ଅପହୃତା ନାବାଳିକା ଉଦ୍ଧାର
ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଟାଉନ ଥାନା ଅଧୀନ କୁଅଁ।ସ ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ଏଥିସହ ଅପହରଣରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଧରି ପୋଲିସ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ କରାଇଛି। ଏ ନେଇ…
ନାଗରିକତା ସଂଶୋଧନ ବିଲ୍କୁ ବିରୋଧ: ଜାମିଆରେ ପୋଲିସ-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ
ନୂଆଦିଲ୍ଲୀ,୧୩।୧୨: ନାଗରିକତା ସଂଶୋଧନ ବିଲ୍(ସିଏବି)କୁ ନେଇ ଦେଶ ସାରା ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ବିରୋଧର ନିଆଁ ଉତ୍ତରପୂର୍ବ ରାଜ୍ୟ ପରେ ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି। ଶୁକ୍ରବାର ସିଏବିକୁ ବିରୋଧ କରି ଜାମିଆ ମିଲ୍ଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ…
ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ
ଡେରାଡୁନ,୧୩।୧୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରହିଛି। ଏହାର କେନ୍ଦ୍ରସ୍ଥଳ ଚମୋଲିର କସବେ ନିକଟରେ ଥିବା ଜଣାପଡ଼ିଛି। ଭୂକମ୍ପ ହେବା ସମୟରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ…
ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ
ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର ମହିଳା ଯେ କି ବିନା ପାସପାର୍ଟ ବା ଭିଜାରେ ଶହେରୁ ଊର୍ଦ୍ଧ୍ୱ ଦେଶ ଭ୍ରମଣ…
ପ୍ରେମ ମାନେନା ସୀମାରେଖା, ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି ଏସବୁ ଅଭିନେତ୍ରୀ
ବମ୍ବେ: ପ୍ରେମ ମାନେନା କୌଣସି ବାଧାବିଘ୍ନ, ସୀମାରେଖା। ବଲିଉଡ୍ର କେତେକ ଅଭିନେତ୍ରୀଙ୍କ କ୍ଷେତ୍ରରେ ଉକ୍ତିଟି ବେଶ୍ ପ୍ରଯୁଜ୍ୟ । ସେ ବବ୍ଲି ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ ଅଥବା ପ୍ରୀତି ଜିଣ୍ଟା, ମାଧୁରୀ ଦିକ୍ଷୀତ୍ ସମସ୍ତେ ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି। ପ୍ରିୟଙ୍କା-ନିକ୍…
ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍ରେ ଗୃହୀତ ହେଲା ଦିଶା ବିଲ୍: ବଳାତ୍କାର ଅଭିଯୁକ୍ତଙ୍କୁ ୨୧ ଦିନରେ ଫାଶୀ ଦଣ୍ଡାଦେଶ
ହାଇଦ୍ରାବାଦ,୧୩।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ କ୍ୟାବିନେଟ ଦିଶା ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶୁକ୍ରବାର ବିଧାନସଭାରେକ ଦିଶା ବିଲ୍ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଗୃହୀତ ହୋଇଛି। ଏଣିକି ବଳାତ୍କାର ଓ ଗଣବଳାତ୍କାର ଅଭିଯୁକ୍ତଙ୍କ…
ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ
ବମ୍ବେ: ରିଲିଜ୍ ହୋଇଛି ଓ୍ବେବ୍ ସିରିଜ୍ ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍-୨ର ଟ୍ରେଲର। ୨.୫୧ ମିନିଟ୍ର ଏହି ଟ୍ରେଲର୍ରେ ସସ୍ପେକ୍ସ, ଆକ୍ସନ, ଥ୍ରିଲ୍, ବୋଲ୍ଡନେସ୍ ଏବଂ ହରର୍ ଆଦି ଭରପୂର ରହିଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଏହାକୁ ସାତ ଲକ୍ଷରୁ ଅଧିକ ଲୋକେ…
ବିବିଏଲ ପାଇଁ ଏନ୍ଓସି ଦେଲା ନାହିଁ ପିସିବି
କରାଚୀ,୧୩।୧୨- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଲରାଉଣ୍ଡର ଫହିମ ଅଶରଫ ଓ ପେସର ଉସମାନ ଶିନଓ୍ବାରିଙ୍କୁ ଅଷ୍ଟ୍ରେଲିଆର ବିଗ୍ ବାଶ ଲିଗ୍ (ବିବିଏଲ)ରେ ଖେଳିବାକୁ ଏନ୍ଓସି ଦେବାକୁ ମନା କରିଦେଇଛି। ନିକଟରେ ଉଭୟ କ୍ରିକେଟରଙ୍କ ସହ ବିବିଏଲ ଚୁକ୍ତି କରାଯାଇଥିଲା। ଚୂଡ଼ାନ୍ତ…
ବାଲାକୋଟ୍ ଆକ୍ରମଣ ଉପରେ ନିର୍ମାଣ ହେବ ଫିଲ୍ମ, ନିର୍ଦ୍ଦେଶନା ଦେବେ ଅଭିଷେକ କପୁର
ବମ୍ବେ: ଉରି ପରେ ଏବେ ବାଲାକୋଟ୍ରେ ହୋଇଥିବା ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଏଥିନେଇ ଆଗକୁ ଆସିଛନ୍ତି ବଲିଉଡ୍ର ନାମୀଦାମୀ ପ୍ରଯୋଜକ ସଂଞ୍ଜୟ ଲୀଲା ବନ୍ଶାଲୀ, ଭୂଷଣ କୁମାର, ମହାବୀର ଜୈନ ଏବଂ ପ୍ରଜ୍ଞା କପୁର…
୧ଲକ୍ଷ ବ୍ୟାଙ୍କରୁ ଉଠାଇ ଫେରୁଥିଲେ ଚାଷୀ: ଝାମ୍ପିନେଲେ ଦୁର୍ବୃତ୍ତ
ଭବାନୀପାଟଣା,୧୩।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉକେତ୍ଲା ଏନ୍ଏଚ୍ ୨୬ରେ ଦୁର୍ବୃତ୍ତମାନେ ଜଣେ ଚାଷୀଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକେତ୍ଲାର ରୁପଚନ୍ଦ ଜୈନ ଧାନ ବିକା ୧ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଆସୁଥିବା ବେଳେ…
ବଧୂହତ୍ୟା ଅଭିଯୋଗ: ସ୍ବାମୀ ସହିତ ଭାଉଜ ଗିରଫ
ଯାଜପୁର,୧୩।୧୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରତଳାଙ୍ଗ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା (୨୫)। ସେ ୩ ଦିନ ତଳୁ ନିଖୋଜ ଥିବା ଶାଶୁଘର ଲୋକେ କହୁଥିବା…
ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଟଙ୍କା, ସୁନା ନେଇଗଲେ ଦୁର୍ବୃତ୍ତ
ଭବାନୀପାଟଣା,୧୩।୧୨(ଡି.ଏନ୍ଏ.): କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଫଟକିମହୁଲ ଗ୍ରାମରେ ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ଟଙ୍କା, ସୁନା ଓ ଟିଭି ନେଇ ଯାଇଛନ୍ତି। ସେମାନଙ୍କ ଆକ୍ରମଣରେ ମହିଳାଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା…
Archives


