Home Left

ଭୀମକୁଣ୍ଡରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ

ପାଟଣା/ଠାକୁରମୁଣ୍ଡା, ୨୫।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ପ୍ରଥମ କୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ତେବେ ନିଖୋଜ ବ୍ୟକ୍ତି ଜଣଙ୍କ ସମ୍ପର୍କରେ…

ଚାକିରି ନାଁରେ ଠକେଇ: ଜେଲ ଗଲେ ଯୁବକ

ଭଦ୍ରକ ଅଫିସ,୨୫।୧୨: ଭଦ୍ରକ ସହର ଚରମ୍ପାଠାରେ ଏକ ନକଲି ଏଜେନ୍ସି ଖୋଲି ନିଯୁକ୍ତି ଦେବା ନାଁରେ ଆଶାୟୀଙ୍କଠାରୁ ଅର୍ଥ ଆଦାୟ କରି ଠକେଇ ଅଭିଯୋଗରେ ଟାଉନ ଥାନା ପୋଲିସ ଉତ୍ତରପ୍ରଦେଶ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୫।୧୨: ଅସାମାଜିକ କାର୍ଯ୍ୟରୁ ବାଦ୍‌ପଡୁନି ପାକିସ୍ତାନ। ଲଗାତାର ଭାରତ ସୀମା ନିୟନ୍ତ୍ରଣ ରେଖାରେ(ଏଲ୍‌ଓସି) ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ପାକିସ୍ତାନ। ବୁଧବାର ପୁଣି ଥରେ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଛି। ଏହାର ପାଲଟା ଜବାବରେ ଭାରତୀୟ…

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମୋଦି

ଲକ୍ଷ୍ନୌ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଲୋକ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିଛନ୍ତି। ଭାରତ ରତ୍ନରେ ସମ୍ମାନିତ ବାଜପେୟୀଙ୍କ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୫ ଫୁଟ ଏବଂ…

ଜୟଙ୍କ ଜନ୍ମଦିନରେ ଝିଅର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ମାହି

ବମ୍ବେ: ଟେଲି ଅଭିନେତା ଜୟ ଭାନୁଶାଳୀଙ୍କ ଆଜି ଅର୍ଥାତ ବୁଧବାର ଜନ୍ମଦିନ। ଏହି ଉପଲକ୍ଷେ ଜୟଙ୍କ ନିକଟକୁ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। ଅପରପକ୍ଷେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ସ୍ତ୍ରୀ ମାହି ବିଜ୍‌ ଝିଅ ତାରାଙ୍କ ଫଟୋ ଶେୟାର କରିଛନ୍ତି।…

ଫାଇନାଲ୍‌ ହେଲା ବିବାହ ତାରିଖ, ୨୭ ଡିସେମ୍ବରରେ ହାତକୁ ଦୁଇ ହାତ ହେବେ ମୋନା !

ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ମୋନା ସିଂ। ଦକ୍ଷିଣ ଭାରତର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ବିବାହର ଡେଟ୍‌ ଫାଇନାଲ ହୋଇଛି। ମୋନା ୨୭ ଡିସେମ୍ବରରେ ବିବାହ କରିବେ।…

ସୂର୍ଯ୍ୟୋପରାଗ: ଗର୍ଭବତୀ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟ୍‌ରେ…

ସରକାରୀ ଉଚ୍ଚ ପଦପଦବୀରେ ଅଛନ୍ତି ଏହି କ୍ରିକେଟ ଖେଳାଳି

ସରକାରୀ ଉଚ୍ଚ ପଦପଦବୀରେ ଅବସ୍ଥାପିତ କେତେକ ଭାରତୀୟ କ୍ରିକେଟ ଖେଳାଳିଙ୍କ ସମ୍ପର୍କରେ.. ମହେନ୍ଦ୍ର ସିଂ ଧୋନୀ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଇତିହାସର ସବୁଠୁ ସଫଳ ଅଧିନାୟକ। ସେ ୨୦୧୧ରେ ଭାରତକୁ ଏକଦିବସୀୟ ଏବଂ ୨୦୦୭ରେ ଟି୨୦ ବିଶ୍ୱକପ ଜିତାଇଛନ୍ତି।…

ବୋଲିଂ କୋଚ୍‌ଙ୍କୁ ଗାଳି କରି ରଣ୍‌ଜୀ ଦଳରୁ ବିଦା ହେଲେ ଦିଣ୍ଡା

କୋଲକାତା,୨୫।୧୨- ଆନ୍ଧ୍ରପ୍ରଦେଶ ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ ପୂର୍ବରୁ ପଶ୍ଚିମବଙ୍ଗ ଦଳରୁ ବାଦ୍‌ ପଡ଼ିଛନ୍ତି ସିନିୟର ପେସର ଅଶୋକ ଦିଣ୍ଡା। ଦଳର ବୋଲିଂ କୋଚ୍‌ଙ୍କୁ ଗାଳି କରିବାରୁ କ୍ରିକେଟ ଆସୋସିଏଶନ ଏହି ନିଷ୍ପତ୍ତି ନେଇଛି। ଦିଣ୍ଡା ଦଳୀୟ ବୋଲିଂ କୋଚ୍‌ ରାଣାଦେବ ବୋଷଙ୍କୁ…

ଅଯଥାରେ ବିଭ୍ରାନ୍ତି କରୁଛି କଂଗ୍ରେସ: ପୃଥ୍ବୀରାଜ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ପ୍ରସଙ୍ଗକୁ ନେଇ କଂଗ୍ରେସ ଅଯଥାରେ ବିଭ୍ରାନ୍ତି କରୁଛି। ରାଜ୍ୟ ଭାଜପା ଏହି ପ୍ରସଙ୍ଗରେ ଲୋକମାନଙ୍କ ପାଖକୁ ଯିବା ସହ ସେମାନଙ୍କୁ ସଚେତନ କରାଇବ। ପ୍ରାୟ ୧ କୋଟି ଲୋକଙ୍କ ପାଖରେ ଭାଜପା ପହଞ୍ଚିବ ବୋଲି ବୁଧବାର…

ରାଜଧାନୀରେ ଜଳିଗଲା ବସ୍‌

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗର ପ୍ଲଟ ନଂ ୩୧୬ ନିକଟରେ ଥିବା ଏକ ବସ୍‌(କେଏ-୦୧ଡି-୫୧୮୦)ରେ ବୁଧବାର ନିଆଁ ଲାଗି ଜଳିିଯାଇଛି। ଏଥିରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ତେବେ କେହି ଉଦ୍ଦେଶ୍ୟମୂଳକ ଭାବେ ଅଥବା ଶର୍ଟ…

ଦୁଇରୁ ତିନି ଦିନ ମଧ୍ୟରେ କମିବ ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଦୀର୍ଘ ଚାରି ମାସ ଧରି ପିଆଜ ଦର ଆକାଶଛୁଆଁ। ମହାରାଷ୍ଟ୍ର ଓ ଇଜିପ୍ଟରୁ ପିଆଜ ଆସିବା ସତ୍ତ୍ୱେ ବଜାରରେ ଏହାର ଖୁଚୁରା ଦର କମୁନାହିଁ। ଏବେ ବି ପିଆଜ କିଲୋ ପ୍ରତି ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?