ଦାରିଙ୍ଗବାଡିରେ ବଢିଲା ଶୀତ: ଖସିଲା ପାରଦ, ସର୍ବନିମ୍ନ ୭ଡିଗ୍ରୀ
ଦାରିଙ୍ଗବାଡି,୬।୧୨(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ଶୁକ୍ରବାର ଶୀତ ବଢିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ହ୍ରାସ ପାଇ ୭ଡିଗ୍ରୀରେ ପହଞ୍ଚିଛି । ଚଳିତମାସର ଏହା ସବୁଠାରୁ ସର୍ବନିମ୍ନ ତାପମାତ୍ରା ବୋଲି ଶୀତତାପ ଯନ୍ତ୍ରରୁ ରେକର୍ଡ ସଂଗ୍ରହ କରୁଥିବା…
ଝାଡ଼ଖଣ୍ଡ: ୨୦ ଆସନ ଲାଗି ୨୬୦ ପ୍ରାର୍ଥୀ:ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ
ରାଞ୍ଚି,୬।୧୨(ଆଇଏଏନ୍ଏସ୍):ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶନିବାର ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷଦିନରେ ଭାଜପା, କଂଗ୍ରେସ, ଜେଏମ୍ଏମ୍ ଓ ଆର୍ଜେଡି ପକ୍ଷରୁ ଜୋର୍ଦାର ପ୍ରଚାର କରାଯାଇଛି। ଏହି ପର୍ଯ୍ୟାୟରେ ୨୦ ଆସନ ଲାଗି ଭୋଟଗ୍ରହଣ…
ପାର୍ଲାମେଣ୍ଟ କ୍ୟାଣ୍ଟିନ୍ରେ ଏମ୍ପିଙ୍କୁ ଆଉ ମିଳିବନି ରିହାତି ଦରରେ ଖାଦ୍ୟ
ନୂଆଦିଲ୍ଲୀ, ୬।୧୨(ଆଇଏଏନ୍ଏସ୍): ପାର୍ଲାମେଣ୍ଟ କ୍ୟାଣ୍ଟିନ୍ରେ ଏମ୍ପିମାନଙ୍କୁ ଆଉ ରିହାତି ମୂଲ୍ୟରେ ଖାଦ୍ୟ ମିଳିବନି। ଆଗାମୀ ଅଧିବେଶନ କାଳରେ ଏହାକୁ ଲାଗୁ କରାଯିବ। ବିଜନେସ୍ ଆଡଭାଇଜରି କମିଟି ବୈଠକରେ ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଏଭଳି ପ୍ରସ୍ତାବ ଦେବା ପରେ ସବୁ…
‘ସାବରିମାଳା ମନ୍ଦିରକୁ ମହିଳା ପ୍ରବେଶ ରାୟ ଚୂଡ଼ାନ୍ତ ନୁହେଁ’
ନୂଆଦିଲ୍ଲୀ, ୬।୧୨(ଆଇଏଏନ୍ଏସ୍): କେରଳର ସାବରିମାଳାସ୍ଥିତ ଆୟାପ୍ପା ମନ୍ଦିରକୁ ସବୁ ବୟସ ଓ ବର୍ଗର ମହିଳାଙ୍କ ପ୍ରବେଶ ନେଇ ୨୦୧୮ରେ ଦିଆଯାଇଥିବା ରାୟ ଚୂଡ଼ାନ୍ତ ନୁହେଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଦର୍ଶାଇଛନ୍ତି। ଏହି ମାମଲା ବୃହତ୍ ଖଣ୍ଡପୀଠକୁ ପଠାଯାଇଛି। ସାମରିମାଳାରେ ମହିଳା ଶ୍ରଦ୍ଧାଳୁ…
ପାର୍ଲାମେଣ୍ଟରେ ଉନ୍ନାଓ ଝଡ଼
ବଳାତ୍କାର କରି ଜେଲ୍ ଯାଇଥିଲେ। ଜାମିନରେ ଫେରି ଜାଳିଦେଲେ। ମାନବିକତାକୁ ଲଜ୍ଜିତ କରି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ପୁଣି ଏକ ବର୍ବରକାଣ୍ଡ ଘଟିଛି ଉତ୍ତରପ୍ରଦେଶର ଉନ୍ନାଓରେ। ଜଣେ ବଳାତ୍କାର ପୀଡ଼ିତାଙ୍କୁ ଗୁରୁବାର ସକାଳେ ନିଆଁରେ ଜାଳି ମାରିଦେବା…
୧୦୦ ଲୋକପ୍ରିୟ ସହର ମଧ୍ୟରେ ଭାରତର ୭
ଲଣ୍ଡନ, ୬।୧୨(ଆଇଏଏନ୍ଏସ୍): ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ୧୦୦ ସହର ମଧ୍ୟରେ ଭାରତର ୭ ସହର ରହିଛନ୍ତି। ବ୍ରିଟେନ୍ର ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର ଇଣ୍ଟରନ୍ୟାଶନାଲ ଷ୍ଟେଟ୍ସର ଏକ ରିପୋର୍ଟରେ ଏହା ପ୍ରକାଶ କରାଯାଇଛି। ହଂକଂ ତାଲିକାର ସର୍ବାଗ୍ରେ ରହିଥିବାବେଳେ…
କର୍ନାଟକ ଉପନିର୍ବାଚନ: ୬୭% ମତଦାନ
ବେଙ୍ଗାଲୁରୁ, ୬।୧୨(ଆଇଏଏନ୍ଏସ୍):କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ କରାଯାଇଥିବାବେଳେ ମତଦାନ ହାର ୬୭ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ମତଦାନ ଚିକ୍କାବାଲାପୁରାରେ(୭୯.୮%) ହୋଇଛି। ସବୁଠାରୁ କମ୍ ଭୋଟ(୩୭.୫%) ବେଙ୍ଗାଲୁରୁର କେ.ଆର୍. ପୁରମ୍ରେ ପଡ଼ିଛି।…
ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର: ୧୬ରେ ସବୁ ଜିଲାରେ ଦିଆଯିବ ଏତଲା
ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର ା ଏହି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆସନ୍ତା ୧୬ରେ ରାଜ୍ୟର ସବୁ ଜିଲାର ଏସ୍ପିଙ୍କ ନିକଟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏତଲା ଦାଏର କରାଯିବ। ନବ ନିର୍ମାଣ କୃଷକ…
ଓପିଜିସି ଆଶ୍ପଣ୍ଡକୁ ନେଇ ଏନ୍ଜିଟିରେ ମାମଲା
କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି)ରେ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି ଏନ୍ଜିଟିର ମୁଖ୍ୟ ଖଣ୍ଡପୀଠ…
ଦେବାଳିଆ ହେଉଛି ଗ୍ରୀଡ୍କୋ
ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଋଣଭାର ସାଙ୍ଗକୁ ବିଦ୍ୟୁତ୍ ସଙ୍କଟ ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଲାଣି। ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି, ଉତ୍ପାଦନ ଖର୍ଚ୍ଚ, ଶୁଳ୍କ ଆଦାୟ, ଋଣ ବୋଝ, ବିଦ୍ୟୁତ୍ ବିତରଣ…
ନାରୀ ନିର୍ଯାତନାକୁ ବିରୋଧ କରି କଂଗ୍ରେସର ଶୋଭାଯାତ୍ରା
ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଓ ଅସଦାଚରଣ ପ୍ରସଙ୍ଗ ବୃଦ୍ଧି ପାଉଥିବା ଘଟଣାକୁ ପିସିସି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ମା’କୁ ସମ୍ମାନ ଡିଣ୍ଡିମ ପିଟୁଥିଲା ବେଳେ ପ୍ରତିଦିନ ନାରୀ ନିର୍ଯାତନା ବଢ଼ିଚାଲିଛି। ଦୋଷୀକୁ ଦଣ୍ଡ…
ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା ରୁଜୁ
କଟକ ଅଫିସ,୬।୧୨ : ଆଇନକୁ ପେସା କରୁଥିବା ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ନେଇ ଆଡଭୋକେଟ ଆଶିଷ କୁମାର ମିଶ୍ର ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ସେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ଓ ଅର୍ଥ ସଚିବଙ୍କୁ ପକ୍ଷଭୁକ୍ତ…
Archives


