Home Left

ରିଲିଜ୍‌ ହେଲା ‘ମର୍ଦାନୀ-୨’ର ଆକ୍ସନ ଟ୍ରେଲର୍‌

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ମଚ୍‌ ଆଓ୍ବେଟେଡ୍‌ ଫିଲ୍ମ ‘ମର୍ଦାନୀ-୨’ର ଆକ୍ସନ୍‌ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏଥିରେ ରାଣୀ ଜଣେ ବଳାତ୍କାରୀଙ୍କୁ ଖୋଜୁଥିବା ଦେଖାଯାଇଛି। ଯେଉଁ ବଳାତ୍କାରୀ ବଳାକାର କରିବା ପରେ ଯୁବତୀମାନଙ୍କୁ ମାରି ଦେଇଥାଆନ୍ତି। ଏଥିରେ ରାଣୀ ଜଣେ ପୋଲିସ ଅଫିସର…

ବଲିଉଡ୍‌ ହାଲଚାଲ

*ଚଳିତବର୍ଷ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ତାଙ୍କ ଅଭିନୀତ ‘ହାଉସଫୁଲ-୪’ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି। ଏଥିରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ, କ୍ରିତି ସାନନ ଏବଂ ପୂଜା ହେଗ୍‌ଡେ ଅଭିନୟ…

କର୍ନାଟକ ଉପ ନିର୍ବାଚନ ପାଇଁ ଜେଡି(ଏସ୍‌)ର ପ୍ରାର୍ଥୀ ଘୋଷଣା

ବେଙ୍ଗାଲୁରୁ,୧୪।୧୧: କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଛି। ଏହି ଉପନିର୍ବାଚନ ପାଇଁ ଗୁରୁବାର ଜନତା ଦଳ(ସେକ୍ୟୁଲାର) ବା ଜେଡି(ଏସ୍‌) ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ୧୦ ଜଣଙ୍କ…

ଆକ୍ଟ୍ରେସ୍‌ ହେବା ନିଷ୍ପତ୍ତିରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ

ପାଠପଢ଼ା ଆଉ ଅଭିନୟ – ଏହି ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ନେଇ ଆଗେଇ ଚାଲିଛନ୍ତି ନବାଗତା ଆହାନା । ଡେବ୍ୟୁ ଫିଲ୍ମ ‘ଭରବ’ ପରେ ତାଙ୍କ ଅଭିନୀତ ଅନ୍ୟତମ ଫିଲ୍ମ ‘ବ୍ଲାକ୍‌ମେଲ୍‌’ ଗତବର୍ଷ ରିଲିଜ ହୋଇଥିଲା । ନିଜ ରିଲ୍‌…

ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ

କୋଏମ୍ବାଟୁର: ବଜାରରେ ବିକ୍ରି ହେଉଥିବା ସାଧାରଣ ସାନିଟାରି ନାପ୍‌କିନ ସମସ୍ୟା ସୃଷ୍ଟି କରୁଥିବାବେଳେ ଏଥିରୁ ମୁକ୍ତିପାଇବା ଲାଗି କୋଏମ୍ବାଟୁରର ଯୁବତୀ ଇଶାନା(୧୮) ପରିବେଶ ଉପଯୋଗୀ ଓ ରିୟୁଜେବଲ କଟନ ସାନିଟାରି ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।…

ହରିପୁରରେ ଆଜିଠାରୁ ‘ମାୟାବିନୀ ମୌସୁମୀ’

ରାଜ୍ୟର ଅନ୍ୟତମ ଯାତ୍ରାକୁମ୍ଭ ଭାବରେ ପରିଚିତ ଯାଜପୁରସ୍ଥ ହରିପୁର କୁଞ୍ଜମେଳାରେ ଆରମ୍ଭ ହୋଇଯାଇଛି ଯାତ୍ରା ଫିଭର। ଜଲିଉଡ୍‌ର ଅନ୍ୟତମ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ ଆଜି ଠାରୁ ଏଠାରେ ଯାତ୍ରା ପରିବେଷଣ ଆରମ୍ଭ କରୁଛି। ଯାତ୍ରା ଫ୍ୟାନମାନଙ୍କର ଆଗ୍ରହକୁ ଆଖିଆଗରେ…

ଭୟଙ୍କର ଜଙ୍ଗଲ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି। ଆସନ୍ତୁ ଜାଣିବା ଏହି…

ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ଏକ ୬୦ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର…

ପୁଣି ଅକ୍ଷୟଙ୍କ ନାୟିକା ସାଜିବେ କ୍ରିତି: ‘ବଚ୍ଚନ ପାଣ୍ଡେ’ରେ କରିବେ କାମ

ବମ୍ବେ: ‘ହାଉସ୍‌ଫୁଲ-୪’ର ସଫଳତା ପରେ ପୁଣି ଥରେ ଏକାଠି କାମ କରିବେ ଅକ୍ଷୟ କୁମାର-କ୍ରିତିି ସାନନ। ଆସନ୍ତାବର୍ଷ କ୍ରିସ୍‌ମାସ ଅବସରରେ ରିଲିଜ ହେବାକୁ ଯାଉଥିବା ‘ବଚ୍ଚନ ପାଣ୍ଡେ’ରେ ଉଭୟ ନଜର ଆସିବେ। ଏନେଇ ନାଦିଆବାଲା ଗ୍ରାଣ୍ଡସନ୍‌ସର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ସୂଚନା…

ଆଜି ଦୀପ୍‌ବୀରଙ୍କ ବିବାହ ବାର୍ଷିକୀ: ଆଶୀର୍ବାଦ ପାଇଁ ତିରୁପତିରେ ପହଞ୍ଚିଲେ ଦମ୍ପତି

ବମ୍ବେ: ବିବାହକୁ ହିଁ ପ୍ରେମର ସଫଳତା ବୋଲି କୁହାଯାଇଥାଏ। ବଲିଉଡରେ ଅନେକ ପ୍ରେମକାହାଣୀ ଅଛ, ଯାହା ବିବାହ ପର୍ଯ୍ୟନ୍ତ ନ ଯାଇ ଅଧାରେ ଅଟକି ଯାଇଛି। ହେଲେ ଯେଉଁ କେତେଜଣ ପ୍ରେମୀଯୁଗଳ ଏଥିରେ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ…

ହରିୟାଣା କ୍ୟାବିନେଟର ହେଲା ସମ୍ପ୍ରସାରଣ

ଚଣ୍ଡିଗଡ଼,୧୪।୧୧: ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ପ୍ରଥମ ସମ୍ପ୍ରସାରଣରେ ୧୦ ମନ୍ତ୍ରୀ ଶପଥ ନେଇଥିବା…

‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ ହୋଇଛି। ଚଳଚ୍ଚିତ୍ର ରିଲିଜ୍‌ ପୂର୍ବରୁ ସମାନ ଧରଣର କାହାଣୀକୁ ନେଇ ‘ଉଜଡା ଚମନ୍‌’ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri