Home Left

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୩୫ ସାଧାରଣ ଲୋକ ଏବଂ ୮୦ ଆତଙ୍କବାଦୀ ନିହତ

ଓଗାଡୋଗୁୁ,୨୫।୧୨: ଉତ୍ତର ବୁର୍କିନା ଫାସୋରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୮୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୫ ଜଣ ସାଧାରଣ ଲୋକ ମଧ୍ୟ ନିହତ ହୋଇଥିବା ରାଷ୍ଟ୍ରପତି ରୋଚ୍‌ ମାର୍କ କାବୋରେ ସୂଚନା ଦେଇଛନ୍ତି। ନିହତ ହୋଇଥିବା ସାଧାରଣ ଲୋକଙ୍କ…

ଏହି ତେଲ ଲଗାଇଲେ ଜଣା ପଡ଼େନାହିଁ ବୟସ

ସାଧାରଣତଃ ଲୋକେ ବିଭିନ୍ନ ତେଲର ବ୍ୟବହାର କରିଥା’ନ୍ତି। ମାତ୍ର ନଡ଼ିଆ ତେଲରେ ଏପରି ଗୁଣ ରହିଛି, ଯାହାକୁ ଲଗାଇଲେ ବୟସ ବୃଦ୍ଧି ହେଲେ ମଧ୍ୟ ଜଣାପଡ଼ି ନ ଥାଏ। ଜାଣନ୍ତୁ ଏହାର ବ୍ୟବହାର ସମ୍ପର୍କରେ… ନଡ଼ିଆ ତେଲକୁ ସୌନ୍ଦର୍ଯ୍ୟର ତେଲ କୁହାଯାଏ।…

ସରକାରୀ ଜମି ଜବରଦଖଲ: ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଳ ପଞ୍ଚାୟତ କାନ୍ଦୁଲଝର ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ କରି ଅକ୍ତିଆର କରିଛନ୍ତି। ଏ ନେଇ ଗ୍ରାମବାସୀ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିବା ସହ…

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହାର ଇତିହାସ

ମେଲବର୍ନ, ୨୫।୧୨: ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ଏବଂ ପଡୋଶୀ ନ୍ୟୁଜିଲାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ପଛରେ କ’ଣ ଇତିହାସ ରହିଛି ଜାଣନ୍ତୁ।…

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟଙ୍କ ସୁରକ୍ଷା…

ମୋଦି-ଶାହ ଆଇନଜୀବୀଙ୍କ ଭଳି କଥା କହିବା ବନ୍ଦ କରନ୍ତୁ: ସିଙ୍ଘଓ୍ବୀ

ନୂଆଦିଲ୍ଲୀ,୨୫।୧୨: ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ନେଇ କଂଗ୍ରେସ ଭାଜପା କୁ ଘେରିବାରେ ଲାଗିଛି। ଏହି ମର୍ମରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଓ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି।…

ପାଳନ ହେଲା ବଡ଼ଦିନ: ବାଇବେଲ୍‌ ପାଠ ସହ ପ୍ରାର୍ଥନାରେ ପ୍ରକମ୍ପିତ ଚର୍ଚ୍ଚ ଗୃହ

ଦାରିଙ୍ଗବାଡ଼ି,୨୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ବଡ଼ଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଉଛି। ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଯିବା ସହ ମଙ୍ଗଳବାର ମଧ୍ୟରାତ୍ରରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା। ନବଯାତ…

କିଏ ସେହି ସାନ୍ତା କ୍ଲଜ୍‌, ଯାହାଙ୍କୁ ପିଲାମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି

ବଡଦିନ ଆସିଲେ ସାନ୍ତା କ୍ଲଜ୍‌ କଥା ମନେପଡେ। ବଡଦିନର ଅନ୍ୟ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସାନ୍ତା କ୍ଲଜ। ଖାସ୍‌ ଭାବେ ପିଲାଙ୍କ ମଧ୍ୟରେ ଏହି ପର୍ବକୁ ନେଇ ବେଶ୍‌ ଉତ୍କଣ୍ଠା ଖେଳିଯାଏ। କାରଣ ସାନ୍ତା କ୍ଲଜ୍‌ ପିଲାମାନଙ୍କ ପାଇଁ ଭଲ…

ଅଟଳ ଟନେଲ୍‌: ହିମାଚଳପ୍ରଦେଶ ସହିତ ଲଦାଖ୍‌ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ଯୋଗାଯୋଗ ହେବ ସହଜ

ନୂଆଦିଲ୍ଲୀ,୨୫।୧୨: ମନାଲୀଠାରୁ ଲେହ ପର୍ଯ୍ୟନ୍ତ ନିର୍ମିତ ହେଉଥିବା ରୋହତାଙ୍ଗ ଟନେଲ୍‌କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଟନେଲ୍‌ ଭାବେ ନାମିତ କରିଛନ୍ତି। ୮.୮ କିଲୋମିଟର ଦୀର୍ଘ ବିଶ୍ୱର ଏହି ଉଚ୍ଚତମ ଟନେଲ୍‌ ନିର୍ମାଣ ପାଇଁ ୨୦୦୫ରେ ୪ ହଜାର କୋଟି…

ସୂର୍ଯ୍ୟୋପରାଗ ଲାଗି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସ୍ତୁତ ହେଲା ନୀତିକାନ୍ତି

ଆରଡ଼ି,୨୫।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୂର୍ଯ୍ୟୋପରାଗ ଲାଗି ବୁଧବାର ସମସ୍ତ ନୀତିକାନ୍ତି ପ୍ରସ୍ତୁତ ହୋଇଛି । ବିରଜା ପଞ୍ଜିକା ଅନୁସାରେ ବୁଧବାର ରାତ୍ର ୮ଟା୧୯ରୁ ଗୁରୁବାର ପୂର୍ବାହ୍ନ ୧୧ଟା୨୯ ପର୍ଯ୍ୟନ୍ତ ଅନ୍ନଭୋଜନ, ପାକକର୍ମ…

ଗର୍ଭାବସ୍ଥାରେ ଦେହ ପାଇଁ ହିତ ଦେଶୀ ଘିଅ

ଗର୍ଭାବସ୍ଥାରେ ଦେଶୀ ଗାଈ ଘିଅ ଖାଇଲେ ଦେହ ପାଇଁ ହିତକର ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ, ଦେଶୀ ଘିଅରେ ପର୍ଯ୍ୟାପ୍ତ ମାତ୍ରାରେ ଓମେଗା ଫ୍ୟାଟି ଏସିଡ୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଖଣିଜ ଭରପୂର ମାତ୍ରାରେ ରହିଛି।…

ଐଶ୍ଚର୍ଯ୍ୟାଙ୍କୁ ପ୍ରତି ମାସରେ ୨୨ ହଜାର ଟଙ୍କା ଦେବେ ତେଜପ୍ରତାପ

ପାଟନା,୨୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟାର ଶୁଣାଣି ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଛି। ଭରଣପୋଷଣ ବାବଦରେ ତେଜପ୍ରତାପ ଐଶ୍ଚର୍ଯ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା ଦେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri