ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପ୍ରସ୍ତାବ: ଜାତିସଙ୍ଘରେ ୧୩୪ ଦେଶ କଲେ ସମର୍ଥନ
ଜେନେଭା,୨୮।୧୨: ମ୍ୟାନ୍ମାର୍ରେ ରୋହିଙ୍ଗ୍ୟା ମୁସଲମାନ୍ଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଜାତିସଂଘରେ ବିରୋଧ କରାଯାଇଛି। ଏନେଇ ଜାତିସଙ୍ଘର ୧୯୩ ଦେଶ ମଧ୍ୟରୁ ଏହି ପ୍ରସ୍ତାବକୁ ୧୩୪ ଦେଶଙ୍କ ସମର୍ଥନ ମିଳିଛି। ୯ ଦେଶ ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବାବେଳେ ୨୮ ଦେଶ ମତଦାନରୁ…
କମ୍ ବୟସ୍କ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ୨ ଦଶନ୍ଧି ଧରି ବଲିଉଡ୍ରେ ଜଲଓ୍ବା ଦେଖାଉଥିବା ବେବୋ ଏବେ ନିଜ ପରିବାର ସହ ସ୍ବିଜରଲାଣ୍ଡରେ ଛୁଟି କଟାଉଛନ୍ତି। ନିକଟରେ ଅଭିନେତ୍ରୀ କରୀନା କପୁର ଖାଁଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ରିଲିଜ୍ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ବେଶ୍ ପସନ୍ଦ…
ନୂଆବର୍ଷରେ ବିବାହ କରିପାରନ୍ତି ପ୍ରଭାସ
ମୁମ୍ବାଇ: ବଲିଉଡ୍ର ବାହୁବଳୀ ତଥା ସାଉଥ୍ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍ କି ଧଡକନ୍ ପାଲଟି ଯାଇଛନ୍ତି। ‘ଶାହୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସି ନ ଥିବାରୁ ଏବେ ସେ…
ବରକନ୍ୟାଙ୍କୁ ଉପହାର ମିଳିଲା ୫ ହାର୍ଟ, ୩୦ କିଡ୍ନୀ, ୧୪୦ ଚକ୍ଷୁ
ରାଜସ୍ଥାନ: ବିବାହ ଉତ୍ସବରେ ବରକନ୍ୟାଙ୍କୁ ଅନେକ ଉପହାର ମିଳିଥାଏ। ଅଳଙ୍କାରଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ। ମାତ୍ର ଏକ ବିବାହ ଉତ୍ସବରେ ଉପହାର ସ୍ବରୂପ ବରକନ୍ୟାଙ୍କୁ ୫ଟି ହାର୍ଟ, ୩୦ କିଡ୍ନୀ ଏବଂ ୧୪୦ ଚକ୍ଷୁ ମିଳିବା ଘଟଣା ଆଶ୍ଚର୍ଯ୍ୟ…
ପିଆଜ-ରସୁଣ ଉପରେ ଲୁଟେରାଙ୍କ ଆଖି: ଟ୍ରକ୍ ଚାଳକଙ୍କୁ ବନ୍ଧକ ରଖି ଲୁଟିନେଲେ ୫୧ କ୍ୱିଣ୍ଟାଲ ପିଆଜ
କୈମୁର୍,୨୮।୧୨: ଦେଶରେ ପିଆଜ ରସୁଣ ଦାମ୍ ବଢ଼ିଚାଲିଥିବାବେଳେ କେତେକ ଅଞ୍ଚଳରେ ପିଆଜ-ରସୁଣ ଲୁଟ୍ ଘଟଣାମାନ ଘଟୁଛି। ବିହାରର କୈମୁର ଜିଲାର ମୋହନିଆ ଥାନା ଅଞ୍ଚଳରେ କିଛି ଲୁଟେରା ଏକ ଟ୍ରକ୍କୁ ଅଟକାଇ ୫୧ କ୍ୱିଣ୍ଟାଲ୍ ପିଆଜ ଲୁଟ୍ କରିଛନ୍ତି। ୬ରୁ ଅଧିକ…
ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା
ଭବାନୀପାଟଣା,୨୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଅଧ୍ୟକ୍ଷା ଏଲ୍. ମୀନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଜିଲାର…
ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଉଛି ବାଇକ୍ ଆମ୍ବୁଲାନ୍ସ୍…
ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହି ମର୍ମରେ ହାଇଦ୍ରାବାଦ୍ରେ ବରିଷ୍ଠ ନାଗରିକଙ୍କ ପାଇଁ ଜରୁରୀକାଳୀନ ସେବା ପ୍ରଦାନ ଲାଗି ସ୍ବେଛାସେବୀ ସଂଗଠନ ହ୍ୟୁମାନ ରାଇଟସ୍ ଅର୍ଗାନାଇଜେସନ୍ ଅଫ୍ ଗୁଡ୍ ସମାରିଟାନ୍ସ ଇଣ୍ଡିଆ ପକ୍ଷରୁ…
ଜଳିଗଲା ଚଳନ୍ତା କୋଇଲା ବୋଝେଇ ଟ୍ରକ୍
ପରଜଙ୍ଗ,୨୮।୧୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ. ଜାତୀୟ ରାଜପଥ ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୧୨ ଚକିଆ ଚଳନ୍ତା କୋଇଲା ବୋଝେଇ ଟ୍ରକ୍ (ଓଆର ୦୫ ଏକ୍ସ ୦୯୨୨) ରେ…
ମୁଶରଫଙ୍କ ଆବେଦନକୁ ଫେରାଇ ଦେଲେ କୋର୍ଟ
ଇସ୍ଲାମାବାଦ,୨୮।୧୨: ପାକିସ୍ତାନର ପୂର୍ବତନ ସେନା ଶାସକ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଆବେଦନକୁ ଲାହୋର ହାଇକୋର୍ଟ ଶନିବାର ଫେରାଇ ଦେଇଥିବା ଜଣାପଡିଛି। ଦେଶଦ୍ରୋହ ମାମଲାରେ ପାକିସ୍ତାନର ସ୍ପେଶାଲ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ସେ ଏହାକୁ ନେଇ ହାଇକୋର୍ଟର…
ଅନ୍ଲାଇନ୍ରେ ବର୍ଜ୍ୟବସ୍ତୁ କାରବାର ଆରମ୍ଭ
ଚେନ୍ନାଇ,୨୮।୧୨: ବଜର୍ର୍ୟବସ୍ତୁ ପରିଚାଳନା ନେଇ ଚେନ୍ନାଇରେ ଅନ୍ଲାଇନ୍ କାରବାର ଆରମ୍ଭ ହୋଇଛି। ଏଥିରେ ୯ ଶହରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି। ଗ୍ରେଟର ଚେନ୍ନାଇ କର୍ପୋରେଶନ ସହଯୋଗରେ ମାଡ୍ରାସ୍ ଓ୍ବେଷ୍ଟ୍ ଏକ୍ସଚେଞ୍ଜ୍ ପୋର୍ଟାଲ୍ ନିର୍ମିତ ହୋଇଛି। ବର୍ଜ୍ୟବସ୍ତୁକୁ ବାହାରେ ନ ଫୋପାଡ଼ି…
ବିଶ୍ୱର ସବୁଠୁ ଭୋକିଲା, ମାରାତ୍ମକ ଜୀବ
ନୂଆଦିଲ୍ଲୀ: ସାଧାରଣତଃ ସାପ ଭୟଙ୍କର ବୋଲି ସମସ୍ତେ ଜାଣିଛନ୍ତି। ସାପର ବିଷ ନିମିଷକରେ ମଣିଷର ଜୀବନ ନେଇଯାଏ। ମାତ୍ର ସାପଠାରୁ ବି ଭୟଙ୍କର ଜୀବ ଅଛି। ଆଖିକୁ ଏହି ଜୀବଟି ଛୋଟିଆ ଦେଖାଯାଉଥିଲେ ମଧ୍ୟ ଭାରି ମାରାତ୍ମକ। ତା’ ବିଷରେ ମଣିଷର…
ପୂର୍ବତନ ସିଏସ୍କେ ଖେଳାଳିଙ୍କ ଅବସର
ଚେନ୍ନାଇ, ୨୮।୧୨- ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ସ୍ପିନର ଶଦାବ ଜାକାତି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ଟୁଇଟର ଜରିଆରେ ସେ ଘୋଷଣା କରିଛନ୍ତି। ମୂଳତଃ ଗୋଆ ଖେଳାଳି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

