ପାକିସ୍ତାନର ଯୁଦ୍ଧ ଧମକ: ଭଲରେ ପାଣି ଦିଅ ନହେଲେ… ଭାରତକୁ ଚେତାବନୀ ଦେଲେ ବିଲାୱାଲ ଭୁଟ୍ଟୋ
ଇସଲାମାବାଦ, ୨୩।୬: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱାଲ ଭୁଟ୍ଟୋ ସୋମବାର ଚେତାବନୀ ଦେଇଛନ୍ତି ଯେ, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲୁଟି) ଅନୁଯାୟୀ ପାକିସ୍ତାନକୁ ତା’ ଅଂଶର ପାଣି ଦେବାକୁ…
ରାସ୍ତା ମଝିରେ ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମଦ୍ୟପ ଯୁବକ: ସାହାଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ପିଟିଲେ, ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୩।୬: ଦକ୍ଷିଣ ବେଙ୍ଗାଲୁରୁର ଅନେକାଲ ତାଲୁକ ଅନ୍ତର୍ଗତ ରେଣୁକା ଯେଲ୍ଲାମା ଲେଆଉଟ, ମୈଲାସାନ୍ଦ୍ରା ନିକଟରେ ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଜଣେ ଯୁବତୀ ଗ୍ରୋସରୀ ଦୋକାନକୁ ଯାଉଥିବା ସମୟରେ ୪-୫ ଜଣ ମଦ୍ୟପ ଯୁବକଙ୍କ ଦ୍ୱାରା ଶାରୀରିକ ଆକ୍ରମଣର ଶିକାର…
ଧରିତ୍ରୀ ପ୍ରଭାବ: ମମତାଙ୍କୁ ମିଳିଲା ଭତ୍ତା
କର୍ଲାମୁଣ୍ଡା,୨୩ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁର ମମତା ଭୋଇଙ୍କ ସ୍ବାମୀ ମାଡ୍ରାସ ଭୋଇ (୪୫) କୌଣସି ରୋଗରେ ଆକ୍ରାନ୍ତ ହୋଇ ଗତ ମାର୍ଚ୍ଚ ମାସରେ ମୃତ୍ୟୁବରଣ କରିଥିଲେ। ଏହାପରେ ମମତା ଦୁଇ ସନ୍ତାନ…
ଅପମିଶ୍ରିତ ନିଶା ଦ୍ରବ୍ୟ ବିରୋଧରେ …
ଥୁଆମୂଳ ରାମପୁର,୨୩ା୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ସଭା ଗୃହଠାରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥୁଆମୂଳ…
ଜୁନ ୨୫ରେ ବିଜେଡି ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ପ୍ରତିବାଦ, ମହିଳା…
ଭୁବନେଶ୍ୱର,୨୩।୬: ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ଛାତ୍ର ସଂଗଠନ ଆସନ୍ତା ଜୁନ ୨୫ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଏହି ଦଳର ଯୁବ ଓ ଛାତ୍ର ସଂଗଠନ…
ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ ଏକ ଚିଠି ଲେଖିଥିବା ରିପୋର୍ଟରୁ ଜଣାପଡ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଏହି…
ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ବର୍ଷା, ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ
ଦାରିଙ୍ଗବାଡି,୨୩।୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସମସ୍ତ ନଦୀ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବର୍ଷାର ପ୍ରଭାବରେ ଉକ୍ତ…
ଯୁବପିଢ଼ିଙ୍କୁ ପଛରେ ପକାଇଦେବେ ୮୦ ବର୍ଷୀୟା ବୃଦ୍ଧା, ଶାଢ଼ି ପିନ୍ଧି ଚଲାଇଲେ ଟ୍ରାକ୍ଟର, ଭିଡିଓ ଦେଖିଲେ…
ସୋସିଆଲ ମିଡିଆ ପୁଣିଥରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ବୟସକୁ ପଛରେ ପକାଇବା ସହ ଆଜିର ଯୁବପିଢ଼ିଙ୍କୁ ମଧ୍ୟ ପଛରେ ପକାଇ ଟ୍ରାକ୍ଟର ଚଲାଉଥିବାର ଦେଖାଯାଉଛି। ଏହି ଭିଡିଓ ଏବେ ଲକ୍ଷାଧିକ…
ଯୁଦ୍ଧ ମଧ୍ୟରେ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବଡ଼ ନିଷ୍ପତି ନେଲା ମଧ୍ୟପ୍ରାଚ୍ୟର ଏହି ଦେଶ…
ନୂଆଦିଲ୍ଲୀ,୨୩ା୬: ଓମାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ଦେଶ ଭାବେ ଆୟକର ଲାଗୁ କରିବାକୁ ଯାଉଛି, ଯାହା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରି ସରକାରୀ ରାଜସ୍ୱର ନୂଆ ଉତ୍ସ ସୃଷ୍ଟି କରିବାରେ ଏକ ଐତିହାସିକ ପଦକ୍ଷେପ। ଏହି ନିଷ୍ପତ୍ତି ଓମାନର…
ଚିକିତ୍ସା ଅବହେଳାରୁ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ
କଟକ,୨୩।୬: ଚିକିତ୍ସାରେ ଅବହେଳାରୁ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ସୋମବାର ଅଭିଯୋଗ ହୋଇଛି। ମୃତ ବିଚାରାଧୀନ ବନ୍ଦୀ ହରିୟାଣାର। ସେ ବ୍ରହ୍ମପୁର ଜେଲରେ ବିଚାରାଧୀନ ଥିଲେ। ମିଳିଥିବା ସୂଚନା ମୁତାବକ, ବ୍ରହ୍ମପୁର ଜେଲରେ ବନ୍ଦୀ ଜଣକ ହଠାତ୍ ଅସୁସ୍ଥ ହୋଇପଡିଥିଲେ।…
ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ…
ଆସିକା,୨୩ା୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସୋମବାର ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ‘ଯୁବଶକ୍ତି ସମାବେଶ’ ଅନୁଷ୍ଠିତ ହୋଇଥିଲା। ସମାବେଶରେ…
ପୁରାତନ କଳା-ସଂସ୍କୃତି-ପରମ୍ପରାରେ ହେବ ରଥଯାତ୍ରା, ୨୭ରେ ରଥଟଣା
ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହେବାକୁ ଯାଉଛି। ଧର୍ମଶାଳା ମୁନ୍ସୀ ମେଳଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି…
Archives


