ମୃତଦେହକୁ ଜୀବିତ ଭାବି ଜୁଇରୁ ଫେରାଇ ଆଣିଲେ ଆତ୍ମୀୟସ୍ବଜନ: ମୃତ ଘୋଷଣା କଲେ ଡାକ୍ତର
ହାତୀଓଟ,୧୭।୧୧(ଡି.ଏନ୍.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଛି ଗୁଜବ। ମୃତଦେହ ଶ୍ମଶାନରେ ଚେଇଁ ଉଠିଛି। ଶ୍ମଶାନକୁ ନେଇଥିବା ବନ୍ଧୁ ପରିଜନ ଜୀବିତ ଭାବି ମୃତ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…
ସଚିନଙ୍କୁ ରାଜନୀତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ଏହି ରାଜନେତା
ଶିବସେନାର ସଂସ୍ଥାପକ ବାଲ୍ ଠାକରେ ଆଜିର ଦିନରେ ହିଁ ଦୁନିଆରୁ ବିଦାୟ ନେଇଥିଲେ। ଜୀବନରେ କେବେ ନିର୍ବାଚନ ଲଢି ନ ଥିଲେ ମଧ୍ୟ ସେ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଥରେ ବାଲ୍ ଠାକରେ ଟିମ୍ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ୍…
ଟଏଲେଟ୍ ସିଟ୍ରେ ତିଆରି ଗୋଲାପ କଷ୍ଟ୍ୟୁମ
ଫୁଲ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଭିନ୍ନ। ସେଇଥିପାଇଁ ବୋଧେ ଜେନେଭା କୋଲିୟର ନାମ୍ନୀ ମହିଳା ତିଆରି କରିଛନ୍ତି ଏକ ଆକର୍ଷକ ରୋଜ୍ କଷ୍ଟ୍ୟୁମ୍ ବା ଗୋଲାପର ପୋଷାକ। ଉକ୍ତ କଷ୍ଟ୍ୟୁମକୁ ପିନ୍ଧି ଜେନେଭା ପୂରାପୂରି ଏକ ତାଜା ଗୋଲାପ…
ଠିକାଦାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ମାଲକାନଗିରି,୧୭।୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଏ ନେଇ ଜିଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଉଛି । ରାସ୍ତାଘାଟ, ପୋଲ, ଗୃହ ନିର୍ମାଣ, କାର୍ଯ୍ୟ ଚାଲିଥିବା ବେଳେ ଠିକାଦାରଙ୍କ ଏହି ଆନ୍ଦୋଳନ…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ସାମି, ଅଗ୍ରଓ୍ବାଲ
ଦୁବାଇ,୧୭।୧୧ (ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୦…
ସୋମବାର ସୁପ୍ରିମ୍କୋର୍ଟର ୪୭ତମ ପ୍ରଧାନ ବିଚାରପତି ହେବେ ବୋବଡେ
ନୂଆଦିଲ୍ଲୀ,୧୭।୧୧: ସୋମବାର ସୁପ୍ରିମ୍କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିବେ। ୨୦୨୧ ଏପ୍ରିଲ୍ ୨୩ରେ ସେ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବେ। ୧୯୫୬ ଏପ୍ରିଲ୍ ୨୪ରେ ସେ…
ନାମ ପରିବର୍ତ୍ତନ: ଆଇଏଏଏଫ୍ ହେଲା ଓ୍ବାଲର୍ଡ ଆଥଲେଟିକ୍ସ
ନୂଆଦିଲ୍ଲୀ,୧୭।୧୧: ବିଶ୍ୱ ଆଥଲେଟିକ୍ସ ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍)ର ନାମ ପରିବର୍ତ୍ତନ ହୋଇଛି। ଆଇଏଏଏଫ୍ ଏବେ ନୂଆ ନାମ ଓ୍ବାଲର୍ଡ ଆଥଲେଟିକ୍ସ ଭାବେ ପରିଚିତ ହେବ। ଏଥିସହିତ ଏହାର ଅଫିସିଆଲ ଓ୍ବେବସାଇଟ୍ର ନାମ ପରିବର୍ତ୍ତନ…
ଇଂଲଣ୍ଡର ନ୍ୟୁଜିଲାଣ୍ଡ ଗସ୍ତ: ଅଭ୍ୟାସ ମ୍ୟାଚ୍ ଡ୍ର
ଓ୍ବେଲିଂଟନ,୧୭।୧୧(ଏଏଫ୍ପି): ସ୍ଥାନୀୟ ଓ୍ବ୍ାଙ୍ଗାରେଇ କୋଭାମ ଓଭାଲ (ନ୍ୟୁ) ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏ’ ଓ ଭ୍ରମଣକାରୀ ଇଂଲଣ୍ଡ ଦଳ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ ରବିବାର ଅମୀମାଂସୀତ ଭାବେ ଶେଷ ହୋଇଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଇଂଲଣ୍ଡ ଦଳ…
ଏନ୍ଡିଏ ବୈଠକରେ ଯୋଗ ଦେଲାନାହିଁ ଶିବସେନା
ନୂଆଦିଲ୍ଲୀ,୧୭।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯଇଥିଲା। ହେଲେ ଏଥିରେ ଶିବସେନା ଯୋଗ ଦେଇ ନ ଥିବା ଜଣାପଡିଛି। ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ…
ନିରଞ୍ଜନି ଆଖଡାରେ ମହନ୍ତ ଆଶିଷ ଗିରିଙ୍କ ଆତ୍ମହତ୍ୟା
ପ୍ରୟାଗରାଜ,୧୭।୧୧: ଉତ୍ତର ପ୍ରଦେଶର ଦରୟାଗଞ୍ଜ ଅଞ୍ଚଳରେ ଥିବା ନିରଞ୍ଜନି ଆଖଡାର ମହନ୍ତ ଆଶିଷ ଗିରି ରବିବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଉଚ୍ଚ ରକ୍ତଚାପ ଓ ପାକସ୍ଥଳି ଜନିତ ରୋଗରେ ପୀଡିତ ଥିବା ମହନ୍ତ ଆଶିଷ ଗିରିଙ୍କ ଲିଭର ମଧ୍ୟ ଖରାପ…
ରିଲିଜ୍ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍ ଭର୍ସନ
ମୁମ୍ବାଇ: ବଲିଉଡ୍ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ ଲଗି’ ରିଲିଜ୍ ହୋଇଯାଇଛି। ଅବଶ୍ୟ ଏହାକୁ ନେଇ ଦିବ୍ୟା ପୂର୍ବରୁ କିଛି ଫଟୋ ଶେୟାର…
ରିଲିଜ୍ ଅପେକ୍ଷାରେ ‘ଗୁଡ୍ ନ୍ୟୁଜ’ ଟ୍ରେଲର୍
ମୁମ୍ବାଇ: ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ଗୁଡ୍ ନ୍ୟୁଜ’ର ଟ୍ରେଲର୍ ସୋମବାର ରିଲିଜ୍ ହେବ ବୋଲି ଖିଲାଡି ବୟ ଅକ୍ଷୟ କୁମାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି, ଆଗକୁ ଡବଲ ସମସ୍ୟା। ତେବେ କି ସମସ୍ୟା ରହିଛି…
Archives


