ୍ଧା ପ୍ରାର୍ଥୀ ଚୟନ କରିବ କଂଗ୍ରେସ: ନିରଞ୍ଜନ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଅକ୍ଟୋବର ୨୧ରେ ଏଠାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦଳଗୁଡ଼ିକ ପାଇଁ ରହିଛି ମାତ୍ର ଏକ ମାସ ସମୟ। ଏପରିସ୍ଥଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି।…
ବିଜୁଳି ନ ଥିବା ଗାଁରେ ପହଞ୍ଚିଲା ବିଜୁଳି ବିଲ୍
ବଳରାମପୁର,୨୧।୯: ସ୍ବାଧୀନତାର ୭୨ ବର୍ଷ ବିତି ଯାଇଥିବା ବେଳେ ଛତିଶଗଡ଼ ସନଓ୍ବାଲ ଗାଁର ପାଟେରି ପଡାରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୋକ ପହଞ୍ଚିପାରି ନାହିଁ। ସେଠାକାର ଏମ୍ପି ବିଜୁଳି ଯୋଗାଣ କରାଇବାର ପ୍ରତିଶ୍ରୁତି ଦେଇଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏଠାକାର ଲୋକେ…
ସେକ୍ ରାଜାଙ୍କ ସହ ସମ୍ପର୍କ ପଡ଼ିଲା ମହଙ୍ଗା: ନିଲମ୍ବନ ପରେ ହାବିଲଦାର ଗିରଫ
ବାଲେଶ୍ୱର ଅଫିସ, ୨୧।୯: ବାଲେଶ୍ୱର ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବ୍ୟବସାୟ କରି ସାମ୍ରାଜ୍ୟ ବିସ୍ତାର କରିଥିବା ସେକ୍ ରାଜାଙ୍କ ସହ ବିଚାରଗଣ୍ଡ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କ ସମ୍ପର୍କ ଥିଲା। ଏଥିଯୋଗୁ ତାଙ୍କୁ ଗତ ୧୯ ତାରିଖରେ…
ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ: ୩ ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ୍ ଡକ୍ୟୁମେଣ୍ଟ ୩ ମାସ କୋହଳ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଶନିବାର ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆର୍ସି)…
Archives


