୨୬ରେ ମହିପୁରକୁ ଗଡ଼ିବ ଟ୍ରେନ୍
ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଷ୍ଟେଶନକୁ ଆସନ୍ତା ୨୬ ତାରିଖରେ ଟ୍ରେନ୍ ଚଳାଚଳ କରିବ। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ଟାଉନ ଷ୍ଟେଶନକୁ ଆସୁଥିବା…
ପଞ୍ଚରିଡା ବନାଞ୍ଚଳ: ପଥପାର୍ଶ୍ୱ ବନୀକରଣ ଦିଗହରା, ୨ ହଜାର ଗଛରୁ ବଞ୍ଚିଛି ମାତ୍ର ୨୦୦
ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳରେ ପଥପାର୍ଶ୍ୱ ବନୀକରଣ ଦିଗହରା ହୋଇପଡିଛି। ପ୍ରାୟ ୪ବର୍ଷ ତଳେ ଲଗାଯାଇଥିବା ଚାରା ବର୍ତ୍ତମାନ ସେଠାରେ ଦେଖିବାକୁ ମିଳୁନାହିଁ। ସବୁଜ ବନାନୀ ପାଇଁ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ…
ଆତ୍ମ ସନ୍ଦେହ ସ୍ଥିତିରେ ନ ରହୁ ଶିଳ୍ପଜଗତ: ସୀତାରାମନ
ନୂଆଦିଲ୍ଲୀ,୨୧-୧୨: ଦେଶର ଶିଳ୍ପ ଜଗତ ଆତ୍ମ ସନ୍ଦେହ ସ୍ଥିତିରେ ନ ରହି ଏହାଠାରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଶିଳ୍ପ ଜଗତ ନକାରାତ୍ମକ ମନୋଭାବଠାରୁ ବାହାରକୁ ଆସିବା ଉଚିତ। ସରକାର ଶିଳ୍ପର…
ଶିଳ୍ପ ଜଗତକୁ ମୋଦିଙ୍କ ଆଶ୍ୱାସନା;ମାନ୍ଦାବସ୍ଥାରୁ ବାହରିବା ଲାଗି ଭାରତ ସକ୍ଷମ
ନୂଆଦିଲ୍ଲୀ,୨୧-୧୨: ବର୍ତ୍ତମାନର ମାନ୍ଦାବସ୍ଥାରୁ ବାହାରିବା ଲାଗି ଭାରତ ନିକଟରରେ କ୍ଷମତା ରହିଛି। ଘରୋଇ ବଜାର ଦ୍ରୁତ ଅଭିବୃଦ୍ଧି ଧାରାକୁ ଫେରିବା ଲାଗି ସକ୍ଷମ ହେବ। କର୍ପୋରେଟ ସଂସ୍ଥାଗୁଡିକ ଦେଶର ବିକାଶ ଧାରାକୁ ଆଗେଇ ନେବାକୁ ନିବେଶ ଲାଗି ଦୃଢ ନିଷ୍ପତ୍ତି ନିଅନ୍ତୁ…
ଆବାସ ଯୋଜନାରୁ ବଁଚିତ୍ ପରିବାର: କ୍ଲବ ଘର ପାଲଟିଛେ ଆଶ୍ରେ ଥଲ୍
ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍ ଲୋକ ହେଇଥିଲାବେଲେ ଆବାସ ଯୋଜନାରୁ ବଁଚିତ୍ ହେଇ ରହିଛନ୍। ଏନ୍ତାଥି ସେ କୁଟୁମବସିଆ ଇତାର…
ପକ୍ଷାଘାତରେ ପୀଡ଼ିତ ଶୁକଦେବ: ଜୀବନ୍ ମରନ୍ ସଂଗେ ଯୁଝୁଛନ୍ ଦେବକୀ
ଲୋଇସିଂହା, ୨୧।୧୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ଗଁାର ଶୁକଦେବ ପଧାନ(୪୫)। ସେ ବନେ ବଛରକେତେ ହେଲା ପକ୍ଷାଘାତ ରୋଗ୍ରେ ପୀଡ଼ିତ ଥିଲାବେଲେ ମାଏକିନା ଦେବକୀ କିଡ୍ନୀ ରୋଗ୍ରେ ବୁର୍ଲା ବଡ଼ ଡାକ୍ତରଖାନାରେ ଜୀବନ୍ ମରନ୍ ସଂଗେ…
ଏଆଇଏଫ୍ଏଫ୍ ହିରୋ ଏଲିଟ ଲିଗ୍: ୧୮ ବର୍ଷରୁ କମ୍ ଓଡ଼ିଶା ଏଫ୍ସିର ବିଜୟ
ନୂଆଦିଲ୍ଲୀ,୨୧।୧୨(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ୨ ନମ୍ବର ଟ୍ରେନିଂ ପିଚ୍ରେ ଖେଳାଯାଇଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ହିରୋ ଏଲିଟ୍ ଲିଗ୍ରେ ଓଡ଼ିଶା ଏଫ୍ସିର ୧୮ ବର୍ଷରୁ କମ୍ ଦଳ ପ୍ରଥମ ବିଜୟ ହାସଲ କରିଛି। ଓଡ଼ିଶା…
ଓଜନ ହ୍ରାସରେ ସହାୟକ ହୁଏ ତେନ୍ତୁଳି
ତେନ୍ତୁଳି ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ତେନ୍ତୁଳିର ଉପକାରୀ ଗୁଣ ବିଷୟରେ.. ଓଜନ କମ୍ କରେ ତେନ୍ତୁଳି ଖାଇଲେ ଓଜନ ହ୍ରାସ ଘଟେ। ତେନ୍ତୁଳିରେ ହାଇଡ୍ରୋସିଟ୍ରିକ୍…
ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ମଲା
ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ଗଂଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ନାଗସାପ ପଞ୍ଚମା ରୋଡ୍ରେ ଥିବା ସନ୍ଦୀପ ମୋବାଇଲ…
୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରିହେବା ପରେ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ୮୩
ମେଲବୋର୍ନ,୨୦।୧୨(ପି.ଟି.)- ଆଇପିଏଲ-୧୩ ଲାଗି ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆନ୍ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ୧୦.୭୫ କୋଟି ଟଙ୍କା କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ ଶୁକ୍ରବାର ବିବିଏଲ୍ ମ୍ୟାଚ୍ରେ ସେ ୩୯ ବଲରୁ ୮୩ ରନ୍ର…
କଟକରେ ରେକର୍ଡ ଭାଙ୍ଗିପାରନ୍ତି ରୋହିତ
ଭୁବନେଶ୍ୱର,୨୦।୧୨- କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ଏକ ବିଶେଷ ରେକର୍ଡର ଅଧିକାରୀ ହୋଇପାରନ୍ତି। ଗୋଟିଏ ବର୍ଷରେ…
ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ
ନୂଆଦିଲ୍ଲୀ,୨୦।୧୨: ରାଜସ୍ଥାନ ଜୟପୁର ବୋମା ବିସ୍ଫୋରଣ ମାମଲାର ଦୀର୍ଘ ୧୧ ବର୍ଷ ପରେ ୪ ଦୋଶୀଙ୍କୁ ଫାଶୀ ଦଣ୍ଡ ମିଳିଛି। ସ୍ପେଶାଲ କୋର୍ଟର ବିଚାରପତି ଅଜୟ କୁମାର ଶର୍ମା ୪ ଦୋଷୀଙ୍କୁ ଫାଶୀଦଣ୍ଡାଦେଶ ଦେଇଛନ୍ତି। ଦୀର୍ଘ ୧୧ ବର୍ଷ ପରେ ଏହି…
Archives


