ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ
ଆଜିକାଲି ସାରା ଅଲ୍ଲୀ ଖାନ୍ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍ ଆଜ୍ କଲ -୨’ର ଶୁଟିଂ ମଧ୍ୟ ନିକଟରେ ସାରିଛନ୍ତି। ଶୁଟିଂ ସମୟରେ ଶୁଣିବାକୁ ମିଳିଥିଲା ଦୁହେଁ ଦୁହିଁଙ୍କୁ…
ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ
ଖଲିକୋଟ,୧୧।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଘୋଡ଼ାପଡ଼ା ଦେବୀଝର ଡ୍ୟାମ୍ ନିକଟରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ଗୁରୁବାର ରାତିରେ ୫ ଜୁଆଡ଼ିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ନଗଦ ୪୨ ଶହ ଟଙ୍କା,…
ବାଲିମେଳାରେ ଜବାହର ନବୋଦୟ ବିଦ୍ୟାଳୟ-୨ ଲୋକାର୍ପିତ
କୋରୁକୋଣ୍ଡା, ୧୧।୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍ଏସିରେ ନୂତନଭାବେ ନିର୍ମିତ ଜବାହର ନବୋଦୟ ବିଦ୍ୟାଳୟ-୨ ଗୁରୁବାର ସ୍ଥାନୀୟ ଟାଉନହଲଠାରେ ଲୋକାର୍ପଣ ହୋଇଯାଇଛି। ୨୬ କୋଟି ୧୩ ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ନିର୍ମିିତ ଏହି ବିଦ୍ୟାଳୟ ଗୃହକୁ…
୪୦ ଶତକ ଲଗାଇବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ
ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରରେ ସଫଳତାର ଆଉ ଏକ ଫଦ୍ଦର୍ଦ୍ଦ ଯୋଡ଼ିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି କ୍ୟାରିୟରର ୨୬ତମ ଶତକ ଲଗାଇଛନ୍ତି। ଏଥିସହିତ ଅଧିନାୟକ ଭାବେ…
ଦିଲ୍ଲୀ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୧୧।୧୦: ରାଜଧାନୀ ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପବନର ତୀବ୍ର ବେଗ ଯୋଗୁ ଏହି ନିଆଁ ବିକରାଳ ରୂପ ନେଇ ଚାରିଆଡେ ବ୍ୟାପି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ…
କୋହଲିଙ୍କ ଦ୍ୱିଶତକ
ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ଲଗାଇଛନ୍ତି। ପୂର୍ବ ଦିନ ୬୩ ରନ୍ କରି ଅପରାଜିତ ଥିବା କୋହଲି ୧୪୩ତମ ଓଭରରେ ସେନୁରାନ ମୁଥୁସାମିଙ୍କ ୪ର୍ଥ ବଲରେ ୨ ରନ୍…
କଶ୍ମୀର ମାମଲାରେ ଟ୍ରମ୍ପକୁ ବି ହସ୍ତକ୍ଷେପ କରିବାକୁ ଦେଇ ନାହାଁନ୍ତି ମୋଦି: ଶାହ
ବୁଲଧାନା,୧୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାର ପ୍ରଚାରକୁ ଏବେ ଓହ୍ଲାଇଛନ୍ତି ବହୁ ହେଭିଓ୍ବେଟ ନେତା। ଶୁକ୍ରବାର ଭାଜପାର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାାହ। ମହାରାଷ୍ଟ୍ରର ଚିଖଲିଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ…
ବାପାଙ୍କ ସର୍ତ୍ତରେ ପ୍ରେମିକା ଜୟାଙ୍କୁ ହଠାତ୍ ବିବାହ କରିଥିଲେ ବିଗ୍ ବି
ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ ପରେ ଜୟାଙ୍କୁ ବିବାହ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରେ। ଅମିତାଭ ଜୟାଙ୍କ…
ଆସାଇନ୍ମେଣ୍ଟ ବଦଳରେ ଚିରା କାଗଜ ଦେଇ ଛାତ୍ର ପାଇଲେ ‘ଏ’ ଗ୍ରେଡ୍, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସ୍କୁଲ,କଲେଜରେ ପଢ଼ିବା ସମୟରେ ଆପଣଙ୍କୁ ଆସାଇନ୍ମେଣ୍ଟ ଲେଖିବାକୁ କୁହାଯାଇଥିବ ନିଶ୍ଚିତ। ଅଧିକ ନମ୍ବର ପାଇବା ପାଇଁ ଦିନରାତି ଏକ କରି ଆସାଇନ୍ମେଣ୍ଟ ଲେଖିବାକୁ ପଡ଼ିଥାଏ। କିନ୍ତୁ ଜଣେ ଛାତ୍ର ତାଙ୍କ ଶିକ୍ଷୟିତ୍ରୀଙ୍କୁ କିଛି ଚିରା କାଗଜର ଆସାଇନ୍ମେଣ୍ଟ ଧରାଇଥିଲେ ମଧ୍ୟ ତାଙ୍କୁ…
ଲାହୋର କୋର୍ଟରେ ହାଜର ହେଲେ ଶରିଫ
ଲାହୋର,୧୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶୁକ୍ରବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍ଏବି) ଚୌଧୁରୀ ସୁଗାର ମିଲ୍ ମାମଲାରେ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ ଲାହୋରର ଏନ୍ଏବି କୋର୍ଟରେ ହାଜର କରାଯାଇଛି। ସୂଚନାଯୋଗ୍ୟ, ଶରିଫଙ୍କ ପରିବାର ସଦସ୍ୟଙ୍କ ନାଁରେ ଚିନି…
କଙ୍ଗନାଙ୍କ ସିକ୍ରେଟ୍ ଖୋଲିଲେ ତାଙ୍କ ଭଉଣୀ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ବେଳେବେଳେ ଟୁଇଟ୍ କରି ନିଜ ପରିବାର ବିଷୟରେ କିଛି କହିଥାନ୍ତି। ଏଥର ଭଉଣୀ କଙ୍ଗନାଙ୍କ ବିଷୟରେ ଏକ ସିକ୍ରେଟ୍ ପ୍ରକାଶ କରିଦେଇଛନ୍ତି। ରେଖାଙ୍କ ଜନ୍ମଦିନରେ…
ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା
ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ ତୈଳ କମ୍ପାନୀ କହିଛି ସବିତି ନାମକ ସୁପର ଟ୍ୟାଙ୍କରକୁ ଶୁକ୍ରବାର ସକାଳେ ଯେଦ୍ଦା ବନ୍ଦରଠାରୁ…
Archives


