Home Left

ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ

ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା ମିଳିଛି। ଚନ୍ଦ୍ରକୁ ଯାତ୍ରା କରିବାକୁ ତାଙ୍କର ସ୍ବପ୍ନ ଥିବା ସେ ପ୍ରକାଶ କରିଛନ୍ତି। ୟୁସାକୁଙ୍କୁ…

୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଡିଏସ୍‌ପି କରିଥିଲେ ୧୨ ଲକ୍ଷ ଟଙ୍କାର ଡିଲ୍‌

ଶ୍ରୀନଗର,୧୩।୧: ଡିଏସ୍‌ପି ଦେବିନ୍ଦର ସିଂଙ୍କୁ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। କଶ୍ମୀରର କୁଲଗାମ୍‌ରେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଦେବିନ୍ଦର ୧୨ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ।…

ମଦ ଦୋକାନ ଭାଙ୍ଗି ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ମଦ ଲୁଟ୍‌

ତିହିଡି,୧୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ଭାଙ୍ଗି ରବିବାର ରାତିରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ଦାୟିତ୍ୱରେ ଥିବା କାନପୁର ଗ୍ରାମର ଦୁର୍ଯ୍ୟୋଧନ ବେହେରା ସୋମବାର ଏ ସମ୍ପର୍କରେ ତହିଡି ଥାନାରେ ଜଣାଇବା…

‘ମଲଙ୍ଗ’ ଟ୍ରେଲରକୁ ଦେଖି ସଲମାନ କହିଲେ ‘ଝକାସ୍‌’

ମୁମ୍ବାଇ: ଗତ ସପ୍ତାହରେ ଫିଲ୍ମ ‘ମଲଙ୍ଗ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଅନୀଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟାନୀ ଓ କୃନାଲ ଖେମୁଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ଏହି ଟ୍ରେଲରକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିବା…

ଛତ୍ରପୁରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ଭେଣ୍ଡିଂ ଜୋନ ଉଦ୍‌ଘାଟିତ

ଛତ୍ରପୁର,୧୩।୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାକୁ ଉନ୍ମୋଚନ କରିବା ସହ ପ୍ରଥମ କରି ନିର୍ମାଣ କରାଯାଇଥିବା…

ପ୍ରଥମ ରାଜ୍ୟ ଭାବେ କେନ୍ଦ୍ର ନିକଟକୁ ଶରଣାର୍ଥୀଙ୍କ ତାଲିକା ପଠାଇଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ,୧୩।୧: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶର ପ୍ରାୟ ୧୯ଜିଲାରେ ରହୁଥିବା ଶରଣାର୍ଥୀଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି।…

ପିତାଙ୍କ ୮୦ତମ ଜନ୍ମଦିବସରେ ଏହି ପ୍ରଶ୍ନ ପଚାରିଥିଲେ ଅମିତାଭ, ଭିଡିଓ ଭାଇରାଲ

ବିଗ୍‌ ବି ଅମିତାଭ ବଚ୍ଚନ ନିଜର ଫିଲ୍ମ ଶୁଟିଂରୁ କିଛି ସମୟ ବାହାର କରି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କବିତା ହେଉକି କି ଫ୍ୟାମିଲି ଫଟୋ ପ୍ରତିଦିନ କିଛି ନା କିଛି ଶେୟାର କରି ପ୍ରଶଂସକମାନଙ୍କୁ ଜଣାଉଛନ୍ତି। ଏବେ ସୋସିଆଲ…

ଦୁର୍ଘଟଣାରେ ନଂ. ୧ ଶଟଲର ମୋମୋତା ଆହତ, ଡ୍ରାଇଭର ମୃତ

କୁଆଲାଲମ୍ପୁର,୧୩ା୧ (ଏଏଫ୍‌ପି)- ବ୍ୟାଡ୍‌ମିଣ୍ଟନରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିବାର କିଛି ଘଣ୍ଟା ପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଆହତ ହୋଇଥିବାବେଳେ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ…

ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି କରି କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୩।୧(ଡି.ଏନ୍‌ .ଏ.) : ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଗତ ୨୪ ତାରିଖରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ଛକଠାରୁ କିଛି ଦୂରରେ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବା…

ବରିଷ୍ଠ ଓକିଲ ଶିଶିର କୁମାର ଶତପଥୀଙ୍କ ପରଲୋକ: ଓକିଲ ସଂଘର କାର୍ଯ୍ୟବନ୍ଦ

ପୁରୁଷୋତ୍ତମପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ତଥା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ସଭ୍ୟ, ନୋଟାରି ଶିଶିର କୁମାର ଶତପଥୀ (୫୯)ଙ୍କ ସୋମବାର ଭୋର ସମୟରେ ଆକସ୍ମିକ ଭାବେ ପରଲୋକ ଘଟିଛି । ଏହାକୁ ନେଇ ପୁରୁଷୋତ୍ତମପୁର ଓକିଲ ସଂଘ…

ଲକ୍ଷ୍ନୌ, ନଏଡାରେ ରହିବେ ପୋଲିସ କମିଶନର

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ନଏଡାରେ କମିଶନରେଟ ବ୍ୟବସ୍ଥା ଲାଗୁ କରିବାକୁ ନେଇ ସୋମବାର ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲକ୍ଷ୍ନୌରେ ସୁଜିତ ପାଣ୍ଡେଙ୍କୁ…

ଜଙ୍ଗଲରେ ନିଆଁରେ ପୋଡ଼ିଥିବା ଗଛ ପୁଣି କଅଁଳୁଛି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ସିଡ୍‌ନୀ,୧୩।୧: ଅଷ୍ଟ୍ରେଲିଆର ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ମାସ ଧରି ନିଆଁ ଲାଗିଛି। ଇତିମଧ୍ୟରେ ୬୩ ହଜାର ବର୍ଗ କିମିରୁ ଅଧିକ ଜଙ୍ଗଲ ନଷ୍ଟ ହେଲାଣି। ପୋଡ଼ି ଯାଇଥିବା ଜଙ୍ଗଲର କେତେକ ଅଞ୍ଚଳରେ ପୁଣି ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?