Home Left

କଟକରେ ପ୍ରଥମ ଥର ପାଇଁ ଆୟୋଜନ ହେଲା ପଥ ଉତ୍ସବ

କଟକ ଅଫିସ, ୧୩ା୧୧:ବାଲିଯାତ୍ରା ଉପଲକ୍ଷେ କଟକ ସହରରେ ପ୍ରଥମ ଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ପଥ ଉତ୍ସବ’ ଆୟୋଜିତ ହୋଇଛି। ବୁଧବାର ପ୍ରଥମ ଦିନରେ ଏଥିରେ ହାତଗଣତି ଲୋକ ଦେଖିବାକୁ ମିଳିଥିଲେ। ପ୍ରଚାର, ପ୍ରସାର ଅଭାବରୁ ଜନସମାଗମ ହୋଇ ନ…

ଛାତ୍ରଙ୍କ ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୧୩।୧୧ : ଗତ କିଛି ଦିନରୁ ବର୍ଦ୍ଧିତ ହଷ୍ଟେଲ ଫିକୁ ନେଇ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ହେଲେ ବୁଧବାର ଏହି ଆନ୍ଦୋଳନର ଅନ୍ତ ହୋଇଛି। ଛାତ୍ରଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି। ବିଶ୍ୱବିଦ୍ୟାଳୟ…

ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା ଏହାକୁ ଅଧିକ ରୋମାଞ୍ଚକର କରିବା ଲାଗି କେବଳ ସେଲିବ୍ରିଟିମାନଙ୍କୁ ଘରକୁ ଆଣିଛନ୍ତି। ଏଥିସହ ଏହା…

ଶାହାରୁଖ୍‌ଙ୍କଠାରୁ ଅଧିକ ରୋମାଣ୍ଟିକ ପୁଅ ଆର୍ୟନ୍‌

ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଆଜି ଅର୍ଥାତ୍‌ ବୁଧବାର ୨୨ତମ ଜନ୍ମଦିବସ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ବିଷୟରେ କିଛି କଥା ଜାଣିନେବା ଆସନ୍ତୁ। ଆର୍ୟନ୍‌ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ଷ୍ଟାର୍‌କିଡ୍‌। ବାପାଙ୍କ ପରି ସେ ମଧ୍ୟ ଖୁବ୍‌ ଖୁସି ମିଜାଜର।…

୪୫,୯୬୫ ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି କାଳିଆ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨ଶହ ୯୦ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ତେବେ ହିତାଧିକାରୀଙ୍କ ମଧ୍ୟରୁ ୪୫,୯୬୫ଜଣ ଅଯୋଗ୍ୟ ବୋଲି ବୁଧବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ କୃଷି ଓ କୃଷକ ସଶକ୍ତିକରଣ…

ବଜାରକୁ ଆସିବ ପିନ୍ଧି ହେଉଥିବା ଡାଏଲିସିସ୍‌ ମେସିନ୍‌…

କିଡ୍‌ନୀ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। ଗବେଷକମାନେ ଏକ ପ୍ରକାର ନୂଆ ଡାଏଲିସିସ୍‌ ମେସିନ୍‌ ତିଆରି କରିବାକୁ ଯାଉଛନ୍ତି। ଏହାକୁ ସହଜରେ ପିନ୍ଧି ହେବ। କିଡ୍‌ନୀ ସମସ୍ୟା ଭୋଗୁଥିବା ବ୍ୟକ୍ତି ଜଣକ ନିଜର ଦୈନଦିନ କାର୍ଯ୍ୟ କରୁଥିବାବେଳେ…

ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା

ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର କବାଟ ବନ୍ଦ ହେବ ବୋଲି ଜଣାପଡ଼ିଛି। ଦ୍ୱିତୀୟ ଦିନରେ ଆଦି କେଦାରେଶ୍ୱରଙ୍କ କବାଟ ବନ୍ଦ…

ସିନ୍ଧୁଙ୍କ ବିଜୟ ଆରମ୍ଭ: ସାଇନା ଆଉଟ୍‌

ହଂକଂ,୧୩।୧୧(ଏଏଫ୍‌ପି)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ବିଜୟ ସହ ହଂକଂ ଓପନରେ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଭେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ସାଇନା ନେହ୍ବାଲ ଓ ସମୀର…

ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ପର୍ବର ମାନ୍ୟତା ଦେବାକୁ ଦାବି: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରାଯିବା ପରେ ଏବେ ଏହାକୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…

ଝଡ଼ାଫୁଙ୍କା ଆଳ: ଗୁଣିଆଙ୍କ ମାଡ଼ରେ ନାବାଳକ ଆହତ, ଗୁଣିଆ ଦମ୍ପତି ଚମ୍ପଟ

ଭୋଗରାଇ,୧୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମରଦା ଥାନା ଅଧୀନ ରାଣୀଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି l ଏହି ଗ୍ରାମର ଜଣେ ଗୁଣିଆ ଦମ୍ପତି ମାହାଗବ ଗ୍ରାମର ଅନ୍ୟ ଜଣେ ଦମ୍ପତିଙ୍କ ୧୦ ବର୍ଷର ରୋଗିଣା ପୁଅଙ୍କୁ…

ସ୍ପେନ ରେକର୍ଡ ସ୍କୋରର ଭିଲାଙ୍କ ଅବସର ଘୋଷଣା

ଟୋକିଓ,୧୩।୧୧(ଏଏଫ୍‌ପି)- ସ୍ପେନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଗୋଲ କରିଥିବା ଷ୍ଟାର ଷ୍ଟ୍ରାଇକର ଡେଭିଡ୍‌ ଭିଲା ଆସନ୍ତା ମାସରେ ଅବସର ନେବେ। ଜାଜ୍ଜ୍ୱଲ୍ୟମୟ କ୍ୟାରିୟରରେ ସେ ଫିଫା ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ ଓ ଚାମ୍ପିୟନ୍ସ ଲିଗ୍‌ ଜିତି ସାରିଛନ୍ତି। ୩୭ ବର୍ଷୀୟ…

ବିଧାୟିକା ଭାବେ ଶପଥ ନେଲେ ରୀତା, ଶପଥପାଠ କରାଇଲେ ବାଚସ୍ପତି

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବୁଧବାର ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନ। ପ୍ରଥମ ଦିବସରେ ବିଜେପୁର ବିଧାନସଭା ଆସନରୁ ନବ ନିର୍ବାଚିତ ରୀତା ସାହୁ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୀତାଙ୍କୁ ଶପଥପାଠ କରାଇଥିଲେ। ଏଥିସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri