ଧୋନୀଙ୍କୁ ପଛରେ ପକାଇଲେ ପନ୍ତ
ଲିଡ୍ସ,୨୧ା୬: ଟେଷ୍ଟ କ୍ରିକେଟ ଇତିହାସରେ ଭାରତୀୟ ଉଇକେଟକିପର ବ୍ୟାଟର ଭାବେ ସର୍ବାଧିକ ସଂଖ୍ୟକ ଶତକ କରିବାରେ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିଛନ୍ତି। ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଛକା…
ବିଧାୟକଙ୍କ ଦିଗପହଣ୍ଡି ଗସ୍ତ : ଚାରା ପୋତିଲେ, ଭତ୍ତା ବାଣ୍ଟିଲେ ଉଦ୍ଘାଟନ କଲେ….
ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର) ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଫେରିଛନ୍ତି। ବିଧାୟକ ଦିଗପହଣ୍ଡିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବଡଖେମୁଣ୍ଡି ହାଇସ୍କୁଲ ପଡିଆ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର…
କେବେ ଧମକ-କେବେ ଆଲୋଚନା…ମିଡିଲ୍ ଇଷ୍ଟ ପାଇଁ ବିପଦ ପାଲଟିଲାଣି ଟ୍ରମ୍ପଙ୍କ କନ୍ଫ୍ୟୁଜ୍ ନୀତି!
ଓ୍ବାଶିଂଟନ,୨୧।୬: ଇରାନ-ଇସ୍ରାଏଲ ମଧ୍ୟରେ ଗତ କିଛି ଦିନ ଧରି ଭୀଷଣ ଯୁଦ୍ଧ ଚାଲିଛି। ଏଥିରେ ଆମେରିକାର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଟ୍ରମ୍ପଙ୍କ କଥାବାର୍ତ୍ତାରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଏବେ ସେ ଶାନ୍ତି ସ୍ଥାପନ କରିଥିବା…
ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ : ମିଳିମିଶି କଲେ ….
ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ ରଖିଛନ୍ତି ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର। ତେଣୁ ସହରର ଖାଲି ପଡ଼ିଥିବା ବିଭିନ୍ନ ଜମିରେ ଚାରା ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଆନ୍ତର୍ଜାତୀୟ ଯୋଗ ଦିବସ…
୫ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଲାଗିଲା ନୋଟିସ :୩୦ ଦିନ ମଧ୍ୟରେ କୋର୍ଟରେ ହାଜର ନହେଲେ ବ୍ୟାଜ୍ୟାପ୍ତ ହେବ ସମ୍ପତ୍ତି
ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସାନଖେମୁଣ୍ଡି ଜେଏମ୍ଏଫସି କୋର୍ଟ ସମେତ ବିଭିନ୍ନ କୋର୍ଟ ପକ୍ଷରୁ ଭଞ୍ଜନଗର ଥାନା ଅଞ୍ଚଳର ୫ ଜଣ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଭଞ୍ଜନଗର ପୋଲିସ ସହାୟତାରେ କୋର୍ଟରେ ହାଜର ପାଇଁ ଶନିବାର ନୋଟିସ ଯାଇଛି । ଆସାମୀ…
କନିଷ୍କ ବିମାନରେ ରହସ୍ୟମୟ ବୋମା ବିସ୍ଫୋରଣକାରୀଙ୍କ ମିଳିଲା ପରିଚୟ, ହେଲେ ନାଁ କହୁନାହିଁ ପୋଲିସ
ଓଟାଓ୍ବା,୨୧।୬: ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ (RCMP) ଶେଷରେ ସେହି ରହସ୍ୟମୟ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ଯିଏ ଜୁନ ୨୩, ୧୯୮୫ରେ ଏୟାର ଇଣ୍ଡିଆ ବିସ୍ଫୋରଣର କିଛି ସପ୍ତାହ ପୂର୍ବରୁ ଭାନକୁଭର ଦ୍ୱୀପରେ ବୋମା ପରୀକ୍ଷଣ କରିବାରେ ସାହାଯ୍ୟ କରିଥିଲେ। ତଥାପି,…
୫ମ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ଏହି ଫାଷ୍ଟ ବୋଲର
ଲଣ୍ଡନ,୨୧ା୬: ଆଘାତପ୍ରାପ୍ତ ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ୍ ଜୁଲାଇ ୩୧ରୁ ଓଭାଲଠାରେ ହେବାକୁ ଥିବା ୫ମ ତଥା ଫାଇନାଲ ଟେଷ୍ଟ ବେଳକୁ ଫିଟ୍ ହୋଇଯାଇ ଥିବେ ଏବଂ ସିଲେକ୍ସନ ପାଇଁ ଉପଲବ୍ଧ ହେବେ ବୋଲି ଆଶା କରାଯାଉଛି। ଆଣ୍ଠୁରେ ଅସ୍ତ୍ରୋପଚାର…
ବର୍ଷା ହେଲେ ୪ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ଖଜୁରିପଡ଼ା ୨୧ା୬( ବିଦୁର ବେହେରା): ଖଜୁରିପଡା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତର ୪ ଗାଁକୁ ବର୍ଷା ହେଲେ ଯିବା ଆସିବା ପାଇଁ ଅନେକ ସମସ୍ୟା ଭୋଗିବାକୁ ହୁଏ। ୨୦୦୮ରେ ଡୁଗୁଡ଼ାଠାରେ ଥିବା ପୋଲ ଭାଙ୍ଗି ଯିବା ପରେ ବର୍ଷା ଦିନେ କିଲୁ,…
ବିବାହର ୧୫ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ, କହିଲେ-ମୁଁ ତାଙ୍କ…
ମୁମ୍ବାଇ: ୧୫ ବର୍ଷର ବୈବାହିକ ଜୀବନରେ ଫାଟ। ସ୍ବାମୀ ତଥା ଅଭିନେତା ସଞ୍ଜୀବ ସେଠଙ୍କଠାରୁ ଅଲଗା ହୋଇଛନ୍ତି ଟେଲି ଅଭିନେତ୍ରୀ ଲତା ସବରଓ୍ବାଲ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ…
ବିକାଶ ବାହନକୁ ପ୍ରବଳ ବିରୋଧ କଲା ଜିନ୍ଦଲ ପ୍ରତିରୋଧ ମଞ୍ଚ
ପାଟଣା,୨୧।୬(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତରେ ଶନିବାର ବିକାଶ ବାହାନକୁ ବିରୋଧ କରି ପ୍ରତିବାଦ କରିଛି ଜିନ୍ଦଲ ପ୍ରତିରୋଧ ମଞ୍ଚ। ବ୍ଲକରୁ ବାହାରି ଥିବା ବିକାଶ ବାହାନ ରଥ ଯମୁନା ପୋଷି ପଞ୍ଚାୟତ ସମ୍ମୁଖରେ ପହଞ୍ଚିବା…
ସୁବର୍ଣ୍ଣରେଖା ବନ୍ୟାରେ ଭାସିଗଲେ ଯୁବକ, ନଦୀରେ ଚାଲିଛି….
ଭୋଗରାଇ, ୨୧।୬ ( ପ୍ରଦୀପ ଦାସ ) ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଯୁବକକୁ ଠାବ କରିବା ନିମନ୍ତେ ନଦୀରେ ତଲାସୀ ଜାରି ରଖିଛନ୍ତି । ନଦୀସ୍ରୋତରେ ଭାସିଯାଇଥିବା ଯୁବକ…
ହଠାତ୍ ସରିଗଲା ଇଣ୍ଡିଗୋ ବିମାନର ଇନ୍ଧନ, ଅଧା ଆକାଶରେ କଲ୍ କଲେ ପାଇଲଟ୍
ବେଙ୍ଗାଲୁରୁ, ୨୧।୬: ପୁଣି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ବିମାନ। ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବିମାନ ଦୁର୍ଘଟଣା ହେଉ ହେଉ ବର୍ତ୍ତି ଯାଇଛି। ଗୁଆହାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ ନମ୍ବର 6E-6764)ର ହଠାତ୍ ଅଧା ଆକାଶରେ…
Archives


