Home Left

ପର୍ଯ୍ୟଟନସ୍ଥଳୀ: ଐତିହାସିକ ସହର ଥରଂଗମ୍‌ବାଡି

ଥରଂଗମ୍‌ବାଡି ତାମିଲନାଡୁସ୍ଥିତ ଏମିତି ଏକ ସହର ଯେଉଁଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଯା’ଆସ ଲାଗିରହିଥାଏ। କାରଣ ଏହି ସହର ଐତିହାସିକ, ସାଂସ୍କୃତିକ ତଥା ପ୍ରାକୃତିକ ଦୃଷ୍ଟିକୋଣରୁ ବେଶ୍‌ ସମୃଦ୍ଧ। ତା’ଛଡ଼ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ରହିଛି ଏମିତି କେତୋଟି ମନ…

ମୁଣ୍ଡରେ ଗୋଲାପ ଖୋସି ର଼୍ୟାମ୍ପରେ ଚାଲି ଟ୍ରୋଲ୍‌ ହେଲେ ରାନୁ

ରେଳ ଷ୍ଟେଶନରେ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେଶନ୍‌ ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ଦିନେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାନୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ…

ଡିଜିଟାଲ ଡ୍ରେସ୍‌, ଦାମ୍‌ ଶୁଣିଲେ ହେବେ ଚକିତ

ଆଜିର ଯୁଗ ଡିଜିଟାଲ ଯୁଗ ଭାବେ ପରିଗଣିତ। ଅଧିକାଂଶ ସାମଗ୍ରୀ ଡିଜିଟାଲ ଉପାୟରେ ତିଆରି କରାଯାଉଛି। ଏବେ ଡ୍ରେସ୍‌ ବି ଡିଜିଟାଲ ହୋଇଗଲାଣି। ଦାମ୍‌ ମଧ୍ୟ ଢେର୍‌ ଅଧିକ। ଶୁଣିଲେ ଚକିତ ହେବେ। ଏବେ ସୋସିଆଲ ମିଡିଆରେ ଏକ ଡ୍ରେସ୍‌ ଭାଇରାଲ…

ଝୁଲନ୍ତା ଅବସ୍ଥାରେ ଯୁବତୀ, ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୭।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁମିଲ୍‌ ପଛପଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ନାବାଳିକା ଓ ନାବାଳକ ବୋଲି ଜଣାପଡିଛି। ରାତିରେ ଯୁବକ ଜଣକ ଘରୁ…

କୋହଲିଙ୍କ ବିରାଟ ‘ହୃଦୟ’, ଜିତିଲେ ପ୍ରଶଂସକଙ୍କ ମନ

ଇନ୍ଦୋର,୧୭।୧୧:ଦେଶରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଖ୍ୟା ସର୍ବାଧିକ। ଭାରତୀୟ ଦଳ ଯେଉଁଠି କି ବି ଖେଳିବାକୁ ଗଲେ, ସବୁଠି ପହଞ୍ଚି ଯାନ୍ତି କୋହଲି ପ୍ରଶଂସକ। ନିକଟରେ ଇନ୍ଦୋରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଲାଯାଇଥିବା ପ୍ରଥମ ଟେଷ୍ଟରେ ଏମିତି କିଛି…

ବୋଲିଭିଆରେ ରାଜନୈତିକ ସଙ୍କଟ: ନିର୍ବାଚନରେ ଅନିୟମିତତା ଅଭିଯୋଗ; ବିକ୍ଷୋଭରେ ୨୩ ମୃତ ୭ଶହରୁ ଅଧିକ ଆହତ

ସାଣ୍ଟିଆଗୋ,୧୭।୧୧: ବୋଲିଭିଆରେ ହୋଇଥିବା ନିର୍ବାଚନରେ ଅନିୟମିତତା ଅଭିଯୋଗ ଅଣାଯାଇଛି। ଏହାକୁ ନେଇ ବିକ୍ଷୋଭ ଜାରି ରହିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ବିକ୍ଷୋଭକାରୀଙ୍କ…

ରାଜପାକ୍‌ସେଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପାକ୍‌ସେ ବିଜୟ ଲାଗ କରିଛନ୍ତି। ତାଙ୍କର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆମେ ଦୁଇ ଦେଶ ମିଶି ଭ୍ରାତୃସୁଲଭ ଢଙ୍ଗରେ କାମ କରିବା ବୋଲି ମୋଦି କହିଛନ୍ତି। ଶାନ୍ତି…

ବାଲାସାହେବଙ୍କ ପାଇଁ ଆମେ ସବୁ କରିପାରିବୁ: ସଞ୍ଜୟ

ମୁମ୍ବାଇ,୧୭।୧୧: ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଶ୍ରାଦ୍ଧଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଏହାପରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ବାଲାସାହେବଙ୍କ ପାଇଁ ଆମେ ସବୁକିଛି କରିପାରିବୁ। ତେବେ ମହାରାଷ୍ଟ୍ରରେ ସରକାର ଗଠନକୁ…

ଏଏଫ୍‌ସି ‘ପ୍ଲେୟାର ଅଫ୍‌ ଇୟର ପୁରସ୍କାର’ ଦୌଡ଼ରେ ଆଶାଲତା

ପୁଣେ,୧୭।୧୧ (ପି.ଟି.)- ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ ଏକ ବଡ଼ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଏସିଆନ ଫୁଟବଲ୍‌ କନ୍‌ଫେଡେରେଶନ (ଏଏଫ୍‌ସି) ‘ପ୍ଲେୟାର ଅଫ୍‌ ଦି ଇୟର’ ପୁରସ୍କାର ମହିଳା ବର୍ଗ ଲାଗି ତାଙ୍କ ନାମ ନୋମିନେଟ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ପୋଲିସର ତଦନ୍ତ ଆରମ୍ଭ

କେ.ନୂଆଗାଁ,୧୭।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ କେ ନୂଆଗାଁର ପିପିଳପଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଯୋଗେଶ୍ୱର ପ୍ରଧାନ (୫୦)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର କିଛି ଲୋକଙ୍କ ସହ ଯୋଗେଶ୍ୱରଙ୍କ ଗଣ୍ଡଗୋଳ…

ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ

ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ ଘରକୁ ଫେରିବାରୁ ସ୍ଥାନୀୟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ନୌବତପୁରର ନିସରାପୁର…

ରାଜପାକ୍‌ସେଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରେମଦାସା

କଲମ୍ବୋ,୧୭।୧୧: ଦିନକୁ ପୂର୍ବରୁ ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ଶାସକ ଦଳର ପ୍ରାର୍ଥୀ ସାଜିଥ ପ୍ରେମଦାସା ତାଙ୍କ ପ୍ରତିଦ୍ୱନ୍ଦୀ ଗୋତବାୟା ରାଜପାକ୍‌ସେଙ୍କଠାରୁ ହାରି ଯାଇଛନ୍ତି। ଏହି ପରାଜୟକୁ ସେ ସ୍ବୀକାର କରିବା ସହ କହିଛନ୍ତି ମୁଁ ଜନତାଙ୍କ ନିର୍ଣ୍ଣୟକୁ ସ୍ବୀକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri