ମିନି ରୋବଟ
ରୋବଟ୍ର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜୀର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ ପ୍ରସ୍ତୁତ କରିଛନ୍ତି। ଏହି ମିନି ରୋବୋଟ କାନ୍ଥ ଉପରେ…
ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଥିବା ମଙ୍ଗୁ ମଠ ଉଚ୍ଛେଦ ଆରମ୍ଭ
ପୁରୀ ଅଫିସ,୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଥିବା ମଙ୍ଗୁ ମଠ ଉଚ୍ଛେଦ ସୋମବାର ସକାଳୁ ଆରମ୍ଭ ହୋଇଛି। ପୂର୍ବରୁ ଏହି ମଠକୁ ଭାଙ୍ଗିବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। ପରେ ଏହାକୁ ନେଇ ବିବାଦ ଉପୁଜିବା ସହ ହାଇକୋର୍ଟରେ ମାମଲା ଦାଏର…
ଏକେଲା ରେସ୍ତୋରାଁ ଯାଇପାରିବେ ସୌଦି ମହିଳା
ରିୟାଦ,୯।୧୨: ଧିରେ ଧିରେ ସୌଦି ମହିଳାଙ୍କୁ ନେଇ ଥିବା କଟକଣା ହଟିବାରେ ଲାଗିଛି। ପୂର୍ବରୁ ଜଣେ ସୌଦି ମହିଳା ଏକେଲା ରେସ୍ତାରାଁ ଯିବାକୁ ବାରଣ କରାଯାଉଥିଲା। କେବଳ ସେ ତାଙ୍କର ଯେକୌଣସି ସମ୍ପର୍କୀୟ ପୁରୁଷଙ୍କ ସହ ରେସ୍ତୋରାଁ ଯାଇ ପାରିବେ। ହେଲେ…
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ପାପଡ଼ାହାଣ୍ଡି/ମଇଦଲପୁର,୯।୧୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଆମପାଣି ଘାଟିରୁ ସୋମବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ସେ ହେଲେ ଝାଡ଼କୁଶମି ଗ୍ରାମର ରାମ ଭତରା। ସେ ଗତ ୫ ତାରିଖରୁ ନିଖୋଜ ଥିଲେ। କିଛି ଅଜଣା ଲୋକ…
ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଲେ ଦକ୍ଷିଣ ଆଫ୍ରିକା ସୁନ୍ଦରୀ
ଆଟଲାଣ୍ଟା,୯।୧୨: ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁନଜୀ ୨୦୧୯ର ମିସ୍ ୟୁନିଭର୍ସ ବା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ରବିବାର ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଉତ୍ସବରେ ସେ ଏହି ଗୌରବର ଅଧିକାରିଣୀ ହୋଇ ପାରିଛନ୍ତି। ପ୍ରାୟ ୯୦ ଜଣ ପ୍ରତିଯୋଗୀଙ୍କୁ ହରାଇ ସେ…
ବ୍ରେନ୍ ଷ୍ଟ୍ରୋକ୍
”ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନ ଷ୍ଟ୍ରୋକ୍। ଆମ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମ ବଙ୍ଗଳା ପରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକ ଷ୍ଟ୍ରୋକ୍ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ୧୫…
ଅଖିଳ ଭାରତ ଡାକ କର୍ମଚାରୀ ସଂଘ କଟକ ଦକ୍ଷିଣ ମଣ୍ଡଳର ସମ୍ମିଳନୀ :ଦରମା ବୃଦ୍ଧି, ଖାଲି ପଦବୀ ପୂରଣ ଦାବି ଜୋର
ଜଗତ୍ସିଂହପୁର ଅଫିସ,୯ା୧୨: ଭାରତୀୟ ଡାକ ସେବାରେ କାର୍ଯ୍ୟରତ ୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍ଟିଏସ୍ ଏବଂ ଜିଡିଏସ୍ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସନ୍ତୋଷଜନକ ନୁହେଁ। ତେଣୁ ଏହି ଦରମା ବୃଦ୍ଧି କରାଯାଉ। ଏଥିସହ ଏନ୍ପିଏସ୍ ଉଚ୍ଛେଦ କରାଯାଇ ପୁରୁଣା ହିସାବରେ ପେନ୍ସନ୍…
ସୋନିଆ ରାଜନୀତିଠାରୁ ଦୂରେଇ ରହିବାକୁ ଚାହୁଁଥିଲେ !
ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର ଲୁସିଆନାଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ ସେ ରାଜୀବ ଗାନ୍ଧୀଙ୍କୁ ବିବାହ କରିଥିଲେ। ଦୀର୍ଘ…
ଚିଲିକା ସେଲ୍ଡକ୍ ଫକ୍ କାର୍ନିଭାଲ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
ବାଲୁଗାଁ,୯ା୧୨ (ଡି.ଏନ.ଏ.): ଓଡ଼ିଶାର ସଂସ୍କୃତି ଓ ଲୋକକଳାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସ୍ଥାନୀୟ ବଡ଼କୁଳସ୍ଥିତ ଚିଲିକା ତଟଦେଶରେ ଅବସ୍ଥାପିତ ଓଡ଼ି ଆର୍ଟ ମ୍ୟୁଜିୟମ୍ ପରିସରରେ ଶନିବାରଠାରୁ ୫ଦିନ ବ୍ୟାପୀ ଚିଲିକା ସେଲ୍ଡକ୍ ଫକ୍ କାର୍ନିଭାଲ ଆରମ୍ଭ ହୋଇଛି ା ସନ୍ଧ୍ୟାରେ ସଂସ୍କୃତି…
ଭଏସ୍ ଅଫ ନୟାଗଡ଼ ସିଜିନ୍ ୨: ବାଜି ମାରିଲେ ମୋନାଲିସା
ନୟାଗଡ଼ ଅଫିସ,୯ା୧୨: ଜିଲାର ଯୁବ କଣ୍ଠଶିଳ୍ପୀଙ୍କୁ ଲୋକଲୋଚନ ଆଣିବା ଲକ୍ଷ୍ୟରେ ନୟାଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଭଏସ୍ ଅଫ ନୟାଗଡ଼ ସିଜିନ୍-୨ରେ ମୋନଲିସା ସ୍ବାଇଁ ବାଜି ମାରିଛନ୍ତି। ଶନିବାର ସନ୍ଧ୍ୟାରେ ପଠାଣିସାମନ୍ତ ଅଡ଼ିଟୋରିୟମରେ ହୋଇଥିବା ଫାଇନାଲ ରାଉଣ୍ଡରେ ୧୦ ଜଣ ପ୍ରତିଯୋଗୀଙ୍କୁ…
ଦିୟା ମିର୍ଜା ‘ତୁମ୍ସା ନେହିଁ ଦେଖା’ରେ ଶୁଟିଂ ସେଟ୍ରେ ହରାଇଥିଲେ ନିଜର ନିୟନ୍ତ୍ରଣ…
ମୁମ୍ବାଇ,୯।୧୨: ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ ମଲ୍ଟି ମିଡ଼ିଆ କମ୍ପାନୀର ମାକେର୍ଟିଂ ଏକ୍ସିକ୍ୟୁଟିଭ୍ ଭାବେ ଦିୟା ନିଜର କ୍ୟାରିୟର ଆରମ୍ଭ କରିଥିଲେ।…
ନାଗରିକତ୍ୱ ସଂଶୋଧନ ବିଧେୟକ: ସମର୍ଥନ କରିବ ବିଜେଡି
ଭୁବନେଶ୍ୱର,୯ା୧୨:(ବ୍ୟୁରୋ): କେନ୍ଦ୍ର ସରକାର ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ କରିବାକୁ ଯାଉଛନ୍ତି। ଏହି ବିଧେୟକକୁ ଗୃହୀତ କରିବା ପାଇଁ ଭାଜପା ପକ୍ଷରୁ ଉଭୟ ସଦନରେ ବିଭିନ୍ନ ରାଜନୈତିକ ଦଳର ସହଯୋଗ ଲୋଡ଼ାଯାଇଛି। ସେହିକ୍ରମରେ ବିଜେଡିର ସହଯୋଗ ପାଇଁ ମଧ୍ୟ…
Archives


