Home Left

ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟର୍‌ ବୋଲିଂ କରିବେ ସ୍ପିନ୍‌

ଖୁବ୍‌ଶୀଘ୍ର ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟରଙ୍କୁ ପଡିଆରେ ଦେଖିବାକୁ ମିଳିବ। ମହମ୍ମଦ ମୁଦସାର ନାମକ ଜଣେ ପାକିସ୍ତାନ କ୍ରିକେଟରଙ୍କୁ ପାକିସ୍ତାନ ସୁପର୍‌ ଲିଗ୍‌ରେ ଖେଳୁଥିବାର ଦେଖିବାକୁ ମିଳିବ। ୨୧ ବର୍ଷୀୟ ମହମ୍ମଦଙ୍କ ଉଚ୍ଚତା ୭ ଫୁଟ ୫ ଇଞ୍ଚ ବୋଲି ଜଣାପଡିଛି।…

ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୩୭ ବୋଟ୍‌

ଚାନ୍ଦବାଲି,୮ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରଠାରୁ ଅନତି ଦୂରରେ ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ କେତେକ ମାଛଧରା ବୋଟ୍‌ ଫସି ରହିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଧାମରାରେ ମୋଟ ୩୭ଟି ବୋଟ୍‌ ଆସି ପହଞ୍ଚିଥିବାବେଳେ ଆହୁରି କେତେକ ବୋଟ୍‌ ସମୁଦ୍ରରେ…

ନକଲି ସୋରିଷ ତେଲ କାରଖାନା ଠାବ, ମାଲିକ ଅଟକ

ଉଦଳା,୮।୧୧(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ଉଦଳା ଥାନା ନାଗପାଳ ୧୨ନଂ ଓ୍ବାର୍ଡରେ ଶୁକ୍ରବାର ପୋଲିସ ଏକ ନକଲି ସୋରିଷ ତେଲ କାରଖାନା ଠାବ କରିଛି। ଏଠାରୁ ୫ହଜାର ଲିଟର ନକଲି ତେଲ ଜବତ କରାଯାଇଛି। ଉକ୍ତ କାରଖାନାରେ ରାଇସ୍‌ ଅଏଲ୍‌ର ଅନୁମତି ଥାଇ…

ଇସ୍ତଫା ଦେଲେ ଫଡନବିଶ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଟିଏ ପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାରତୀୟ ଜନତା…

ମନ୍ତ୍ରୀପରିଷଦ ବୈଠକ: ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ ଦେବ। ଏହି ବଜେଟ ଆଗତ ହେବା ପୂର୍ବରୁ ଶନିବାର ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।…

ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ମେଶିନ ତିଆରି କଲେ ଯୁବକ

ମଦୁରାଇ,୮।୧୧: ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ତାମିଲନାଡୁ ମଦୁରାଇ ସହରରେ ରହୁଥିବା ଜଣେ ବ୍ୟକ୍ତି ଭିନ୍ନ ଧରଣର ମେଶିନ ଆବିଷ୍କାର କରିଛନ୍ତି। ଅବଦୁଲ ରଜାକ ନାମକ ଏହି ବ୍ୟକ୍ତି ଜଣକ କହିଛନ୍ତି ବାରମ୍ବାର ବୋରଓ୍ବେଲରେ ଶିଶୁ ଖସିପଡିବା ଘଟଣା…

ଗୁଳି ଓ ଏସିଡ୍‌ ମାଡ଼ କରି ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ: ୩ଜଣଙ୍କୁ ଛେଚି ପୋଲିସର ଜିମା ଦେଲେ ଲୋକେ

ବାରିପଦା ଅଫିସ,୮।୧୧- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ରୋଡ଼ ସ୍ଥିତ ବିଶ୍ୱକର୍ମା ସୁନା ଦୋକାନରୁ ଶୁକ୍ରବାର ଲୁଟ ଉଦ୍ୟମ ହୋଇଛି। ତେବେ ସ୍ଥାନୀୟ ଲୋକେ ୩ ଲୁଟେରାଙ୍କୁ ଧରିବା ସହ ନିର୍ଧୁମ ଛେଚି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି।…

ମହିଳା ତହସିଲଦାରଙ୍କୁ ଜୀବନ୍ତ ପୋଡିବା ପରେ ଭୟଭୀତ ଅନ୍ୟ କର୍ମଚାରୀ: କାର୍ଯ୍ୟାଳୟରେ ଟାଣିଲେ ଲକ୍ଷ୍ମଣ ରେଖା

ହାଇଦ୍ରାବାଦ,୮।୧୧: ଆନ୍ଧ୍ରପ୍ରଦେଶର କୁରନୁଲ ସ୍ଥିତ ଏକ ଗାଁରେ ତହସିଲଦାରଙ୍କ ମଧ୍ୟରେ ପଶିଛି ଛନକା। ଏମାନେ କାର୍ଯ୍ୟାଳୟରେ ଲକ୍ଷ୍ମଣ ରେଖା ଟାଣି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଆଉ ଏହି ରେଖାକୁ ପାର୍‌ କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ। ଯଦି କାହାକୁ…

ଅଯୋଧ୍ୟା ଶୁଣାଣି ପୂର୍ବରୁ ହାଇ ଆଲର୍ଟରେ ଉତ୍ତରପ୍ରଦେଶ: ଖୋଲାରେ ପେଟ୍ରୋଲ, ଏସିଡ୍‌ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟରେ ଅଛନ୍ତି। ଏଥିପାଇଁ ଗାଜିଆବାଦ ପ୍ରଶାସନ ଖୋଲାରେ ବିକ୍ରି କରାଯାଉଥିବା ପେଟ୍ରୋଲ, ଏସିଡ୍‌ ଓ ଜ୍ୱଳନଶୀଳ ପଦାର୍ଥ ଉପରେ କଟକଣା ଲଗାଇଛନ୍ତି। ଏହି ନିୟମକୁ ଯିଏ ପାଳନ…

ଦୁର୍ଦ୍ଦାନ୍ତ ଅପରାଧୀ ମୁଜାଫରଙ୍କୁ କୋର୍ଟଚାଲାଣ

ଝୁମ୍ପୁରା,୮।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍‌ଡି ମୁଜାଫରଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଚୋରି, ଡକାୟତି, ବଟି ଆଦାୟ ସହିତ ବହୁ ଅସାମାଜିକ କାର୍ଯ୍ୟକଳାପରେ ମୁଜାଫର ସମ୍ପୃକ୍ତ ରହିଛନ୍ତି। ଏ…

୩ ଭାରତୀୟ ବାସ୍କେଟବଲ ଖେଳାଳି ଅଟକ

ନୂଆଦିଲ୍ଲୀ,୮।୧୧- ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪ ଘଣ୍ଟା ବିତାଇବାକୁ ପଡ଼ିଛି। ଏହି ଖେଳାଳିମାନେ ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଜାତୀୟ କ୍ୟାମ୍ପକୁ ଫେରୁଥିବାବେଳେ…

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ସେ ଶନିବାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିରେ ସେ କେନ୍ଦ୍ର ସରକାରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri