Home Left

ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୮ ଘଣ୍ଟାପରେ ନିଖୋଜ ପିଙ୍କିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀରେ ଭାସିଯାଇ ଗତ ରବିବାରଠାରୁ ନିଖୋଜଥିବା ପିଙ୍କି ବିଶ୍ୱକର୍ମା(୧୪)ଙ୍କ ମୃତଦେହ ୭୮ ଘଣ୍ଟାପରେ ମମହାନଦୀ ଦ୍ୱିତୀୟ ସେତୁ ନିକଟରୁ ବୁଧବାର ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, ରବିବାର ମହାନଦୀକୁ ଗାଧୋଇବାକୁ ଯାଇ ୬ ଯୁବତୀ ନଦୀରେ…

ହିନ୍ଦୁ ଦେବଦେବୀଙ୍କ ଫଟୋ ପୋଡ଼ିବା ଘଟଣା: ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର

ରାୟଗଡ଼ା ଅଫିସ, ୯।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳୀ ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କର ଫଟୋ ପୋଡିବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଥିଲେ । ଅଭିଯୁକ୍ତ ଏହି ଗ୍ରାମର କିଛି…

୩ ଜୁଆ ଆଡ୍ଡାରେ ଚଢ଼ାଉ: ୧୦ ଗିରଫ, ୨୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୯।୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ପୋଲିସ ମଙ୍ଗଳବାର ରାତିରେ ତିନୋଟି ଜୁଆ ଅଡ୍ଡାରେ ଚଢ଼ାଉ କରି ପୃଥକ୍‌ ଭାବେ ୧୦ ଜୁଆଡ଼ିଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୨୨ ହଜାର ୯ ଶହ ୮୦ ଟଙ୍କା ଓ…

ରାମେଶ୍ୱର ଅଞ୍ଚଳରେ ହାତୀ ଆତଙ୍କ: ଫାର୍ମହାଉସ୍‌ କର୍ମଚାରୀଙ୍କୁ ଶୁଣ୍ଡରେ ଟେକି କଚାଡ଼ିଲା ଦନ୍ତା

ନିରାକାରପୁର,୯।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ଏକ ଫାର୍ମହାଉସ୍‌ର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବୁଧବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ରାମେଶ୍ୱର ଉପର ସାହିର ପଙ୍କଜ ବିଶ୍ୱାଳ(୫୮)। ଫାର୍ମହାଉସ୍‌ର ସିକ୍ୟୁରିଟି ଗାର୍ଡ ଦେଇଥିବା ସୂଚନାନୁଯାୟୀ, ଉକ୍ତ ଫାର୍ମହାଉସ୍‌ରେ…

ସ୍ତ୍ରୀଙ୍କ ସହ ବଚସା: ପୋଲ ଉପରୁ କାଠଯୋଡ଼ିକୁ ଡେଇଁଲେ ସ୍ବାମୀ, ଉଦ୍ଧାର କାର୍ଯ୍ୟ ଜାରି

କଟକ ଅଫିସ,୯।୧୦: ସ୍ତ୍ରୀଙ୍କ ସହ ବଚସା ପରେ ନଦୀକୁ ଡେଇଁଲେ ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲା କାଠଯୋଡ଼ି ନଦୀ ପୋଲ ଉପରେ। ସୂଚନାଯୋଗ୍ୟ, କୌଣସି କଥାକୁ ନେଇ ସ୍ତ୍ରୀଙ୍କ ସହ ବଚସା ହେବା ପରେ ଜଣେ…

ବୋହୂ ଐଶ୍ୱର୍ଯ୍ୟାଙ୍କୁ ଖୁବ୍‌ ଭଲ ପାଆନ୍ତି ଜୟା

ମୁମ୍ବାଇ: ଜୟା ବଚ୍ଚନ ତାଙ୍କ ପୁତ୍ରବଧୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଖୁବ୍‌ ନାପସନ୍ଦ କରନ୍ତି ନାହିଁ ବୋଲି ଶୁଣିବାକୁ ମିଳେ। ହେଲେ ନିକଟରେ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହରଙ୍କ ଟେଲିଭିଜନ ଶୋ’ କଫି ଉଇଥ୍‌ କରନରେ ଜୟା ଏହା ଉପରୁ ପରଦା…

ଅମିତାଭ୍‌ଙ୍କ ପସନ୍ଦର ଅଭିନେତ୍ରୀ ଆଲିଆ

ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’(କେବିକେ)ରେ ବିଗ୍‌ ବି ଅମିତାଭ ବଚ୍ଚନ ସବୁବେଳେ ପ୍ରତିଯୋଗୀଙ୍କ ସହ ମଜାଦାର କଥା ଶେୟାର କରିଥାନ୍ତି। ନିକଟରେ କେବିକେ ସିଜିନ୍‌-୧୧ରେ ନିଜ ମନପସନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିଛନ୍ତି। ଜଣେ ପ୍ରତିଯୋଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅମିତାଭ…

୧୪୨ତମ ଗୋପବନ୍ଧୁ ଜୟନ୍ତୀ: ଚଳଚଞ୍ଚଳ ଜନ୍ମପୀଠ ସୁଆଣ୍ଡୋ, ସତ୍ୟବାଦୀ; ଅପରାହ୍ନରେ ପହଞ୍ଚିବେ ରାଜ୍ୟପାଳ

ସାକ୍ଷୀଗୋପାଳ,୯।୧୦(ଡି.ଏନ୍‌.ଏ.)- ନିସ୍ବାର୍ଥପର ଜନସେବୀ, ଓଡ଼ିଆଜାତିର ଦରଦୀ ପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୨ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସମାବେଶକୁ ନେଇ ପୁଣ୍ୟାତ୍ମାଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ କର୍ମପୀଠ ସତ୍ୟବାଦୀ ବକୁଳବନ ଚଳଚଞ୍ଚଳ ହୋଇଉଠିଛି । ଉତ୍କଳମଣିଙ୍କ ସହିତ ପଞ୍ଚସଖାଙ୍କ ପ୍ରତିମୁର୍ତ୍ତି…

୨୧ରେ ବିଜେପୁର ଉପନିର୍ବାଚନ: ପୋଲିସ ବ୍ୟବସ୍ଥା ନେଇ ଡିଜିପିଙ୍କ ସମୀକ୍ଷା

ବରଗଡ଼ ଅଫିସ,୯।୧୦- ଆସନ୍ତା ୨୧ ତାରିଖରେ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ। ଉପନିର୍ବାଚନକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷଭାବେ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର ବରଗଡ ଜିଲା ପୋଲିସ ମୁଖ୍ୟାଳୟରେ…

ବିଭିନ୍ନ ଦାବିନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବନ୍ତ,୯।୧୦(ଡି.ଏନ୍‌.ଏ): ବିଭିନ୍ନ ଦାବିନେଇ ଭଦ୍ରକ ଜିଲା ବନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଜୋନ୍‌ କମିଟି ପକ୍ଷରୁ ବୁଧବାର ଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, କଂକ୍ରିଟ ରାସ୍ତା ନିର୍ମାଣରେ ଅନିୟମିତତା ଆଦି ଦାବିରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ,…

ଧର୍ମେନ୍ଦ୍ର ଅସୁସ୍ଥ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟକ ଧର୍ମେନ୍ଦ୍ର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ନିକଟରେ ସେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଡେଙ୍ଗୁରେ ପୀଡିତ ଥିବା ଧର୍ମେନ୍ଦ୍ର ୩ ଦିନ ହସ୍ପିଟାଲରେ ରହିବା ପରେ ଏବେ ଘରକୁ ଫେରିଛନ୍ତି।…

ରାଫାଲ ପୂଜାକୁ କଂଗ୍ରେସ କହିଲା ଡ୍ରାମା

ନୂଆଦିଲ୍ଲୀ,୯।୧୦:  ଫ୍ରାନ୍ସ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରବି-୦୦୧ ଲେଖାଥିବା ରାଫାଲ ବିମାନକୁ ଫୁଲ ଓ ସିନ୍ଦୂର ଲଗାଇବା ପରେ ସେଥିରେ ଓଁ ଲେଖିବା ସହ ନଡିଆ ଏବଂ ଫୁଲ ଦେଇ ପୂଜା ଆରମ୍ଭ କରିଥିଲେ। ପରେ ରାଫାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri