Home Left

ମୋଦିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଟକ୍କର ଦେବେ ତେଜ ବାହାଦୁର

ଚଣ୍ଡିଗଡ଼,୩୦।୯: ଖାଇବାର ଅଭିଯୋଗକୁ ନେଇ ଚର୍ଚ୍ଚାକୁ ଆସିଥିବା ନିଲମ୍ବିତ ବିଏସ୍‌ଏଫ୍‌ ଯବାନ ତେଜ ବାହଦୁର ଯାଦବ ଏବେ ହରିୟାଣା ରାଜନୀତିରେ ପାଦ ରଖିଛନ୍ତି। ଦୁଷ୍‌ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି)ରେ ରବିବାର ତେଜ ବାହାଦୁର ସାମିଲ ହୋଇଛନ୍ତି। ଦଳରେ ସାମିଲ ହେବା…

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର ଏହି ସମ୍ବନ୍ଧୀୟ ସମସ୍ୟା ରହିଛି। ତେବେ କିଛି ପିଲାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା…

ମନ୍ତ୍ରୀ ଯାଉଥିବା ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଏକ ଇଣ୍ଡିଗୋ ବିମାନରେ ନିଆଁ ଲାଗିଯିବାରୁ ଗୋଆରେ ଏହା ଜରୁରିକାଳୀନ ଅବତରଣ କରିଛି। ଏହି ବିମାନରେ ଗୋଆର ପରିବେଶ ମନ୍ତ୍ରୀ ନିଲେଶ କାବରାଲ ଯାତ୍ରା କରୁଥିଲେ। ଏହା ସହ କୃଷି ବିଭାଗର ବିଭିନ୍ନ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ମୋଟ…

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ଏହାକୁ ଆପଣେଇ ପାରିଲେ ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହୋଇଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନଙ୍କ ଦ୍ୱାରା ସଦ୍ୟ ସମାପିତ ଗବେଷଣାରୁ ଏ ସମ୍ପର୍କରେ ସୂଚନା ମିଳିଛି। ତାହା କ’ଣ…

ପୃଥୁଳତା ଓ ବ୍ୟାକ୍ଟେରିଆ

ପୃଥୁଳତା ବା ମେଦ ବୃଦ୍ଧି ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧିକ ତେଲଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଖାଇଲେ ତାହା ଓଜନ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଏହି ତାଲିକାରେ ଆଉ ଏକ କାରଣକୁ ନିକଟରେ ଯୋଡ଼ାଯାଇଛି।…

ଓଲଟିଲା ଡଙ୍ଗା: ୨୦ ନିଖୋଜ

ମେଦିନାପୁର, ୩୦।୯: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଏକ ଅଘଟଣ ଘଟିଛି। ପୂର୍ବ ମେଦିନାପୁରରେ ଏକ ଡଙ୍ଗା ବୁଡିଯିବାରୁ ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଆବଶ୍ୟକଠାରୁ ଅଧିକ ଲୋକ ଡଙ୍ଗାରେ ଥିବାରୁ ତାହା ଓଲଟି ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନଡିଆରଏଫ୍‌…

ରାଷ୍ଟ୍ରପତିଙ୍କ ସହ ରାତ୍ରଭୋଜନ କଲେ ଧୋନୀ

ରାଞ୍ଚି,୩୦।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାତ୍ର ଭୋଜନ କରିଛନ୍ତି। ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିବାଙ୍କୁ ଧରି ରବିବାର ରାଜଭବନରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସମସ୍ତେ ମିଶି ରାତ୍ରଭୋଜନ କରିଥିଲେ। ଏଥିରେ…

ରାସ୍ତାରେ ଖେଳିଲେ ମୀନ

ବାରାଣସୀ,୩୦।୯: ସମସ୍ତେ ପୋଖରୀ ଓ ନଦୀମାନଙ୍କରେ ମାଛ ପହଁରୁଥିବାର ଦେଖିଥିବେ। ହେଲେ କେବେ ରାସ୍ତା ଉପରେ ମାଛ ପହଁରୁଥିବାର ଦେଖିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରାଣସୀରେ। ସୂଚନାଯୋଗ୍ୟ, ଗତ ୪ ଦିନରୁ…

ମଳକଣ୍ଟକର ହୋମିଓ ଉପଚାର

ମଳଦ୍ୱାର ସହିତ ସଂଲଗ୍ନ ଥିବା ଶିରାର ପ୍ରସାରଣ ହେତୁ କିମ୍ବା ତାହା କ୍ଷତ ହେବା କାରଣରୁ ମଳଦ୍ୱାର ଦେଇ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଏ। ସେହିଭଳି ମଳଦ୍ୱାରରେ କଣ୍ଟା ଫୋଡ଼ିହେବା ଭଳି କଷ୍ଟ ଅନୁଭବ କରିବା ଓ ମଳଦ୍ୱାର କାଟି ହେବା…

ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଲେ ଧାଓ୍ବନ୍‌: ପ୍ରଥମେ ଦେଶକୁ ସୁଧାର, ତା’ପରେ ଅନ୍ୟକୁ କହିବ

ନୂଆଦିଲ୍ଲୀ,୩୦।୯:ଭାରତୀୟ ଦଳର ଓପନର୍‌ ଶିଖର ଧାଓ୍ବନ୍‌ ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ଖେଳାଳିଙ୍କ ଉପରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ନିଜ ଦେଶକୁ ସୁଧାରନ୍ତୁ ବୋଲି ପାକିସ୍ତାନ କ୍ରିକେଟର୍ସଙ୍କୁ ଧାଓ୍ବନ୍‌ ପରାମର୍ଶ ଦେଇଛନ୍ତି। ଜମ୍ମୁ କଶ୍ମୀରରୁ ୩୭୦ ଅନୁଚ୍ଛେଦ…

ଏୟାର ମାର୍ଶଲ ଆର୍‌. କେ.ଏସ୍‌. ଭଦୋରିୟା ହେଲେ ନୂଆ ବାୟୁସେନା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦।୯: ଏୟାର ମାର୍ଶଲ ଆର୍‌. କେ.ଏସ୍‌. ଭଦୋରିୟା ନୂଆ ବାୟୁସେନା ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବି.ଏସ୍‌. ଧନୋଆଙ୍କ ଅବସର ଗ୍ରହଣ ପରେ ଭଦୋରିୟାଙ୍କୁ ଏହି ନିଯୁକ୍ତି ମିଳିଛି। ଧନୋଆ ଭଦୋରିୟାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ୨୦୧୬ ଡିସେମ୍ବର…

ବଡ଼ ଘର ବଡ଼ ଗୁମର କଥା: ରାତିଅଧରେ ଫାଟକ ପିଟିଲେ ଲାଲୁଙ୍କ ବୋହୂ ଐଶ୍ଚର୍ଯ୍ୟା; ଫିଟିଲାନି ଫାଟକ

ପାଟନା,୩୦।୯: ବିହାର ଆର୍‌ଜେଡି ପ୍ରମୁଖ ଲାଲୁ ଯାଦବଙ୍କ ଘର ଝଗଡ଼ା ଏବେ ପଦାକୁ ଆସିଛି। ଘରୋଇ କନ୍ଦଳକୁ ନେଇ ବୋହୂ ଐଶ୍ଚର୍ଯ୍ୟା ରାୟ ତାଙ୍କ ପିତାଙ୍କୁ ଫୋନ୍‌ କରି ଡକାଇଥିଲେ। ପିତା ଚନ୍ଦ୍ରିକା ରାୟ ଆସିବାରୁ ତାଙ୍କୁ ନେବା ପାଇଁ ଐଶ୍ଚର୍ଯ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri