Home Left

ବର୍ଷାରେ ଭିଜିପାରେ ନୂଆବର୍ଷ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି। ଶନିବାର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀରୁ ତଳେ ଥିବା ଦେଖାଯାଇଛି। ଅପରପକ୍ଷେ ନୂତନ ବର୍ଷକୁ ଆଉ ତିନି ଦିନ…

ଜରିନ୍‌ଙ୍କୁ ହରାଇଲେ ମେରୀକମ୍‌: ମ୍ୟାଚ୍‌ ପରେ ଫୁଲ ଡ୍ରାମା

ନୂଆଦିଲ୍ଲୀ, ୨୮।୧୨- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ (୫୧ କିଲୋ କାଟେଗୋରି) ଟ୍ରାଏଲରେ ନିଖତ ଜରିନଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ଆସନ୍ତା ବର୍ଷ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସ୍ପଷ୍ଟ…

୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ କୋଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରିଥାଏ। ଅତ୍ୟଧିକ ମିଠାଯୁକ୍ତ ଖାଦ୍ୟ କିମ୍ବା ଫ୍ୟାଟ୍‌ ଥିବା ଖାଦ୍ୟ…

ସୋମାଲିଆ କାର୍‌ ବୋମା ବିସ୍ଫୋରଣ: ୭୬ ମୃତ

ମୋଗାଡିସୁ,୨୮।୧୨: ସୋମାଲିଆର ରାଜଧାନୀ ମୋଗାଡିସୁରେ ଶନିବାର ହୋଇଥିବା କ୍ରମାଗତ କାର୍‌ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସରକାରୀ ପ୍ରବକ୍ତା ଇସ୍‌ମାଇଲ ମୁଖ୍‌ତାର କହିଛନ୍ତି, ମୋଗାଡିସୁର ଆଫଗୋଇ ରୋଡରେ ଥିବା ସିକ୍ୟୁରିଟି ଚେକ୍‌ ପଏଣ୍ଟରେ କାର୍‌ ମଧ୍ୟରେ…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ବ୍ୟୋମକେଶ ତ୍ରିପାଠୀ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ଶନିବାର ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ମଧ୍ୟପ୍ରଦେଶ ଅମରକଣ୍ଟକସ୍ଥିତ ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଟ୍ରାଇବାଲ ୟୁନିଭରସିଟିରେ ଇତିହାସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ…

୧୦ ହଜାର ନୁହେଁ, ହଜାରେ ଏଏମ୍‌ୟୁ ଛାତ୍ରଙ୍କ ବିରୋଧରେ ହୋଇଛି ମାମଲା: ସ୍ପଷ୍ଟ କଲା ୟୁପି ପୋଲିସ

ଆଲିଗଡ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଛି। ଏଥିରେ ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା ହୋଇଥିବା ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଉତ୍ତର ପ୍ରଦେଶ ପୋଲିସ…

ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ସମୟର ଫଟୋଗୁଡ଼ିକ ଶେୟାର କରିଛନ୍ତି। ମୋନାଙ୍କ ଏହି ଫଟୋଗୁଡ଼ିକ ଏବେ…

ଆର୍ଚରଙ୍କ ଉପରେ ଲାଗିପାରେ ବ୍ୟାନ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଚେତାବନୀ ସତ୍ତ୍ୱେ ବିମର ମାରିବା କାରଣରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚର ବାସନ୍ଦ ହୋଇପାରନ୍ତି। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ସେ ଲଗାତର ଦୁଇଟି ବିମର ପକାଇଥିଲେ। ଏହି…

ଲିଙ୍ଗରାଜ ମନ୍ଦିର ସଂଲଗ୍ନ ଅଞ୍ଚଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ଟଙ୍କା ଘୋଷଣା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଲିଙ୍ଗରାଜ ସଂଲଗ୍ନ ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଅନୁମୋଦିତ ଅର୍ଥରେଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପର ନୂଆ…

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରକୁ ବେଆଇନ ଭାବେ ପ୍ରବେଶ କଲା ୨ ଭାରୀଯାନ: ୪ ଯବାନ ନିଲମ୍ବିତ

ରାଉରକେଲା ଅଫିସ,୨୮।୧୨: ରାଉରକେଲା ଷ୍ଟିଲପ୍ଲାଣ୍ଟ ପରିସରକୁ ବିନା ଏଣ୍ଟ୍ରି ପାସ୍‌ରେ ୨ଟି ଭାରୀଯାନ ସନ୍ଦେହାତ୍ମକ ଭାବେ ପ୍ରବେଶ କରିବାକୁ ନେଇ ବିଭାଗୀୟ ଅଧିକାରୀ ଶନିବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଘଟଣାରେ ୪ ସିଆର୍‌ପିଏଫ୍‌ ଯବାନଙ୍କୁ ନିଲମ୍ବନ ସହ କାରଣ ଦର୍ଶାଅ…

‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିପାରନ୍ତି ଅଜୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌କୁ ନେଇ ବେଶ୍‌ କିଛିଦିନ ହେବ ଫରହା ଖାଁ ଓ ରୋହିତ ସେଟ୍ଟୀ ମୁଖ୍ୟ ଅଭିନେତାଙ୍କୁ ଖୋଜି ଚାଲିଛନ୍ତି। ପ୍ରଥମେ ହ୍ରିତିକ ରୋଶନ, ସଲମାନ ଖାଁ, ରଣବୀର ସିଂ ଓ ଅକ୍ଷୟ କୁମାରଙ୍କ…

ଓଡ଼ିଶାର କ୍ରମାଗତ ୩ୟ ବୃହତ୍‌ ବିଜୟ

କଟକ, ୨୮।୧୨- ଫୁଲ ଫର୍ମରେ ଥିବା ଓଡ଼ିଶା ଦଳ ଚଳିତ ରଣ୍‌ଜୀ ଟ୍ରଫିରେ ଗୋଟିଏ ପରେ ଗୋଟିଏ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୧୦ ଉଇକେଟରେ ଜିତି ନେଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?