୧୨ ବର୍ଷ ହେଲା ଆର୍ଥକ ସହୟତା ଦେଇନାହିଁ ବିସିସିଆଇ
ବେଙ୍ଗାଲୁରୁ,୪ା୧୨: ଘରୋଇ ଲିଷ୍ଟ ଏ’ ଓ ଟି୨୦ କ୍ରିକେଟ ମ୍ୟାଚ୍ ବର୍ଷା ଦ୍ୱାରା ବାଧା ପ୍ରାପ୍ତ ହେଲେ ଫଳାଫଳ ନିଣ୍ଣୟ କରିବା ପାଇଁ ଦେଶରେ ଭିଜେଡି ନିୟମ ବ୍ୟବହାର କରାଯାଏ। ଏହି ନିୟମକୁ ପ୍ରସ୍ତୁତ କରିଥିଲେ ଭି. ଜୟଦେବନ। ହେଲେ ଭିଜେଡି…
କେପିଏଲ ଫିକ୍ସିଂ ସ୍କାଣ୍ଡାଲ: କେଏସ୍ସିଏ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ଗିରଫ
ବେଙ୍ଗାଲୁରୁ,୪ା୧୨(ପି.ଟି.): କର୍ନାଟକ ପ୍ରିମିୟର ଲିଗ୍ (କେପିଏଲ) ଫିକ୍ସିଂ ସ୍କାଣ୍ଡାଲରେ ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍ସିଏ) ମ୍ୟାନେଜମେଣ୍ଟ କମିଟି ସଦସ୍ୟ ସୁଧେନ୍ଦ୍ର ଶିନ୍ଦେଙ୍କୁ ବୁଧବାର ଗିରଫ କରିଛି। ଫିକ୍ସିଂ ସ୍କାଣ୍ଡାଲରେ ଜଡ଼ିତ ଥିବା…
ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ
ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ପ୍ଲାଣ୍ଟସାଇଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ନାବାଳିକା ଝିଆରୀ…
ଖଣିରେ ନିଯୁକ୍ତି ଓ ପରିବହନ ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ
ଯୋଡ଼ା, ୪।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବହନ ସୁବିଧା ଦେବାପାଇଁ ମାରାଙ୍ଗବୁରୁ ଡେଭେଲପମେଣ୍ଟ କମିଟି ଦାବି କରି ଆସୁଥିବାବେଳେ ଏହାକୁ ଅନ୍ୟ କେତେକ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ବୁଧବାର…
ଦୋଷୀଙ୍କୁ ଦଣ୍ଡ ଦାବିରେ ସଙ୍କଳ୍ପ ପଦଯାତ୍ରା
ଖଇରା,୪।୧୨(ଡି.ଏନ.ଏ.): ହାଇଦ୍ରାବାଦ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଗଣବଳାତ୍କାର ଓ ନାରୀ ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ ଜଣାଇବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ବୁଧବାର ବାଲେଶ୍ୱର ଜିଲା ଖଇରା ବ୍ଲକ…
ନକଲି ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ସହାୟିକା ବହିଷ୍କୃତ
ଧାମନଗର, ୪।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଶିମପୁର(୧) ଅଙ୍ଗନଓ୍ବାଡି କେନ୍ଦ୍ରର ସହାୟିକା ବିମଳା ଦାସଙ୍କୁ ନକଲି ସାର୍ଟଫିକେଟ ଦେଇ ଚାକିରି ଆବେଦନ କରିଥିବାରୁ ବହିଷ୍କୃତ କରାଯାଇଛି। ଏଥିସହ ଏ ନେଇ ଅଭିଯୋଗ ହେବା ପରେ ଧାମନଗର ଥାନାରେ ଏକ ମାମଲା(ନଂ.୨୬୪/୧୯)…
ଶୀତଦିନେ କମଳା ବେଶ୍ ସ୍ବାସ୍ଥ୍ୟପ୍ରଦ
ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ଲାଗି ସେତିକି ହିତକାରକ। ଏହାକୁ ଖାଇବା ଦ୍ୱାରା କର୍କଟଠାରୁ ମଧୁମେୟ ପର୍ଯ୍ୟନ୍ତ ବିଭିନ୍ନ ରୋଗଜନିତ…
ଚିଦାମ୍ବରମ୍ଙ୍କୁ ନେବା ପାଇଁ ତିହାର ଜେଲ ପହଞ୍ଚିଲେ ପୁଅ କାର୍ତ୍ତି
ନୂଆଦିଲ୍ଲୀ,୪।୧୨: ଆଇଏନ୍ଏକ୍ସ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍ଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିବା ପରେ ସନ୍ଧ୍ୟାରେ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ନେବା ପାଇଁ ତିହାର ଜେଲରେ ପହଞ୍ଚିଛନ୍ତି।…
ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଖୁବ୍ଶୀଘ୍ର ଫାଷ୍ଟ ଟ୍ରାକ୍ରେ ହେବ ଶୁଣାଣି
ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ଶୁଣାଣି ଖୁବ୍ଶୀଘ୍ର କରାଯିବ। ମହବୁବନଗର ଜିଲାରେ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯାଇ ଏହି ମାମଲାର ଶୁଣାଣି କରାଯିବ ବୋଲି ବୁଧବାର ତେଲେଙ୍ଗାନା…
ପାଣିରେ ଚାଲିବ ଗାଡି: ମାଇଲେଜ୍ ଦେବ ୩୦ କି.ମି.
ହାଇଦ୍ରାବାଦ,୪।୧୨: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଗ୍ଲୋବାଲ ଓ୍ବାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଦ୍ରାବାଦର ମେକାନିକାଲ ଇଞ୍ଜିନିୟର ସୁନ୍ଦର ରମୈୟା ଏକ ବିକଳ୍ପ ବାହାର କରିଛନ୍ତି। ଯାହାକି ଦେଶର ଅନେକ…
‘ବିଗ୍ବସ୍’ରେ ରଶ୍ମୀ-ଅରହାନଙ୍କ ହୋଇପାରେ ବିବାହ !
ବମ୍ବେ: ଚଳିତ ବର୍ଷ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’ ବନ୍ଧୁତା, ପ୍ରେମ, ଶତ୍ରୁତା ଆଦିକୁ ନେଇ ଚର୍ଚ୍ଚାରେ। ଯାହାକୁ ନେଇ ସବୁଥରଠାରୁ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। ବିଗତ ଦିନରେ ପ୍ରତିଯୋଗୀ ସିଦ୍ଧାର୍ଥ-ଶେହନାଜ-ଆସିମ୍ଙ୍କୁ ନେଇ ବଜ୍ ରହିଥିବା ବେଳେ ଏବେ…
ନା ଖାନ୍, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ
ବମ୍ବେ: ବଲିଉଡ୍ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ ବି ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ତିନି ଖାନ୍(ସଲମାନ୍, ଶାହରୁଖ, ଆମିର)ଙ୍କ…
Archives


