Home Left

ସୁଷମା ସଙ୍ଗୀତ ସଦନର ସଙ୍ଗୀତ ସନ୍ଧ୍ୟା ରୋଜା ଜାନେମନ.., ୟେ ହସିଁ ୱାଦିୟାଁ..

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ରୋଜା ଜାନେମନ.., ୟେ ହସିଁ ୱାଦିୟାଁ.., ଝୋଙ୍କା ହୱା କା.., ତୁମ୍‌ ବିନ୍‌ ଜିୟା ଯାଏ.., ଚନ୍ଦାରେ ଚନ୍ଦାରେ.., ଘୁଙ୍ଘଟ ମେ ଚେହେରା.., ମେରେ ୟାରା ଦିଲ୍‌ ଦାରା.., ସାଥିୟାଁ ତୁନେ କ୍ୟା କିୟା.., ତୁମ୍ସେ ମିଲ୍ନେ କି.., ୟେ…

ହନିମୁନ ଯାଇପାରିବେନି କ୍ରିକେଟର୍‌ ମନୀଷ ପାଣ୍ଡେ, ଜାଣନ୍ତୁ କାହିଁକି

କ୍ରିକେଟର୍‌ ମନୀଷ ପାଣ୍ଡେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଗ୍ରାଣ୍ଡ୍‌ ହୋଟେଲରେ ଉଭୟ ବିବାହ ସମ୍ପନ୍ନ ହୋଇଛି। ବିବାହ ସରିବା ମାତ୍ରେ ମନୀଷ ବୁଧବାର ଦିନ…

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ସେ ଗୁରୁତର ହୋଇପଡିଛନ୍ତି। ଗତ ମାର୍ଚ୍ଚ ମାସରେ ମଧ୍ୟ ତାଙ୍କୁ…

ଭଉଣୀଙ୍କୁ ମାଡ଼ମାରି ଭାଇ ଗିରଫ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ସମ୍ପର୍କୀୟ ଭଉଣୀକୁ ମାଡମାରିବା ଓ ଅସଦାଚାରଣ କରିଥିବା ଅଭିଯୁକ୍ତ ଭାଇଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ମଙ୍ଗରାଜପୁର ଅଞ୍ଚଳର ଲାକୁନ ମଲ୍ଲିକ। ସୂଚନା ମୁତାବକ ଏହି ଥାନା ଅଞ୍ଚଳରେ ଅଭିଯୁକ୍ତ ଲାକୁନାଙ୍କ…

୨୩ରୁ ତ୍ରୟୋଦଶ ଯୋଗିନୀ ମହୋତ୍ସବ ଅରୁଣା ମହାନ୍ତି ପାଇବେ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୩ା୧୨(ଡି.ଏନ୍‌.ଏ)- ଆସନ୍ତା ୨୩ତାରିଖରେ ତ୍ରୟୋଦଶ ଯୋଗିନୀ ମହୋତ୍ସବ ରାଜଧାନୀ ଉପକଣ୍ଠ ପ୍ରସିଦ୍ଧ ତନ୍ତ୍ରପୀଠ ବାଳକାଟୀର ମହାମୟୀ ଚଉଷଠି ଯୋଗିନୀଙ୍କ ମନ୍ଦିର ପ୍ରାଙ୍ଗଣରେ ୩ଦିନ ଧରି ଅନୁଷ୍ଠିତ ହେବ। ଭୁବନେଶ୍ୱର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଏବଂ ବାଲିଅନ୍ତା ପଞ୍ଚୟତ ସମିତି ଆନୁକୂଲ୍ୟରେ ଆୟୋଜିତ…

କୋଣାର୍କରେ ଉପସ୍ଥାନ – ଗୋପରେ ପାଠପଢ଼ା; ୪ ଛାତ୍ର ବେସରକାରୀ ଛାଡ଼ି ସରକାରୀ ସ୍କୁଲକୁ ଗଲେ

ଗୋପ,୩ା୧୨(ଡି.ଏନ.ଏ.): ଗୋପ ଅଞ୍ଚଳରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟ ସମୟରେ ନାନା ଘଟଣା ଯୋଗୁ ପ୍ରଶାସନ ପକ୍ଷରୁ ତାଗିଦ ହେଉଥିବା କଥା ନଜରକୁ ଆସିଛି। ଏବେ ପୁଣି ଏକ ଏଭଳି ଘଟଣା ଘରୋଇ ଶିକ୍ଷାନୁଷ୍ଠାନର ବେନାମ କାରନାମା ପଦାରେ ପଡ଼ିଛି। କୋଣାର୍କର ଏକ…

ଆନ୍ନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ପରଖିଲେ ମାଡ୍ରାସ ଚିକିତ୍ସକ

ବାରଙ୍ଗ,୩ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ଅତିଥି ଭାବେ ଆସିଥିବା ଦୁଇଟି ଆନ୍ନକୋଣ୍ଡାର ମୃତ୍ୟୁ ଘଟଣାକୁ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଏ ନେଇ ସୋମବାର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ସହକାରୀ ନିର୍ଦ୍ଦେଶକ ତଥା କୁମ୍ଭୀର ବିଶେଷଜ୍ଞ ଡ.ଅଜୟ କାର୍ତ୍ତିକେୟ…

୨୫୯ ଅଭିଯୋଗ ଶୁଣିଲେ ଜିଲାପାଳ

ନିଆଳି,୩ା୧୨(ଡି.ଏନ୍‌.ଏ)- ନିଆଳି ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଭବନଠାରେି ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଅଶୋକ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଜିଲାପାଳ ଭାବନୀ ଶଙ୍କର ଚଇନି ଏଥିରେ ଯୋଗଦେଇ ୨୫୯ଟି ଅଭିଯୋଗ ଶୁଣିଥିଲେ। ସେଥିମଧ୍ୟରୁ…

ବଜ୍ରକାପ୍ତା, ହାତୀଦାନ୍ତ ଚୋରାଚାଲାଣ ଜେଲ ଗଲେ ୭ ବେପାରୀ

ଖୁଣ୍ଟୁଣୀ,୩ା୧୨(ଡି.ଏନ୍‌.ଏ.):  ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀଠାରୁ ନରସିଂହପୁର ବନାଞ୍ଚଳରେ ବଜ୍ରକାପ୍ତା ଓ ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନାଞ୍ଚଳ ୭ଜଣ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଆଠଗଡ଼ ଥାନା ହେମମାଳପୁର ଗ୍ରାମର ଅଶୋକ ଜେନା, ଚୌଦ୍ୱାରା…

ଭାରତୀ ନନ୍ଦୀ ପାଇବେ ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଲେଖାଲେଖି ପତ୍ରିକା ତରଫରୁ ଚଳିତବର୍ଷ ଲାଗି ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଖ୍ୟାତନାମା ଅନୁବାଦିକା ଭାରତୀ ନନ୍ଦୀ ୨୦୧୯ ମସିହା ଲାଗି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୨୪ ତାରିଖରେ ବିଶିଷ୍ଟ ଅନୁବାଦକ…

୭ରୁ ଡଗ୍‌ ଶୋ ଭାଗନେବେ ୩୦ପ୍ରଜାତିର ୩୦୦ କୁକୁର ପ୍ରଥମଥର ପାଇଁ ହେବ ‘ବିଗଲ ସ୍ପେଶିଆଲିଟି’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ‘ଡଗ୍‌ ଶୋ’ ଆସନ୍ତା ୭ ତାରିଖଠାରୁ ଆରମ୍ଭ ହେବ। ଏନେଇ କ୍ଲବ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ପ୍ରତିଯୋଗିତାର କାର୍ଯ୍ୟସୂଚୀ ଏବଂ କେଉଁ ବିଚାରକ ଆସିବେ ସ୍ଥିର ହୋଇସାରିଲାଣି। ଦୁଇଦିନ…

ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି, ଜଣେ ଗିରଫ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)। ଗିରଫ ଯୁବକ ଜଣକ ହେଲେ ଯାଜପୁର ବ୍ରହ୍ମବରଦାର ଦେବୀ ପ୍ରସନ୍ନ ବେହେରା। ଦେବୀ ପ୍ରସନ୍ନ ଶମ୍ବର ଶିଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri