ଜଉନାଙ୍କୁ ୪୦୦ ମିଟର ହର୍ଡଲ୍ସ ଟାଇଟଲ
ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଓଡ଼ିଶା ଖେଳାଳି ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ଓ ପୁରୁଷ ୧୦୦ ମିଟର ଇଭେଣ୍ଟରେ ଯଥାକ୍ରମେ ଦୂତୀ ଚାନ୍ଦ ଓ ଅମିୟ କୁମାର ମଲିକ ସ୍ବର୍ଣ୍ଣ ପଦକ…
ଶ୍ୱାସରୋଗୀଙ୍କ ପାଇଁ ବେଶ୍ ଉପକାରୀ ଅରଖ ଫୁଲ
ଭଗବାନ ଶିବଙ୍କୁ ଅର୍ପଣ କରାଯାଉଥିବା ଅରଖ ଫୁଲର ବେଶ୍ ଉପକାରୀ ଗୁଣ ରହିଛି। ବିଭିନ୍ନ ରୋଗ ପାଇଁ ଏହି ଫୁଲ ମହୌଷଧୀ ଭାବେ କାର୍ଯ୍ୟ କରେ। କେବଳ ଫୁଲ ନୁହେଁ ଏହାର ପତ୍ର ମଧ୍ୟ ଉପକାରୀ। ଅରଖ ଫୁଲ ଏବଂ ପତ୍ରକୁ…
ଯୁବକମାନେ ଫିଟ୍ ରହିବା ନିଶାରେ ଭୁଲନ୍ତୁ ନାହିଁ ଏସବୁ ଖାଦ୍ୟ ପଦାର୍ଥ
ସାଧାରଣତଃ ଯୁବକମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସେତେଟା ସଚେତନ ନ ଥାନ୍ତି। ଅନେକ ସମୟରେ ଫିଟ୍ ରହିବା ସହ ସିକ୍ସ ପ୍ୟାକ୍ କରିବା ନିଶାରେ ସେମାନେ କେତେକ ଜିନିଷ ଖାଇବା ବନ୍ଦ କରିଦେଇଥାନ୍ତି। ଏପରି କରିବା ଫଳରେ ସେମାନେ କେତେକ ସ୍ବାସ୍ଥ୍ୟ…
ଜାତୀୟ ରେକର୍ଡ ସହ ଦୂତୀଙ୍କୁ ସ୍ବର୍ଣ୍ଣ
ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଓଡ଼ିଶାର ଦୂତୀ ଚାନ୍ଦ ନିଜ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତାଫର୍ଦ୍ଦ ଯୋଡ଼ିଛନ୍ତି। ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍ର ମହିଳା ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଏହି…
ଅମିୟଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍ର ପୁରୁଷ ୧୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ତାରକା ସ୍ପ୍ରିଣ୍ଟର ଅମିୟ ମଲିକ। ଆହତ ସମସ୍ୟା ଏବଂ ଅନ୍ୟାନ୍ୟ…
ଏହି ୪ କାରଣ ଲାଗି ଅଭୁଲା ପ୍ରଥମ ପ୍ରେମ..
କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ ମଧ୍ୟ…
ତରବରିଆ ପଦକ୍ଷେପ ସମସ୍ୟାକୁ କରିଛି ଜଟିଳ
ଯୋଡ଼ା, ୧୧।୧୦(ଡି.ଏନ.ଏ.)- ଯୋଡା ଅଞ୍ଚଳର ପ୍ରଦୂଷଣ ସମସ୍ୟା ବୃଦ୍ଧି ନେଇ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି। ନିକଟରେ ଉଁଚ୍ଚବାଲୀ ଗ୍ରାମବାସୀଙ୍କ ପକ୍ଷରୁ ଖାଲଖମାରେ ଭର୍ତ୍ତି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ଖଣିସଂସ୍ଥାକୁ ଲିଖିତ ଦାବିପତ୍ର ଦିଆଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ…
୭ ଦିନ ମଧ୍ୟରେ ଅନିୟମିତତାର ହେବ ତଦନ୍ତ: ଅନଶନରୁ ଓହରିଲା ସିପିଆଇ
ବନ୍ତ, ୧୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ସାମାଜିକ ସୁରକ୍ଷା ଆଦି ଯୋଜନାରେ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଗତ ବୁଧବାରଠାରୁ ରାମଚନ୍ଦ୍ରପୁର ପଞ୍ଚାୟତ ସିପିଆଇ କମିଟି ପକ୍ଷରୁ ବ୍ଲକ…
ହାତରେ ଓଡ଼ିଆ ଟାଟୁ କରି ଚର୍ଚ୍ଚାରେ ଥିଲେ ଭାରତର ପ୍ରସିଦ୍ଧ ଅଲରାଉଣ୍ଡର
ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ନିଜ ଗର୍ଲଫ୍ରେଣ୍ଡ୍ ପାଇଁ ତ ଆଉ କେତେବେଳେ ନିଜ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ। ମଝିରେ ସେ ନିଜ ଟାଟୁ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ। ପାଣ୍ଡ୍ୟା…
ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ
ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର ଧାରଣା ରହିଥାଏ। ଯଦି ବଡ଼ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଚ୍ଛନ୍ନ ଓ…
ଚର୍ଚ୍ଚାରେ ମଧୁବାଲାଙ୍କ ପରି ଦେଖାଯାଉଥିବା ଏହି ଅଭିନେତ୍ରୀ
ସେଲିବ୍ରିଟି ତଥା କଳାକାରଙ୍କ ଅବିକଳ ନକଲ ଦେଖାଯାଉଥିବା ବ୍ୟକ୍ତି ଅଥବା ମହିଳାଙ୍କ ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ। ଏବେ ବଲିଉଡ୍ର ସବୁଠାରୁ ସୁନ୍ଦର ଅଭିନେତ୍ରୀ କୁହାଯାଉଥିବା ମଧୁବାଲାଙ୍କ ହମ୍ସକଲ୍ ସମ୍ମୁଖକୁ ଆସଛନ୍ତି। ମଧୁବାଲାଙ୍କ ଭଳିକ ଦେଖାଯାଉଥିବା ଜଣେ ଅଭିନେତ୍ରୀ ଭିଡିଓ…
ଲାଉମୁଣ୍ଡାେରେ ଭାଜପାର ରୋଡ୍ ଶୋ’: ପୂର୍ବତନ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ବିଜେପୁର, ୧୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁଁ ଭାଜପା ତାର ପ୍ରଚାର ଅଭିଯାନକୁ ଜୋରଦାର୍ କରିଛି। ଏହିକ୍ରମରେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲାଉମୁଣ୍ଡାରେ ରୋଡ୍ ଶୋ’ କରିଛନ୍ତି। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା…
Archives


