କେତେ ଉପକାରୀ ଜୁସ୍
ତଟକା ଫଳମୂଳରେ ପ୍ରସ୍ତୁତ ଜୁସ୍ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଜୁସ୍ରେ ଭିଟାମିନ୍-ଏ, ସି, ଇ ଏବଂ ଫୋଲିକ ଏସିଡ ଭରି ରହିଛି। ଶରୀରରୁ ଖରାପ କୋଲେଷ୍ଟରଲକୁ ବାହାର କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।…
ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ
”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ ୬୯ ପ୍ରତିଶତ କୃଷ୍ଣ ଶକ୍ତି । କୃଷ୍ଣବସ୍ତୁ ପଦାର୍ଥକୁ ଆକର୍ଷଣ କରୁଥିବାବେଳେ କୃଷ୍ଣଶକ୍ତି ବିକର୍ଷଣ…
ଆଜି କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସା ୬ଟାରେ ଅନୁଷ୍ଠିତ ହେବ। କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏଥର କ୍ୟାବିନେଟ୍ରେ ପଞ୍ଚାୟତିରାଜ…
ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିଲେ ମହିଳା,ସ୍ବାମୀଙ୍କୁ ୫୦ ଫୁଟ୍ ଉଚ୍ଚରୁ ଠେଲିଦେଲେ
ନୂଆଦିଲ୍ଲୀ,୨୧।୧୦:ପ୍ରେମିକଙ୍କ ସହ ରହିବା ପାଇଁ ନିଜ ସ୍ବାମୀଙ୍କୁ ହତ୍ୟା କରିଦେଇଛନ୍ତି ଜଣେ ମହିଳା। ପ୍ରେମିକଙ୍କ ସହ ମିଶି ନିର୍ମାଣାଧୀନ ୫୦ ଫୁଟ ଉଚ୍ଚ କୋଠା ଉପରୁ ସେ ସ୍ବାମୀଙ୍କୁ ଠେଲିଦେଇଛନ୍ତି। ନୂଆଦିଲ୍ଲୀର ପଟେଲ ନଗରରେ ଘଟିଛି ଏଭଳି ଘଟଣା। ଘଟଣାରେ ପୋଲିସ…
ମାଆ, ସ୍ତ୍ରୀଙ୍କ ସହ ଆସି ଭୋଟ ଦେଲେ ଫଡନଭିସ
ନାଗପୁର,୨୧।୧୦:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୋମବାର ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ମତଦାନରେ ଭାଗ ନେଇଛନ୍ତି। ସେ ନାଗପୁରର ଏକ ବୁଥରେ ମା’ ସରିତା ଓ ସ୍ତ୍ରୀ ଅମୃତାଙ୍କ ସହ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ହେଉଥିବା…
ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର
ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ପୋଲିଂ ଅଧିକାରୀ ମହମବତୀ ଜଳାଇ ମତଦାନ ପ୍ରକ୍ରିୟା ଜାରି ରଖିଥିଲେ।…
ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସରପଞ୍ଚ : ‘ମୋ ସିନ୍ଦୂର, ସମ୍ପତ୍ତି ଉପରେ ଥିଲା ନଜର’
ରସୁଲପୁର/ଧର୍ମଶାଳା,୨୧ା୧୦(ଡିଏନଏ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ଏହି ଘଟଣାରେ ପୋଲିସ ଶନିବାର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ…
ଭୋଟ ଦେବାକୁ ଶତାବ୍ଦୀ ଏକ୍ସପ୍ରେସ୍ରେ କର୍ନାଲ ଗଲେ ମନୋହର ଲାଲ୍ ଖଟ୍ଟର: ସାଇକେଲରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ
ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ମତଦାନ ଜାରି ରହିଛି। କର୍ନାଲରେ ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଶତାବ୍ଦୀ ଏକ୍ସପ୍ରେସ୍ରେ ବସି ଯାତ୍ରା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଖାଇବା…
ଗାଈ ପେଟରୁ ବାହାରିଲା ୫୩ କିଲୋ ପ୍ଲାଷ୍ଟିକ୍
ଚେନ୍ନାଇ,୨୧।୧୦:ତାମିଲନାଡୁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗାଈ ପେଟରୁ ୫୩ କିଲୋ ପ୍ଲାଷ୍ଟିକ୍ ବାହାର କରିଛନ୍ତି ପଶୁ ଚିକିତ୍ସିକ। ତା’ ପେଟରୁ ସର୍ଜରୀ ଦ୍ୱାରା ପ୍ଲାଷ୍ଟିକ୍ଗୁଡିକୁ ବାହାର କରିବା ପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା। ସୂଚନାଯୋଗ୍ୟ, ଗାଈଟି…
ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୀତି
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ବିରୋଧୀ ଏବଂ ଶାସକ ଦଳ ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ…
୧୮ ମାସରେ ବଦଳିବ ସରକାରୀ କୋଠାର ରୂପରେଖ : ଖୁବ୍ଶୀଘ୍ର ଆରମ୍ଭ ହେବ ଉଚ୍ଛେଦ ଓ ନିର୍ମାଣ
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜଧାନୀରେ ଥିବା ସରକାରୀ କୋଠା ଏବଂ କ୍ୱାର୍ଟର୍ସଗୁଡିକ ନବୀକରଣ କରାଯିବ। ଏନେଇ ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ସ୍ଥାନ ଚିହ୍ନଟ ହୋଇସାରିଛି। ପୂର୍ତ୍ତ ବିଭାଗ ମଧ୍ୟ ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଛି। ଚଳିତ ନଭେମ୍ବରରେ ପୁରାତନ କୋଠା ଭାଙ୍ଗିବା…
୨୪ରେ ପ୍ରବଳ ବର୍ଷା ସୂଚନା
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ତାରିଖ ଦିନ ପ୍ରବଳ ବର୍ଷା ହେବ। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲାରେ ପ୍ରବଳ ବର୍ଷା ହେବ…
Archives


