Home Left

କାହିଁକି କ୍ରାଶ୍‌ ହେଲା ବିମାନ? ଜଣାପଡିଲା ୫ ବଡ଼ କାରଣ…

ନୂଆଦିଲ୍ଲୀ, ୧୩।୬: ବିମାନ ଦୁର୍ଘଟଣା ଏକ ଦୁଃଖଦ ଘଟଣା, ଏବଂ ଆନ୍ତର୍ଜାତୀୟ ବିମାନ ଚାଳନା ସୁରକ୍ଷା ତଥ୍ୟ ଅନୁସାରେ, ପ୍ରାୟ ୩୫% ବିମାନ ଦୁର୍ଘଟଣା ଉଡ଼ାଣ (Takeoff) କିମ୍ବା ଅବତରଣ (Landing) ସମୟରେ ଘଟେ। ଏହି ଦୁଇଟି ପର୍ଯ୍ୟାୟ ବିମାନ ଚାଳନାରେ…

୭୦ କୋଟି, ମୁମ୍ବାଇରେ ଘର, ପିଲାଙ୍କ ପାଇଁ ମାସକୁ ଏତିକି ଲକ୍ଷ ଟଙ୍କା; ଛାଡ଼ପତ୍ର ସମୟରେ କରିସ୍ମାଙ୍କୁ କ’ଣ ଦେଇଥିଲେ ସଞ୍ଜୟ?

ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନସ୍ବାମୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ପରଲୋକ ଘଟିଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍‌ଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ।…

ଲିଜ ଜମିର କମିଲା କନଭରସେସନ ଫି: ଜାଣନ୍ତୁ ଆଗରୁ ଦେବାକୁ ପଡ଼ୁଥିଲା କେତେ..

ଭୁବନେଶ୍ୱର,୧୩।୬: ଲିଜ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେଶନ ଫି। ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ୩% ଦେବାକୁ ପଡ଼ିବ। ପୂର୍ବରୁ କନଭରସେଶନ ଫି ୧୦ ପ୍ରତିଶତ ଦେବାକୁ ପଡୁଥିଲା। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ବାକ୍ଲ ବକ୍ସରେ ସାଂଘାତିକ ଖୁଲାସା! ପ୍ଲେନକ୍ରାଶ୍‌କୁ ନେଇ…

ନୂଆଦିଲ୍ଲୀ,୧୩।୬: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ ବାକ୍ସ ମିଳିଛି, ଯାହା ଦ୍ୱାରା ଜଣାପଡିବ ଯେ କାହିଁକି ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା? ଏହି ବ୍ଲାକ ବାକ୍ସ ହଷ୍ଟେଲର ଛାତରୁ ମିଳିଛି ଯେଉଁଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ…

ମଝି ଚିଲିକାରେ ଫସିଲା ଡଙ୍ଗା: ସେଥିରେ ଥିଲେ…

କୃଷ୍ଣପ୍ରସାଦ,୧୩।୬: ପୁରୀ ଜିଲା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ୩୦ ଯାତ୍ରୀ ଓ ୧୫ଟି ଗାଡ଼ିକୁ ନେଇ ଉକ୍ତ ଡଙ୍ଗାଟି ଯାଉଥିଲା। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ସୂଚନା…

ବର୍ଷା ପାଇଁ ଆଗୁଆ ଚାରାରୋପଣ: ରାଜ୍ୟରେ ୫୧ ବନଖଣ୍ଡରେ ଲାଗିବ ୭ କୋଟି…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ କିଛିବର୍ଷ ହେବ ରାଜ୍ୟରେ ଚାରାରୋପଣ ଏବଂ ବଣ୍ଟନ କାର୍ଯ୍ୟ ବିଳମ୍ବ ହେଉଥିଲା। ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହେଉଥିଲେ। ଯଦି ଜୁଲାଇରେ ମଧ୍ୟ ଠିକ ଭାବେ ବର୍ଷା…

ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଆର୍‌ଡିସି

ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଶନ ସାହୁ ବୁଗୁଡା ଗସ୍ତରେ ଆସିଥିଲେ। ଆରଡିସିଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ସାମିଲ ଥିବାବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ।…

ବାପାଙ୍କୁ କ’ଣ କଥା ଦେଇଥିଲେ ଏୟାର ଇଣ୍ଡିଆ ବିମାନର ପାଇଲଟ, ଯାହା ରହିଗଲା ଅଧା

ନୂଆଦିଲ୍ଲୀ,୧୩।୬: ଗୁରୁବାର (ଜୁନ ୧୨, ୨୦୨୫) ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ଦୁଇଜଣ ପାଇଲଟ ଏବଂ କ୍ରୁ…

ପଛରେ କେତେ ସମ୍ପତ୍ତି ଛାଡି ଦେଇଗଲେ ରୂପାନୀ? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୩।୬: ଅହମଦାବାଦରେ ୧୨ ଜୁନ ୨୦୨୫ରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଛି। ଏୟାର ଇଣ୍ଡିଆର ବିମାନ AI-171, ଯେଉଁଥିରେ ସେ ଯାତ୍ରା କରୁଥିଲେ, ଉଡ଼ାଣ ଭରିବାର କିଛି ମିନିଟ ପରେ ଅହମଦାବାଦର…

ଏଇଠି ହେବ ରୂପାନୀଙ୍କ ଅନ୍ତିମ ସଂସ୍କାର, ପରିଜନଙ୍କୁ ହସ୍ତାନ୍ତର କରାଗଲା ପାର୍ଥିବ ଶରୀର

ନୂଆଦିଲ୍ଲୀ,୧୩।୬: ଗୁରୁବାର (୧୨ ଜୁନ ୨୦୨୫) ଗୁଜୁରାଟର ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏହି ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ AI-171 ଅହମଦାବାଦର…

ଜଣାପଡିଲା କାହିଁକି ଘଟିଲା ଏତେ ବଡ଼ ପ୍ଲେନକ୍ରାଶ୍‌! ସାଂଘାତିକ ଖୁଲାସା କଲେ…

ଅହମ୍ମଦାବାଦ, ୧୩।୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଉଡ଼ାଣ ପରେ କିଛି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ…

ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍‌କୋର ମାଓବାଦୀ

ମାଲକାନଗିରି,୧୩।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଦୁଇଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିଛି। ଏପପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ସମ୍ପର୍କରେ ଶୁକ୍ରବାର ମାଲକାନଗିରି ଆର୍‌କ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାଲକାନଗିରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri