ପୁଅକୁ ଦେଖିବାକୁ ଯାଇ ହଟହଟା: ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ ଲୋକେ
ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଲୁଆ ବାଲିକୁଦା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ମିଳିଥିବା…
୮ ବର୍ଷ ସାନ ପ୍ରେମିକ, ୨ ସନ୍ତାନର ମା’ଙ୍କୁ ୧୭ ଥର ଛୁରୀ ଭୁସି କଲେ ହତ୍ୟା, OYO Roomରେ ମିଳିଲା…
ବେଙ୍ଗାଲୁରୁ,୯।୬: ବେଙ୍ଗାଲୁରୁର ଏକ ହୋଟେଲରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ OYO ହୋଟେଲରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା, କିନ୍ତୁ ଏହାର ଦୁଇ ଦିନ…
ମହାପ୍ରଭୁ ନିଜେ ସବୁ କରାନ୍ତି, ସୁରୁଖୁରୁରେ ହେବ ରଥଯାତ୍ରା: ମନ୍ତ୍ରୀ
ପୁରୀ,୫ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ସୋମବାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର…
ଏୟାରଫୋର୍ସ ଓ୍ବାନର ସିଡ଼ିରେ ଝୁଣ୍ଟିଲେ ଟ୍ରମ୍ପ Video Viral! ଲୋକେ କହିଲେ ବାଇଡେନଙ୍କଠାରୁ ବି…
ଓ୍ବାଶିଂଟନ,୯।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସୋସିଆଲ ମିଡିଆରେ ଶିରୋନାମା ପାଲଟିଛନ୍ତି। ନ୍ୟୁ ଜର୍ସିର ଏୟାରଫୋର୍ସ ୱାନରେ ଚଢ଼ିବା ସମୟରେ ସେ ସିଡ଼ିରେ ଝୁଣ୍ଟି ପଡ଼ିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ସୋସିଆଲ…
ଉଚ୍ଛେଦକୁ ବିରୋଧ କରି ରାସ୍ତାରୋକୋ:ଧାରଣାରେ ବସିଲେ ଦୋକାନୀ
ନବରଙ୍ଗପୁର, ୯।୬(ସଦାଶିବ ପ୍ରହରାଜ): ସ୍ଥାନୀୟ ମହାରାଣୀ କ୍ଳବ ଜମିରେ ବହୁ ବର୍ଷ ହେବ ସ୍ଥାନୀୟ ୧୩ ଜଣ ଦୋକାନ କରି ଆସୁଛନ୍ତି । ସେମାନଙ୍କୁ କ୍ଳବ ପକ୍ଷରୁ ଉଠିଯିବାକୁ କୁହାଯାଇଥିଲା। ତେବେ ଦୋକାନୀମାନେ କ୍ଳବକୁ ଭଡା ମଧ୍ୟ ଦେଇ ଆସୁଛନ୍ତି। ଏନେଇ…
ଠାକୁରାଣୀ ଯାତ୍ରାରେ ଅଲୌକିକ ଘଟଣା: ଲୋକେ ହେଲେ ଭାବବିହ୍ବଳ
ପୁରୁଷୋତ୍ତମପୁର,୯।୬(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାକୁରାଣୀଯାତ୍ରାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଏହା ଉପସ୍ଥିତ ହଜାର ହଜାର ଲୋକଙ୍କୁ ଚକିତ କରିଥିଲା। ଏହାକୁ ନେଇ କିଛି ସମୟପାଇଁ ଏକ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ରାତ୍ରରେ ମା’…
କାଟ୍ ଖାଇଲା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା: ଭୋଟ ଦେବାକୁ କେହି ଆସିଲେନି
ନବରଙ୍ଗପୁର,୯।୬(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଜନୀତିରେ ରୋଚକ ଦୃଶ୍ୟ । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଭୋଟିଂ ବେଳେ ଅନୁପସ୍ଥିତ ରହିଲେ ସରପଞ୍ଚ ଓ ସମିତିସଭ୍ୟ। ତେନ୍ତଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଲା…
ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ…
ଆଜିକାଲି ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକେ ମନ ବଳାଇ ଥାଆନ୍ତି। ଏହି ସମୟରେ ନିଜ ଲୋଭକୁ ସମ୍ବରଣ କରି ନ ପାରି ଆମେ ଅଜୀର୍ଣ୍ଣ ସମସ୍ୟା ସମ୍ମୁଖୀନ ହୋଇଥାଉ। କାରଣ ସେତେବେଳେ ଜଣେ ଏଭଳି ଖାଦ୍ୟ ଖାଇଥାଆନ୍ତି…
କଣ୍ଟେନର୍ ଭର୍ତ୍ତି ଜାହାଜରେ ଭୟଙ୍କର ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି…
କୋଚି,୯।୬: କେରଳ ଉପକୂଳରେ ସମୁଦ୍ର ଭିତରେ ସୋମବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। କଣ୍ଟେନର୍ ଭର୍ତ୍ତି ଜାହାଜରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଜାହାଜରେ ଥିବା କେତେଜଣ କ୍ରୁ ସଦସ୍ୟ ନିଖୋଜ ହୋଇଯାଇଥିବା ବେଳେ ୫ଜଣ ବିସ୍ଫୋରଣରେ ଆହତ ହୋଇଥିବା…
ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ୱର,୯।୬: ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ୫ ଜିଲାକୁ ଅରେଞ୍ଜ ଓ ୨୫ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହିସବୁ ଜିଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ଜାରି…
ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟର ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗ୍ରାମ
ଭୁବନେଶ୍ୱର,୯।୬: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୧୦୦ରୁ ୧୫୦ ଗାଁକୁ ମହାପୁରୁଷ ଆଦର୍ଶ ଗାଁ କରିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆଦର୍ଶ ଗାଁର ଉନ୍ନତି କରାଯିବ। ଏଥିରେ ୯ରୁ…
ଓଢଣୀ ଖୋଲିଲେ ଖାନ ସାର୍ଙ୍କ ସ୍ତ୍ରୀ! ଦେଖିବାକୁ ‘କୋହିନୁର’ ପରି… ଭାଇରାଲ ହେଉଛି ଭିଡିଓ
ଦେଶର ସବୁଠାରୁ ଲୋକପ୍ରିୟ ଶିକ୍ଷକ ଖାନ ସାର୍ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ସେ ଗୁପ୍ତ ଭାବରେ ବିବାହ କରିଛନ୍ତି ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ ଜୁନ ୨ରେ ଖାନ ସାର୍…
Archives


