ଡ୍ରେସିଂ ରୁମ୍ରେ ନାଚିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି
ରାଞ୍ଚି,୨୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଭାରତର ସ୍ଥିତି ମଜଭୁତ ରହିଛି। ପ୍ରଥମ ଦିନରେ ଶତକ ଏବଂ ଦ୍ୱିତୀୟ ଦିନରେ ଦ୍ୱିଶତକ ମାରି ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ହିଟମ୍ୟାନ ରୋହିତ୍ ଶର୍ମା। ତାଙ୍କୁ ସାଥ ଦେଇଥିବା ଆଜିଙ୍କ୍ୟ…
ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍ଶନ
ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଏପରିକି କେତେକ ଘରୋଇ ଉପଚାର ମାଧ୍ୟମରେ ଏହି ଯନ୍ତ୍ରଣାକୁ କେତେକାଂଶରେ ଲାଘବ ମିଳିଥାଏ। ଏପରି ସମସ୍ୟାରୁ ତୁରନ୍ତ ଉପଶମ ପାଇବା ପାଇଁ ନିକଟରେ ଏକ ଇଞ୍ଜେକଶନ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟରେ ଅନିୟମିତତା : ନ୍ୟାୟିକ ତଦନ୍ତ ଦାବି କରି ଭାଜପାର ଗଣଧାରଣା
ଭଣ୍ଡାରିପୋଖରୀ,୨୧।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭଣ୍ଡାରିପୋଖରୀ ଭାଜପା ଶାଖା ପକ୍ଷରୁ ଜିଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ସୋମବାର ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି। ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି,…
ପୋଖରୀ ଭିତରେ ବୁଡ଼ିଗଲା କାର୍ : ଚାଳକ ଫେରାର
ପାଟଣା,୨୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ବୁଢ଼ିକାପୁଡି ପଞ୍ଚାୟତ ଲକ୍ଷ୍ମୀପଶି ରାସ୍ତାପାର୍ଶ୍ୱରେ ଥିବା ଏକ ପୋଖରୀ ଭିତରେ ରବିବାର ବିଳମ୍ବିତ ରାତିରେ ଏକ କାର୍ ବୁଡ଼ି ଯାଇଛି। ସୂଚନାଯୋଗ୍ୟ, ଏହି କାର୍ଟି ଏକ ଚୋରା ଚାଲାଣ ହେଉଥିବା…
ଶ୍ରୀବନ୍ତପୁରରେ ଯୁବକଙ୍କୁ ହତ୍ୟା : ଦୁଇ ଅଭିଯୁକ୍ତ ଅଟକ
ରସୁଲପୁର,୨୧।୧୦(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଅଚ୍ୟୁତ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର(୨୪)। ରବିବାର ରାତି ପ୍ରାୟ ୧୦ଟାରେ ରମେଶ ଓ ତାଙ୍କ ସ୍ତ୍ରୀ ବେଲମୁଣ୍ଡାଙ୍କୁ ଗାଳିଗୁଲଜ କରୁଥିଲେ।…
ଟଙ୍କା ପାଇଁ ଆଇଟମ୍ ଗାର୍ଲ ସାଜିଥିଲେ ହେଲେନ୍
ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ବର୍ମାରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ବଲିଉଡ୍ରେ ନିଜର ପ୍ରଭାବ ବିସ୍ତାର କରି ରଖିଥିଲେ। ବଲିଉଡ୍ରେ ସେ ଆଇଟମ ଗର୍ଲ ଭାବେ ପରିଚିତ ଥିଲେ। ରିଲରେ ନିଜ…
୧୨ ଘଣ୍ଟା କାମ କରୁଛନ୍ତି ୯୦ ପ୍ରତିଶତ ପୋଲିସ: ଶାହ
ନୂଆଦିଲ୍ଲୀ,୨୧।୧୦: ପୋଲିସ ସ୍ମୃତି ଦିବସ ଅବସରରେ ଦିଲ୍ଲୀର ପୋଲିସ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ସେଠାରେ ଯୋଗଦେବା ଅବସରରେ ଶାହ କହିଥିଲେ ପୋଲିସର କାମକୁ ଆମେ ସାମାନ୍ୟ ଦୃଷ୍ଟିରେ ଦେଖିଥାଉ। ଅନ୍ୟ…
ପିଇଓଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ଦାବିରେ ଭାଜପାର ଯାଜପୁର ବନ୍ଦ
ଯାଜପୁର ଅଫିସ,୨୧।୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ (ପଞ୍ଚାୟତ ନିିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଭାଜପାର ଜିଲା ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୬ଟାରୁ ଜିଲାର ବ୍ୟାସନଗର,…
ଉତ୍ତରପ୍ରଦେଶ ଉପନିର୍ବାଚନ: ରାମପୁରରୁ ଧରା ପଡ଼ିଲେ ସମାଜବାଦୀ ପାର୍ଟିର ୭ ନକଲି ଏଜେଣ୍ଟ
ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ଜରି ରହିଛି। ରାମପୁର ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରୁ ୭ ଜଣ ନକଲି ଏଜେଣ୍ଟ୍ ଧରାପଡ଼ିଛନ୍ତି। ସେମାନେ ସମାଜବାଦୀ ପାର୍ଟି ପାଇଁ କାମ କରୁଥିବା ପଚରାଉଚରା ସମୟରେ ପୋଲିସକୁ…
ଏଫ୍ଆଇଆର୍ ପଞ୍ଜୀକୃତ କରି ନ ଥିଲା ଡେରାବିଶ ପୋଲିସ : ୫୦ ହଜାର କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଅଭିଯୋଗ ପରେ ଏଫ୍ଆଇଆର୍ ପଞ୍ଜୀକରଣ କରି ନ ଥିଲା କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ପୋଲିସ। ଏ ସଂକ୍ରାନ୍ତ ପିଟିଶନର ବିଚାର କରି ରାଜ୍ୟ ମାନବିକ ଅଧିକାର କମିଶନ(ଓଏଚ୍ଆରସି) ତତ୍କାଳୀନ ଥାନାଧିକାରୀଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ…
ବଳାତ୍କାର ଘଟଣା : ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କଟକ ଅଫିସ,୨୧ା୧୦ : ନିଆଳି ଥାନା ଅଞ୍ଚଳରେ ଗତ ଅଗଷ୍ଟ ୮ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଦିପୁନା ଭୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ…
ଅଟୋ ପାର୍କିଂ, ଯାତ୍ରୀ ପରିବହନରେ କଟକଣା
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ଆରଟିଓ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇ ବଡ଼ଧରଣର ଜରିମାନା ଆଦାୟ କରାଯାଇଥିଲା। ଫଳରେ ରାଜଧାନୀରେ ବିନା କାଗଜପତ୍ରରେ ଗଡୁଥିବା ଅଧା ଅଟୋ ଗାଏବ ହୋଇଯାଇଥିଲା। କିନ୍ତୁ…
Archives


