Home Left

୩ ମହଲା ଉପରୁ ଖସିପଡିଲେ ୨ବର୍ଷର ଶିଶୁ: ଭିଡିଓ ଭାଇରାଲ

ଡାମନ,୪।୧୨: ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଉକ୍ତିଟି ସଫଳ ରୂପାୟନ ହୋଇଥିବା ଦେଖିବାକୁ ମିଳିଛି କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଡିଉରେ। ୩ ମହଲା କୋଠା ଉପରୁ ୨ ବର୍ଷର ଶିଶୁ ଖସି ପଡୁଥିବା ବେଳେ ତାଙ୍କୁ ଉଦ୍ଧାର…

ଅଯୋଗ୍ୟଙ୍କୁ କାଟିବା, ଯୋଗ୍ୟଙ୍କୁ ସହାୟତା ଦାବିରେ ତହସିଲ ସମ୍ମୁଖରେ ଧାରଣା

କଣ୍ଟାପଡା,୪।୧୨(ଡି.ଏନ୍‌.ଏ.): ବାତ୍ୟା ଫନୀରେ ଆଦୌ ଘର ନ ଭାଙ୍ଗି ଚଞ୍ଚକତା କରି ସରକାରୀ ସହାୟତା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ଅର୍ଥ ଫେରାଇଆଣି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ ଓ ଘର ଭାଙ୍ଗିଥିଲେ ମଧ୍ୟ ଅଦ୍ୟାବଧି ସହାୟତା ନ ମିଳିବା ପ୍ରତିବାଦରେ କଣ୍ଟାପଡା…

ଜାଣନ୍ତୁ ସ୍କୁଲ ବସ୍‌ ରଙ୍ଗ କାହିଁକି ହୋଇଥାଏ ହଳଦିଆ

ପ୍ରାୟ ଅଧିକାଂଶ ସ୍କୁଲ ବସ୍‌ର ରଙ୍ଗ ହଳଦିଆ । ତେବେ ଏହାକୁ ଦେଖୁଥିଲେ ମଧ୍ୟ କେତେକ ଲୋକ ଏଭଳି ହେବା ପଛର କାରଣ ସମ୍ପର୍କରେ ଜାଣି ନ ଥାନ୍ତି। ତେବେ ଏହାର ବୈଜ୍ଞାନିକ ଓ ସୁରକ୍ଷା ସମ୍ବଳିତ କାରଣ ରହିଛି। ଯେଉଁଥିପାଇଁ…

ଯୁବକଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ ଚିହ୍ନଟ, ଧରିବାକୁ ଟିମ୍‌ ଗଠନ

ବ୍ରହ୍ମପୁର ଅଫିସ,୪।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତିରେ ଅନିଲ ପଣ୍ଡା (୧୮)ଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ରେଲ୍‌ଓ୍ବେ ପୋଲିସ (ଜିଆରପି)ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ବୁଧବାର ପୋଲିସ ଯୁବକଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଚ୍ଛେଦ…

ଆକ୍ରୋଶମୂଳକ ଗିରଫଦାରି ବିରୋଧରେ ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ

ବିଞ୍ଝାରପୁର,୪।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ଗତ ସାଧାରଣ ନିର୍ବାଚନ ପରଠାରୁ ରାଜନୈତିକ ଛକାପଞ୍ଝା ଲାଗି ରହିଆସୁଥିଲା। ସୋମବାର ସାରେ ଏହା ଉଗ୍ରରୂପ ଧାରଣ କରି ଗୋଷ୍ଠୀ ସଂଘର୍ଷରେ ପରିଣତ ହେବାରୁ ଏଥିରେ ୨ଜଣ ଗୁରୁତର ହୋଇଥିଲେ। ଏହି…

ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର କୃଷିକ୍ଷେତ୍ର ପରିଦର୍ଶନ

ସାକ୍ଷୀଗୋପାଳ, ୪।୧୨(ଡି.ଏନ୍‌.ଏ): ପୁରୀ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର ନଂ.୨ ସଦସ୍ୟବୃନ୍ଦ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ, ଶ୍ରୀରାମଚନ୍ଦ୍ରପୁର ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ କୃଷିକ୍ଷେତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସାକ୍ଷୀଗୋପାଳ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କୃଷି ସଚେତନତା, ତାଲିମ, ଧାଡିରୁଆ…

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି

ବୌଦ୍ଧ,୪।୧୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚତୁର୍ଭୁଜ ଖମାରି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଖମାରି ଉକ୍ତ ବ୍ଲକର ନର୍ମଦା ଚଣ୍ଡିଆଙ୍କ ପେନ୍‌ସନ କରାଇଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ…

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଏମିତି: ରୋଗୀଙ୍କୁ ଇଞ୍ଜେକ୍‌ଶନ ଦେଉଛନ୍ତି କର୍ମଚାରୀ, ଭିଡିଓ ଭାଇରାଲ

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ଓ୍ବାର୍ଡରେ ଜଣେ ମହିଳା ରୋଗୀଙ୍କୁ ଚିକିତ୍ସାଳୟର ଜଣେ ମହିଳା କର୍ମଚାରୀ ଇଞ୍ଜେକ୍‌ଶନ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଉଛି। ଘଟଣା ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ରଙ୍କୁ…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ, ତଦାରଖ କଲେ ବିକାଶମୂଳକ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୪।୧୨(ଡି.ଏନ୍‌.ଏ.): ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ବୁଧବାର ଭୋର ସମୟରେ ସେ ମନ୍ଦିରରେ ପହଞ୍ଚି ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି। ଏଥିସହ ମନ୍ଦିର ଚାରିପାଖ ବୁଲି ଦେଖିଛନ୍ତି।…

କମେଣ୍ଟ ମାରି ବିଚ୍‌ ରାସ୍ତାରେ ଯୁବତୀଙ୍କଠାରୁ ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

ଜୟପୁର,୪।୧୨(ଡି.ଏନ୍‌.ଏ.): ବିଚ୍‌ ରାସ୍ତାରେ କମେଣ୍ଟ ମାରୁଥିବା ରୋଡ୍‌ ରୋମିଓଙ୍କୁ ଚାପୁଡ଼ା ମାରିଲେ ଯୁବତୀ। କୋରାପୁଟ ଜିଲା ଜୟପୁର ଜୟନଗରସ୍ଥିତ ଶିଶୁ ପାର୍କ ନିକଟରେ ଘଟିଥିବା ଏପରି କିଛି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ପାର୍କ…

ରେକର୍ଡଠାରୁ ଗୋଟିଏ ଛକା ଦୂରରେ ରୋହିତ

ନୂଆଦିଲ୍ଲୀ,୪ା୧୨- ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ଲାଗି ତାଙ୍କୁ କେବଳ ଗୋଟିଏ ଛକା ଦରକାର। ସେ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏସ୍‌ସିବି ମେଡିକାଲର ବରିଷ୍ଠ ଷ୍ଟେନୋଗ୍ରାଫରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କଟକ ଅଫିସ,୪।୧୨: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଗ୍ରାଫର ପ୍ରମୋଦ କୁମାର ବସନ୍ତରାୟଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର କଟକସ୍ଥିତ ବାସଘର ସମେତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri