କନିଷ୍ଠ କର୍ମଚାରୀଙ୍କୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିପାରିବେନି ବରିଷ୍ଠ, ଯଦି କରନ୍ତି ତେବେ…
ଟୋକିଓ: ଜାପାନ ସରକାର ଆସନ୍ତା ବର୍ଷ (୨୦୨୦)ରେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ କର୍ମଚାରୀଙ୍କୁ ଅଫିସ୍ କାର୍ଯ୍ୟ ପରେ ପାର୍ଟି କରିବାକୁ ଡାକି ପାରିବେ ନାହିଁ। ଯଦି ଡାକନ୍ତି,…
ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଆକ୍ରମଣ କଲା ବବ୍ଲୁ, ଭିଡିଓ ଭାଇରାଲ
ବାରିପଦା ଅଫିସ,୨୫।୧୨- ମୟୂରଭଞ୍ଜ ଜିଲା ସ୍ଥିତ ଶିମିଳିପାଳ ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍ଲୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କେବେ…
ବଢୁଛନ୍ତି ମାନସିକ ରୋଗୀ
ନୂଆଦିଲ୍ଲୀ: ଅଧିକାଂଶ ଲୋକ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା ସହ ଫିଟ୍ ରହିବା ଲାଗି ଜିମ୍ ବା ଯୋଗ ଆଦି କରୁଥିବା ଦେଖାଯାଏ। ହେଲେ କେହି ମାନସିକ ସୁସ୍ଥତା ପ୍ରତି ଧ୍ୟାନ ଦେଇ ନ ଥାନ୍ତି।…
ଗଛ କାଟି ଗଣିଲେ ୫୫ ଲକ୍ଷ
ଲଣ୍ଡନ: ଗଛ ହେଉଛି ଜୀବନ। ମାନବସମାଜ ସବୁ ଜାଣି ମଧ୍ୟ ଏହାକୁ କାଟିବା ଲାଗି ପଛାଉ ନାହିଁ। ଫଳରେ ପରିବେଶ ଖରାପ ହେବା ସହ ବିଶୁଦ୍ଧ ଅମ୍ଳଯାନ ପାଇବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଖାଲି ସେତିକି ନୁହେଁ…
ସ୍ମରଣଶକ୍ତି ବଢ଼ାଇବା ପାଇଁ ପିଲାଙ୍କୁ ଦିଅନ୍ତୁ ଏହି ଖାଦ୍ୟ…
ଭିଟାମିନ୍ ବି-୧୨ ବା କୋବାଲାମିନ୍ ଛୋଟପିଲାଙ୍କ ଶରୀର ପାଇଁ ବେଶ୍ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ ଡିପ୍ରେସନ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ। ତେଣୁ ଛୋଟପିଲାଙ୍କୁ ସୁସ୍ଥ…
ଖୋର୍ଦ୍ଧାରେ ଟ୍ରାଫିକ୍ ପୋଲିସ, ଏଏସ୍ଆଇଙ୍କ ଦାଦାଗିରି: ଲାଞ୍ଚ ନ ଦେବାରୁ ପିଟିଲେ, ଚାଲାଣ ନ କାଟି ଛଡ଼ାଇନେଲେ ୫ଶହ ଟଙ୍କା
ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଆଦର୍ଶ ଥାନା ବ୍ୟାଙ୍କ ଛକରେ ଜଣେ ଟ୍ରାଫିକ ପୋଲିସ ଓ ଆଦର୍ଶ ଥାନା ଏଏସ୍ଆଇଙ୍କର ଦାଦାଗିରି ଯୋଗୁ ବୁଧବାର ଖୋର୍ଦ୍ଧା ସହରରେ ଉତ୍ତେଜନା ଦେଖା ଦେଇଛି। ଏପରିକି ଏହାକୁ କେନ୍ଦ୍ରକରି ବ୍ୟାଙ୍କ ଛକ ନିକଟରେ…
ଅକ୍ସିଜେନ ପାର୍ଲର
ନାସିକ: ଅଣନିଃଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ। ବିଶେଷ କରି ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏହାର ମୁକାବିଲା କରିବା ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ ବିଶୁଦ୍ଧ ବାୟୁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରର ନାସିକ ରେଲଓ୍ବେ ଷ୍ଟେଶନରେ ଆରମ୍ଭ ହୋଇଛି…
ପବନରେ ଆଳୁ ଚାଷ
କର୍ନାଲ: ବଜାରରେ ଆଳୁ ଦାମ୍ ବଢ଼ି ବଢ଼ି ଚାଲିଛି। ପିଆଜ ଭଳି ଆଳୁ ଦର ମଧ୍ୟ ଏବେ କେତେକ ସ୍ଥାନରେ ବଢ଼ିବାରେ ଲାଗିଛି। ତେଣୁ ଆଳୁ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ସହ ଅତ୍ୟାଧୁନିକ ପ୍ରଣାଳୀ ଅବଲମ୍ବନ କରିବା ଉପରେ…
ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ
ଟେକ୍ସାସ୍,୨୫।୧୨: ବନଦିନ ଅବସରରେ ଟେକ୍ସାସ୍ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍ଙ୍କୁ ଚିଠି ଲେଖିଛନ୍ତି। ଏବେ ଏହି ଚିଠି ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘରୋଇ ହିଂସା…
ଇକୋ-ଓ୍ବାରିୟର ମାଳବିକା
ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟ ଏକ ଛୋଟ ଗାଁରେ ଜନ୍ମିତ ଝିଅ ମାଳବିକା କୃଷି ଓ ପରିବେଶ ଲାଗି କାର୍ଯ୍ୟ କରି ପରିବର୍ତ୍ତନ ଆଣିବେ ବୋଲି କେହି ବିଶ୍ୱାସ କରି ନ ଥିଲେ। କିନ୍ତୁ ଏବେ ତାହା ସେ ସମ୍ଭବ କରିପାରିଛନ୍ତି ଓ…
ଅଭିନୟରେ ସଫଳ ରହିଥିବା ସଲମାନ୍ ପ୍ରେମରେ ସବୁବେଳେ ବିଫଳ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାଁଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ଜୀବନରେ ତାଙ୍କର ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ହୋଇଛି। ତେବେ ପ୍ରତିଥର ଏଥିରେ ତାଙ୍କୁ ଧୋକା ମିଳିଛି । ଅଭିନୟରେ ସଫଳ ରହିଥିବା…
ଏହିସବୁ ଅଭିନେତ୍ରୀ ଦେଖିବାକୁ ଅବିକଳ ନିଜ ମା’ଙ୍କ ପରି
କିଛି ବଲିଉଡ୍ ଅଭିନେତ୍ରୀଙ୍କ ମା’ କ୍ୟାମେରା ସାମ୍ନାକୁ ଆସି ନ ଥା’ନ୍ତି ସତ ମାତ୍ର ଝିଅମାନଙ୍କ ପଛରେ ସବୁ ସମୟରେ ରହିଥା’ନ୍ତି। ସେମାନଙ୍କୁ ବହୁ ସମର୍ଥନ ଦେଇଥା’ନ୍ତି। ଏ ବୟସରେ ମଧ୍ୟ ସୌନ୍ଦର୍ଯ୍ୟତାରେ ସେମାନେ ଝିଅମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଖାସ୍…
Archives


