ଆହାର କେନ୍ଦ୍ରରେ ଖାଇ ଛାଡ଼ଖାଇ ପାଳିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ
ବରଗଡ଼ ଅଫିସ,୧୩।୧୧- ବୁଧବାର ସବୁଆଡ଼େ ଛାଡଖାଇର ମାହୋଲ। ସଭିଁଏ ଉତ୍ସାହ, ଉଦ୍ଦୀପନା ସହିତ ଏହାକୁ ପାଳନ କରୁଛନ୍ତି। ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଦିନ ପ୍ରାୟ ସାଢେ ୧୨ଟାରେ…
ମଦ୍ରାସାରେ ଦିଆଯିବ ଏନ୍ସିସି ଏବଂ ଏନ୍ଏସ୍ଏସ୍ ପ୍ରଶିକ୍ଷଣ
ଲକ୍ଷ୍ନୌ,୧୩।୧୧: ଏଣିକି ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଏନ୍ସିସି ଏବଂ ଏନ୍ଏସ୍ଏସ୍ ପ୍ରଶିକ୍ଷଣ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମଦ୍ରାସା ଶିକ୍ଷାର୍ଥୀଙ୍କୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଏନେଇ ବୁଧବାର ରାଜ୍ୟ ମଦ୍ରାସା ବୋର୍ଡ ରେଜିଷ୍ଟାର ରାଘବେନ୍ଦ୍ର…
ଦୀପକଙ୍କ ଟ୍ୟାଲେଣ୍ଟକୁ ୨୦୧୦ରେ ଚିହ୍ନଟ କରିଥିଲେ ଆକାଶ ଚୋପ୍ରା
ନୂଆଦିଲ୍ଲୀ,୧୩।୧୧- ପୂର୍ବତନ ଭାରତୀୟ ଟେଷ୍ଟ ଓପନର ଆକାଶ ଚୋପ୍ରା ବିନା ଦ୍ୱନ୍ଦ୍ୱରେ ଅନ୍ୟତମ ଲୋକପ୍ରିୟ କ୍ରିକେଟ ଭାଷ୍ୟକାର। ନିକଟରେ ହ୍ୟାଟ୍ରିକ ଉଇକେଟ ନେଇ ଚର୍ଚ୍ଚାକୁ ଆସିଥିବା ଦୀପକ ଚହରଙ୍କ ଟ୍ୟାଲେଣ୍ଟକୁ ପ୍ରଥମେ ଆକାଶ ଚିହ୍ନଟ କରିଥିଲେ। ଯେତେବେଳେ ଭାରତୀୟ ପେସ ବୋଲିଂ…
କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କ ଚାକିରି ଛାଡ଼ିଲେ ଏହି ବ୍ୟକ୍ତି
କ୍ୟାନସର ପୀଡ଼ିତ ବନ୍ଧୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତି ବ୍ୟାଙ୍କ ଚାକିରି ଛାଡ଼ି ଦେଇଛନ୍ତି। ଏଥିସହିତ ୯୬ ସପ୍ତାହରେ ୧୯୬ ଦେଶ ଭ୍ରମଣ କରି ସହାୟତା ରାଶି ଯୋଗାଡ଼ କରିଛନ୍ତି। ଇଂଲଣ୍ଡର ନିକ୍ ବଟର ଏପରି ଅସମ୍ଭବକୁ…
ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ: ସଞ୍ଜୟ ରାଉତ
ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୬ ମାସ ପରେ ବିଧାନସଭା ନିର୍ବାଚନ ହେବ ନାହିଁ।…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର
ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍ ଅଟୋକୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଟ୍ରକ୍ଟି ସନ୍ତୁଳନ ହରାଇ…
ଏବେ ବି ଆଇସିୟୁରେ ଅଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସ୍କର, ଆରୋଗ୍ୟ କାମନା କଲେ ପ୍ରଶଂସକ
ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ କ୍ୟାଣ୍ଡି…
ଅଡି ପାଗଳ କୋହଲି
ବିଳାସପୂର୍ଣ୍ଣ କାର ପ୍ରେମରେ ଭାରତୀୟ କ୍ରିକେଟରଙ୍କ ପଡ଼ିବା କିଛି ନୂଆ ଖବର ନୁହେଁ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। ତାଙ୍କ ଗ୍ୟାରେଜରେ…
ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି
ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି ଜାପାନ। ଯେଉଁଠି ସନ୍ତାନ ଜନ୍ମ ହେଲେ ବାପାଙ୍କୁ କାର୍ଯ୍ୟସ୍ଥଳରେ ସର୍ବାଧିକ ଛୁଟି ମିଳିଥାଏ।…
ଦୁର୍ଦ୍ଦାନ୍ତ ଅପରାଧି ଗୁଗୁ ଖୁଣ୍ଟିଆ ଗିରଫ
କଟକ ଅଫିସ, ୧୩।୧୧: ମଧୁପାଟଣା ପୋଲିସ ମଙ୍ଗଳବାର ଜଣେ ପେସାଦାର ଅପରାଧୀଙ୍କୁ ଗିରଫ କରିଛି। ସେ ହେଲେ କଟକ ଜିଲା ତିନିଘରିଆ ଅଞ୍ଚଳର ଗୁଗୁ ଓରଫ ଶୁଭାଶିଷ ଖୁଣ୍ଟିଆ। ପୂର୍ବରୁ ଗୁଗୁଙ୍କ ନାମରେ ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ଦାଦାବଟି, ଲୁଟ…
ଦୀପକ ଚହରଙ୍କ ବୋଲିଂ ଦେଖି ଏମିତି କହିଲେ ତାଙ୍କ ଭଉଣୀ
ନୂଆଦିଲ୍ଲୀ,୧୩।୧୧: ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶ ବ୍ୟାଟିଂ ଲାଇନଅପ୍ ଛିନଛତ୍ର କରି ଦେଇଥିବା ଟିମ ଇଣ୍ଡିଆର ଦ୍ରୁତ ବୋଲିର ଦୀପକ ଚହର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଉକ୍ତ ମ୍ୟାଚ୍ରେ ଦୀପକ କେବଳ ଭଲ ବୋଲିଂ କରି ନ ଥିଲେ ବରଂ…
ଓ୍ବାଇଡ୍ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ
ନୂଆଦିଲ୍ଲୀ,୧୩।୧୧- ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ବିଦର୍ଭ ବିପକ୍ଷ ମ୍ୟାଚ୍ରେ…
Archives


