ରାୟଗଡ଼ାରେ ମାଓବାଦୀ କ୍ୟାମ୍ପ ଠାବ
ମୁନିଗୁଡା,୧୪।୧୧: ରାୟଗଡ଼ା କଳାହାଣ୍ଡି ସୀମା ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ବୁଧବାର ବିଳମ୍ବିତ ରାତିରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ମିଳିତ ସର୍ଚ୍ଚ ଅପରେଶନ କରାଯାଇଛି। ଏହି ସର୍ଚ୍ଚ ଅପରେଶନରେ ଉକ୍ତ ଜଙ୍ଗଲରୁ ମାଓବାଦୀଙ୍କ ଏକ କ୍ୟାମ୍ପ ଠାବ…
ଜଳବାୟୁ ପରିବର୍ତ୍ତନ ଭାରତୀୟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ: ରିପୋର୍ଟ
ନୂଆଦିଲ୍ଲୀ,୧୪।୧୧: ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଭାରତୀୟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ। ଏନେଇ ଲାନସେଟ୍ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଭାରତୀୟ ଶିଶୁଙ୍କ ଉପରେ କୁପୋଷଣ, ଅତ୍ୟଧି ଉତ୍ତାପ ଏବଂ ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ପଡୁଥିବାବେଳେ…
ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା: ଆହତଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ, ଫରେନ୍ସିକ୍ ଟିମ୍ର ଯାଞ୍ଚ
ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଫାଲ୍କନ କମ୍ପାନୀର ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ବୁଧବାର ରାତିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଯୋଗୁ ଶତାଧିକ ମହିଳା କର୍ମଚାରୀ ଆହତ ହୋଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍ପି ଯୁଗଳ କିଶୋର…
କଟାଗୋଡ଼ର ରହସ୍ୟ ଖୋଜି ପାଉନି ପୋଲିସ: ଆଜି ଫରେନ୍ସିକ୍ ଲାବ୍କୁ ପଠାଯିବ ନମୁନା
ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ବରମୁଣ୍ଡା ଓଭରବ୍ରିଜ୍ ଶଙ୍ଖ ନିକଟ ଓୟୁଏଟି ନାଳରୁ ମଙ୍ଗଳବାର ଜଣେ ମଣିଷର କଟାଗୋଡ଼ ମିଳିଥିଲା। ଆଣ୍ଠୁ ତଳକୁ ମାଂସ ରହିଥିବାବେଳେ ଉପର ଅଂଶଟି କେବଳ ହାଡ଼ ଥିଲା। ତେବେ ଘଟଣାର ୨୪ ଘଣ୍ଟା ପରେ ବି ପୋଲିସକୁ ଉକ୍ତ…
ଅଶ୍ୱଚାଳନାରେ ସ୍ବର୍ଣ୍ଣପଦକ ଜିତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ
ନୂଆଦିଲ୍ଲୀ, ୧୪।୧୧: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ବୋହୂ ତଥା ପୂର୍ବତନ ଏମ୍ପି ଦିପେନ୍ଦ୍ର ହୁଡ୍ଡାଙ୍କ ସ୍ତ୍ରୀ ଶ୍ୱେତା ଇତିହାସ ରଚିଛନ୍ତି। ସେ ବିଶ୍ୱ ଅଶ୍ୱଚାଳନା ଚାମ୍ପିଅନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରଥମ ମହିଳା ଭାରତୀୟ ଭାବେ ସେ…
ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ବାଲାଂଦେଶ
ଇନ୍ଦୋର,୧୪।୧୧: ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଛି। ବାଂଲାଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟସ୍…
କେବେ ପାଳନ କରାଯାଇଥିଲା ଶିଶୁ ଦିବସ
ନୂଆଦିଲ୍ଲୀ,୧୪।୧୧: ସାରା ଦେଶରେ ନଭେମ୍ବର ୧୪ ଗୁରୁବାର ପାଳନ କରଯାଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଏହାକୁ ନେଇ ଗୁଗୁଲ ଏକ ଡୁଡଲ ମଧ୍ୟ ପ୍ରସ୍ତୁତ…
ଗଙ୍ଗୁଆ ପାଇଁ ହେବ ଆନ୍ଦୋଳନ
ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ଦିନେ ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳବାସୀଙ୍କ ଜୀବନରେଖା ଥିବା ଐତିହ୍ୟ ନଦୀ ଗନ୍ଧବତୀ ଏବେ ଗଙ୍ଗୁଆ ନାଳରେ ପରିବର୍ତ୍ତନ ହୋଇଛି। ସହରର ଆବର୍ଜନା ଓ ମଳ ଗଙ୍ଗୁଆକୁ ଛଡ଼ାଯାଉଥିବାରୁ ଏହା ପୂରା ଦୁର୍ଗନ୍ଧମୟ ହୋଇପଡିଛି। ଜବରଦଖଲ ଯୋଗୁ କେଉଁଠି…
ଭାଜପାରେ ହୋଇପାରେ ବିଦ୍ରୋହ
ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କ ମଧ୍ୟରୁ କେତେଜଣଙ୍କୁ କର୍ନାଟକ ବିଧାନସଭା ଉପନିର୍ବାଚନରେ ଭାଜପା ଟିକେଟ ଦେବ ବୋଲି କୁହାଯାଉଛି। ଏହା ଜଣାପଡିବା ପରେ ଭାଜପାରେ ବିଦ୍ରୋହ ସୃଷ୍ଟି ହୋଇପାରେ ବୋଲି ସୂଚନା ମିଳିଲାଣି। ଉପନିର୍ବାଚନରେ ଟିକେଟ ନ ମିଳିଲେ ବିଦ୍ରୋହ…
ସିଡିପିଓଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ବରଗଡ଼ ଅଫିସ,୧୪।୧୧: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ବରପାଲି ସମନ୍ବିତ ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ବାସଭବନ ସମେତ କାର୍ଯ୍ୟାଳୟ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି…
‘ମନ୍ଦିର ଲାଗି ନୂଆ ଟ୍ରଷ୍ଟର ଆବଶ୍ୟକତା ନାହିଁ’
ଅଯୋଧ୍ୟା, ୧୪ା୧୧ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ସରକାର ନୂଆ ଟ୍ରଷ୍ଟ ଗଠନ କରିବାର ଆବଶ୍ୟକତା ନାହିଁ ବୋଲି ରାମ ଜନ୍ମଭୂମି ନ୍ୟାସ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାଶ ବୁଧବାର ପ୍ରକାଶ କରିଛନ୍ତି। ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ରାମ…
ସ୍କୁଟି ଡିକି ଭାଙ୍ଗି ୧.୪୦ ଲକ୍ଷ ଟଙ୍କା ଲୁଟ୍
ପାରାଦୀପ,୧୪ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ବ୍ୟାଙ୍କ ଲେନ୍ରୁ ବୁଧବାର ଦୁର୍ବୃତ୍ତ ଏକ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚତ୍ ଘଟଣାର…
Archives


