Home Left

ରାସ୍ତା ସଂପ୍ରସାରଣ ପାଇଁ ବେଆଇନ ବ୍ଲାଷ୍ଟିଂ: ପଥର ପଡ଼ି ଘର ଆଜବେଷ୍ଟସ ଭାଙ୍ଗିଲା

ଦାରିଙ୍ଗବାଡି,୧୧ା୧୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାର୍ଯ୍ୟ ଚାଲିଛି । ତେବେ ଉକ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ପୂର୍ବରୁ ସୂଚନା ନ ଦେଇ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି…

ଟ୍ରାକ୍ଟର ଓଲଟି ଜଣେ ମୃତ

ପାତ୍ରପୁର,୧୧ା୧୨(ଡି.ଏନ୍‌.ଏ.)-ଜରଡ଼ା ଥାନା ପୋଇଚାନ୍ଦିଆ କେନାଲ ନିକଟରେ ମଙ୍ଗଳବାର ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖାରିଆଗୁଡ଼ାର ମୂରଲି ନାଇକ (୨୫)। ମୂରଲି ଧାନ ଅମଳ ପାଇଁ ଟ୍ରକ୍ଟରରେ ସାମନ୍ତରାପୁର ଯାଉଥିବା ବେଳେ ପୋଇଚାନ୍ଦିଆ ନଦୀ ହିଡ଼ରେ ଭାରସାମ୍ୟ ହରାଇ…

ରକ୍ତତୀର୍ଥ ଇରମରୁ ବାହାରିଲା ମଶାଲ ଶୋଭାଯାତ୍ରା

ବାସୁଦେବପୁର, ୧୧।୧୨(ଡି.ଏନ.ଏ.)- ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ-୨୦୧୯ର ଉଦ୍‌ଘାଟନୀ ଉତ୍ସବ ଲାଗି ବାସୁଦେବପୁରର ରକ୍ତତୀର୍ଥ ଇରମରୁ ବୁଧବାର ଅପରାହ୍ନରେ ମଶାଲ ଶୋଭାଯାତ୍ରା ବାହାରି ଭଦ୍ରକରେ ପହଞ୍ଚିଥିଲା। ଲୁଙ୍ଗା ବିକାଶ ପରିଷଦର ସଭାପତି ଦେବଦର୍ଶନ ଦାସଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ଯୁବକମାନଙ୍କ ଉପସ୍ଥିତିରେ ଏହି ମଶାଲ…

୨୦ରୁ ହେବ ଧାନ କିଣା

ପଦ୍ମପୁର, ୧୧।୧୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ରାଜଘରପୋଖରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ବାଲିମେଦ ସେବା ସମବାୟ ସମିତିର ୬୨ତମ ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଏଆର୍‌ସିଏସ୍‌ ସ୍ବାତୀବାଳା ମହାପାତ୍ର, ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କର ବାସୁଦେବପୁର ଶାଖା ପରିଚାଳକ ନରେନ୍ଦ୍ରନାଥ ବିହାରୀ, ବାଲିମେଦ…

ଭାରତର ପ୍ରଥମେ ବ୍ୟାଟିଂ

ମୁମ୍ବାଇ,୧୧୧୨- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓ୍ବେଷ୍ଟଇଣ୍ଡିଜ ଅଧତ୍ନାୟକ କିରନ ପୋଲାର୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଦୁଇ ପରିବର୍ତ୍ତନ…

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ ସହ ସେ ନଜର ଆସିବେ। ୟଶରାଜ ଫିଲ୍ମ ବ୍ୟାନର୍‌ରେ ଚଳଚ୍ଚିତ୍ରଟି ନିର୍ମାଣ ହେବାକୁ ଯାଉଛି।…

ଉପକାରୀ ଲବଙ୍ଗ ତେଲ

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ବାସ୍ଥ୍ୟଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ ଗୁଣ ସହିତ ଭିଟାମିନ-ସି, ଭିଟାମିନ-ଏ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ…

ବିବାହକୁ ନେଇ ଖୁସି ନାହାନ୍ତି ରାକ୍ଷୀ, ଭିଡିଓ ଶେୟାର କରି କହିଲେ,‘ବିବାହ କରିବା ଉଚିତ ନୁହେଁ’

ବମ୍ବେ: ସବୁବେଳେ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ନିକଟରେ ସେ ବିବାହ କରିଥିବା କଥା ସାମ୍ନାକୁ ଆସିଥିଲା। ସେ ବେକରେ ମଙ୍ଗଳସୂତ୍ର ପକାଇ ସିନ୍ଥିରେ ସିନ୍ଦୁର ଭରି ଅନେକ ଫଟୋ ଓ ଭିଡିଓ ପୋଷ୍ଟ କରିବା…

ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଅନୁଷ୍କା-ବିରାଟ

ବମ୍ବେ: ଦୁଇ ବର୍ଷ ତଳେ ଠିକ୍‌ ଆଜିର ଦିନରେ ହାତକୁ ଦୁଇହାତ ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରେମିକ ତଥା କ୍ରିକେଟର ବିରାଟ କୋହଲିଙ୍କ ହାତ ଧରିଥିଲେ ସେ। ଇତିମଧ୍ୟରେ ସେମାନଙ୍କ ବିବାହକୁ ଦୁଇ ବର୍ଷ ପୂରିଛି। ଏହି ଅବସରରେ ବିରାଟଙ୍କ…

ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ କୋଟିଏରୁ ଅଧିକ ଟଙ୍କା ନିଅନ୍ତି ପ୍ରିୟଙ୍କା

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। ଖୁବ୍‌ କମ୍‌ ସମୟରେ ଏହା ଜଣଙ୍କ ପାଖରେ ନିଜର ମନ କଥା ପହଞ୍ଚାଇଦିଏ। ଠିକ୍‌ ସେଥିପାଇଁ ସେଲିବ୍ରିଟିମାନେ ପ୍ରଶଂସକମାନଙ୍କ ସହ ସିଧା ଯୋଡ଼ି ହେବାକୁ ସୋସିଆଲ ମିଡିଆର…

ମ୍ୟାନ୍‌ମାର୍‌ ବିରୋଧରେ ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କଲେ ସୁକି

ଦି ହ୍ୟୁଗ୍‌,୧୧।୧୨: ନୋବେଲ ପୁରସ୍କାର ବିଜେତା ଅଙ୍ଗ ସାନ୍‌ ସୁକି ମ୍ୟାନ୍‌ମାର୍‌ ବିରୋଧରେ ହୋଇଥିବା ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନେଦରଲାଣ୍ଡର ଦି ହ୍ୟୁଗ୍‌ ଠାରେ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌କୁ ସମ୍ବୋଧନ କରି ସେ ଏପରି କହିଛନ୍ତି। ମ୍ୟାନମାର୍‌ରେ ରୋହିଙ୍ଗ୍ୟା…

ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ

ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ। ତେବେ ଆଜି ଏପରି ଏକ ଘର ବିଷୟରେ ଜଣାଇବୁ , ଯାହାକୁ ବିଶ୍ୱର ସବୁଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri