ଅନ୍ଲାଇନ୍ରେ ଶମ୍ବର ଶିଙ୍ଗ ବିକ୍ରି, ଜଣେ ଗିରଫ
ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଅନ୍ଲାଇନ୍ରେ ଶମ୍ବର ଶିଙ୍ଗ ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି ଓ୍ବାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)। ଗିରଫ ଯୁବକ ଜଣକ ହେଲେ ଯାଜପୁର ବ୍ରହ୍ମବରଦାର ଦେବୀ ପ୍ରସନ୍ନ ବେହେରା। ଦେବୀ ପ୍ରସନ୍ନ ଶମ୍ବର ଶିଙ୍ଗ…
ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ: ମନୋବଳ ଆଗରେ ହାର ମାନିଛି ଅକ୍ଷମତା
ଭୁବନେଶ୍ୱର,୩ା୧୨(ବ୍ୟୁରୋ): ୩୧ ବର୍ଷୀୟ ମିଥିଲେଶ୍ ପଟ୍ଟନାୟକ। ଓଡ଼ିଶୀ ନୃତ୍ୟ ଜଗତର ଜଣେ ପରିଚିତ ଚେହେରା। ଅନ୍ୟମାନଙ୍କ ଭଳି ଶାରୀରିକ ଓ ମାନସିକଭାବେ ସେ ସାଧାରଣ ନୁହନ୍ତି। ହେଲେ ତାଙ୍କ ପ୍ରତିଭା ଓ ଦୃଢ଼ ମାନସିକତା ଆଜି ତାଙ୍କୁ ଜଣେ ଆଦର୍ଶଭାବେ ଗଢ଼ିତୋଳିଛି।…
ସାକ୍ଷୀଗୋପାଳ ଠାକୁରଙ୍କ ଘୋଡ଼ଲାଗି ବେଶ
ସାକ୍ଷୀଗୋପାଳ,୩ା୧୨(ଡି.ଏନ୍.ଏ.): ଶୀତ ଆସିଛି। ଠାକୁର ଶୀତ ଦାଉରୁ ରକ୍ଷା ପାଇବାକୁ ଶୀତବସ୍ତ୍ର ପରିଧାନ କରିଛନ୍ତି। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସୋମବାର ଓଢ଼ଣଷଷ୍ଠୀ ପର୍ବ ପାଳିତ ହୋଇଛି। ଏହି ଅବସରରେ ଠାକୁରଙ୍କ ପାରମ୍ପରିକ ଘୋଡ଼ଲାଗି ବେଶ ଅନୁଷ୍ଠିତ ହୋଇଥିଲା। ଦୈନଦିନ ଦେବନୀତି ସହିତ…
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ‘ମୁଁ ବି ସକ୍ଷମ’
ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଇଡ୍କଲ୍ ଅଡିଟୋରିୟମ୍ରେ ୨ ଦିନିଆ ଚଳଚ୍ଚିତ୍ର ଉତ୍ସବ ଏବଂ ଫଟୋଚିତ୍ର ପ୍ରଦର୍ଶନୀ ସୋମବାରଠାରୁ ଆରମ୍ଭ ହୋଇଛି। ବିଭାଗୀୟ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ଦ୍ୱାରା…
ଇ-ସିଗାରେଟ ନିଷିଦ୍ଧ ବିଲ୍ ପାର୍ଲାମେଣ୍ଟରେ ଗୃହୀତ
ନୂଆଦିଲ୍ଲୀ,୩ା୧୨(ଆଇଏଏନ୍ଏସ୍): ଇଲେକ୍ଟ୍ରୋନିକ୍ ସିଗାରେଟ (ଇ-ସିଗାରେଟ) ଉତ୍ପାଦନ ଓ ବିକ୍ରି ନିଷିଦ୍ଧ ବିଲ୍ ପାର୍ଲାମେଣ୍ଟରେ ଗୃହୀତ ହୋଇଯାଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାବେଳେ ସୋମବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ଏହା ଆଇନରେ ପରିଣତ ହେଲେ ସେପ୍ଟେମ୍ବରରୁ ଲାଗୁ…
ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ଏସ୍ସି/ଏସ୍ଟିଙ୍କ କ୍ଷେତ୍ରରେ ସ୍ବଚ୍ଛଳ ବର୍ଗ ପ୍ରଯୁଜ୍ୟ ନୁହେଁ
ନୂଆଦିଲ୍ଲୀ,୩ା୧୨: ଅନୁସୂଚିତ ଜାତି (ଏସ୍ସି) ଏବଂ ଅନୁସୂଚିତ ଜନଜାତି (ଏସ୍ଟି)ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧାରୁ ସ୍ବଚ୍ଛଳ ବର୍ଗଙ୍କୁ ବାଦ୍ ଦେବା ପାଇଁ ସୁପ୍ରିମକୋର୍ଟ ୨୦୧୮ରେ ରାୟ ଦେଇଥିଲେ। ଉକ୍ତ ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ସୋମବାର ସର୍ବୋଚ୍ଚ ଅଦାଲତଙ୍କୁ…
ଦେଶ ବିଦେଶରୁ ଏଠାରୁ ବର କିଣିବାକୁ ଆସନ୍ତି ଅଭିଭାବକ
ପରିବା ହାଟ କଥା ସମସ୍ତେ ଜାଣିଥିବେ। ହେଲେ ବରଙ୍କ ହାଟକଥା ଶୁଣିଲେ ଟିକେ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସତ। ଏହା ଆଉ କେଉଁଠି ନୁହେଁ ବିହାରର ମଧୁବନି ଜିଲାରେ ଲାଗିଥାଏ। ଏଠାରେ ଥିବା ମୈଥିଳି ବ୍ରାହ୍ମଣ ପରିବାରର ପୁଅଙ୍କୁ ବର…
ସରକାରୀ ସ୍କୁଲରେ ମିଠା ଦହି ଖାଇ ୨୫ ଛାତ୍ର ଅସୁସ୍ଥ
ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ପ୍ରମୁଖ ସରକାରୀ ସ୍କୁଲ ହଷ୍ଟେଲରେ ମିଠାଦହି ଖାଇ ୨୫ ଜଣ ଛାତ୍ର ଅସୁସ୍ଥ ହୋଇପଡିଥିଲେ। ପ୍ରଥମେ ବାନ୍ତି ହେବା ସହ ସେମାନଙ୍କ ମୁଣ୍ଡ ବୁଲାଇଥିଲା। ଖବର ପାଇ ସ୍କୁଲ କର୍ତ୍ତୃପକ୍ଷ ୫ ଜଣିଆ…
ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି
ନୂଆଦିଲ୍ଲୀ,୩ା୧୨(ପି.ଟି.): ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଏସ୍ପିଜି ହଟାଯିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋଧି ଇଷ୍ଟେଟ ବାସଭବନରେ ଗତ ସପ୍ତାହରେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖାଯାଇଥିଲା। ଗତ ୨୫ ତାରିଖରେ ଜଣେ ଅଜଣା ବ୍ୟକ୍ତିଙ୍କ କାର୍ ତାଙ୍କ…
ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ: ୪୦ ଦିନରେ ୭୫ ପ୍ରତିଶତ ଜମି ସଂଗ୍ରହ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ନିମନ୍ତେ ନିରାପତ୍ତା ବଳୟ ସୃଷ୍ଟି ପାଇଁ ଏହାର ୭୫ ମିଟର ପରିସରରେ ଥିବା ସ୍ଥାବର ସମ୍ପତ୍ତି ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜନ୍ମାଷ୍ଟମୀ ଦିନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ…
୨୫ କଂଗ୍ରେସ କର୍ମୀ ଗିରଫ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ପୁରୀରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ରାଜ୍ୟ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ରାତିରେ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରୁ ଶତାଧିକ କର୍ମୀ ରାତି ପ୍ରାୟ ୧୧ଟାରେ କ୍ୟାଣ୍ଡେଲ ଧରି ନବୀନ ନିବାସ…
ଶୀତଦିନେ କାହିଁକି ଖାଇବେ ନାହିଁ ଦହି
ଶୀତଦିନେ ଉତ୍ତମ ଖାଦ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେଣୁ ଶରୀରକୁ ସୁହାଇବା ଭଳି ଖାଦ୍ୟ ଖାଇବା ଭଲ। ଅନେକ ଲୋକ ଶୀତଦିନେ ଦହି ଖାଇବାକୁ ବାରଣ କରିଥାଆନ୍ତି। ହେଲେ ଏହାକୁ ନେଇ କ’ଣ କୁହେ ବିଜ୍ଞାନ ତାହା ମଧ୍ୟ ଜାଣି…
Archives


