ସୋରେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ କେଜରିଓ୍ବାଲ
ନୂଆଦିଲ୍ଲୀ,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ୍। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଦେଶର ନାମୀ ଦାମୀ ନେତାମାନଙ୍କୁ ନିମନ୍ତ୍ରଣ ମିଳିଛି। ହେଲେ ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଯୋଗ…
ନୂଆବର୍ଷରେ ମଙ୍ଗଳରେ ଜୀବନର ସନ୍ଧାନ କରିବ ନାସା ରୋଭର
ପାସାଡ଼େନା, ୨୯।୧୨: ନୂଆବର୍ଷରେ ମଙ୍ଗଳରେ ଜୀବନ ସନ୍ଧାନ ପାଇଁ ନାସା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୨୦ ଜୁଲାଇରେ ନାସା ପକ୍ଷରୁ ଏକ ସ୍ବତନ୍ତ୍ର ରୋଭର ମଙ୍ଗଳରେ ଜୀବନ ଖୋଜିବା ଲାଗି ଛଡ଼ାଯିବ। ଗତ ସପ୍ତାହରେ ଏହାର ପରୀକ୍ଷଣ ସଫଳତାର…
ପେଜାଭର ମଠର ମୁଖ୍ୟ ବିଶ୍ୱେଶ ତୀର୍ଥ ସ୍ବାମୀଙ୍କ ପରଲୋକ
ବେଙ୍ଗାଲୁରୁ,୨୯।୧୨: କର୍ନାଟକ ପେଜାଭର ମଠର ମୁଖ୍ୟ ବିଶ୍ୱେଶ ତୀର୍ଥ ସ୍ବାମୀଙ୍କର ରବିବାର ସକାଳେ ୮୮ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ଗତ ୨୦ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶନିବାର ସେ…
୪୬ ବର୍ଷରେ ଟ୍ବିଙ୍କିଲ୍: ଫିଲ୍ମ ଫ୍ଲପ୍ ହେବାରୁ ଅକ୍ଷୟଙ୍କୁ କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନା ରବିବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ବରଶାତ୍ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ଜୁଲ୍ମୀ, ବାଦଶାହ, ଇଣ୍ଟରନ୍ୟାସନାଲ୍ ଖିଲାଡ଼ି…
ଆରମ୍ଭ ହେଲା ଭୁବନେଶ୍ୱର-ସୁରଟ ବିମାନ ଟିକେଟ ବୁକିଂ
ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟ ବିମାନ ଯାତ୍ରା ପାଇଁ ଏୟାର ଇଣ୍ଡିଆ ଟିକେଟ ବୁକିଂ ଆରମ୍ଭ କରିଛି। ଜାନୁୟାରୀ ୨୦ରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ସପ୍ତାହକୁ ଦୁଇଥର ଅର୍ଥାତ୍ ସୋମବାର ଓ ଗୁରୁବାର ସୁରଟ ଯିବାକୁ…
ରବିନା ଟଣ୍ଡନଙ୍କ ବିରୋଧରେ ମାମଲା
ବିଡ୍ (ମହାରାଷ୍ଟ୍ର),୨୯ା୧୨: ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଫାରା ଖାନ୍ ଏବଂ ହାସ୍ୟାଭିନେତା ଭାରତୀ ସିଂଙ୍କ ବିରୋଧରେ ଶନିବାର ମହାରାଷ୍ଟ୍ରର ବିଡ୍ରେ ମାମଲା ରୁଜୁ ହୋଇଛି। ଏକ ଟିଭି ଶୋ’ରେ ସେମାନେ ଖ୍ରୀଷ୍ଟିୟାନମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା…
ଭାଜପା ଆଇଟି ସେଲ୍ ମୁଖ୍ୟଙ୍କୁ ଏଡିଟର୍ସ ଗିଲ୍ଡର ସମାଲୋଚନା
ନୂଆଦିଲ୍ଲୀ,୨୯ା୧୨(ପି.ଟି.): ଖବରଦାତା ରାଜଦୀପ୍ ସାରଦେଶାଇଙ୍କ ବିରୋଧରେ ଅନ୍ଲାଇନ ମତାମତ ସଂଗ୍ରହ କରୁଥିବା ଭାଜପା ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବ୍ୟଙ୍କୁ ଏଡିଟର୍ସ ଗିଲ୍ଡ ପକ୍ଷରୁ ସମାଲୋଚନା କରାଯାଇଛି। ଏହାକୁ ପ୍ରତ୍ୟାହାର କରିନେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଡିଟର୍ସ ଗିଲ୍ଡ…
ଭାଜପାକୁ ୟଶ୍ଓ୍ବନ୍ତ ସିହ୍ନାଙ୍କ ସମାଲୋଚନା: ଦୁର୍ଯ୍ୟୋଧନ, ଦୁଃଶାସନଙ୍କୁ ସାବଧାନ
ନୂଆଦିଲ୍ଲୀ,୨୯ା୧୨(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍ଓ୍ବନ୍ତ ସିହ୍ନା ଶନିବାର ଭାଜପା ଉପରେ ବର୍ଷିଛନ୍ତି। ଦେଶବ୍ୟାପୀ ସିଏଏ ବିରୋଧୀ ବିକ୍ଷୋଭ ଜାରି ରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ‘ଟୁକ୍ଡ଼େ ଟୁକ୍ଡ଼େ’ ମନ୍ତବ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ମନ୍ତବ୍ୟ ଭାରି ମାରାତ୍ମକ ବୋଲି…
‘ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମସ୍ତଙ୍କ ଅଧିକାର’
ନୂଆଦିଲ୍ଲୀ,୨୯ା୧୨(ପି.ଟି.): ସିଏଏକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ ଗଣତନ୍ତ୍ରରେ ପ୍ରତିବାଦ କରିବା ଅଧିକାର ସମସ୍ତଙ୍କର ରହିଛି ବୋଲି ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ କହିଛନ୍ତି। ତେବେ ଏହା ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। କୌଣସି ପ୍ରସଙ୍ଗ…
ସେନାଧ୍ୟକ୍ଷଙ୍କୁ ଚିଦାମ୍ବରମଙ୍କ ପରାମର୍ଶ: ନିଜ କାମରେ ସୀମିତ ରୁହ
ଥିରୁଭାନନ୍ତପୁରମ୍,୨୯ା୧୨: ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାଓ୍ବତ୍ ନିଜ କାମ ଭିତରେ ସୀମିତ ରୁହନ୍ତୁ, ରାଜନେତାଙ୍କୁ ଶିକ୍ଷାଦେବା ବନ୍ଦକରନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ ଶନିବାର କହିଛନ୍ତି। ରାଜନେତାମାନେ ସେନା ଅଧିକାରୀଙ୍କୁ କିଭଳି ସେମାନଙ୍କ କାର୍ଯ୍ୟ କରିବାକୁ ହୁଏ କୁହନ୍ତି…
ଶପଥ ନେବେ ହେମନ୍ତ ସୋରେନ
ରାଞ୍ଚତ୍,୨୯ା୧୨(ଆଇଏଏନ୍ଏସ୍): ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ରବିବାର ଶପଥ ଗ୍ରହଣ କରିବେ। ଏହି ଅବସରରେ ବିରୋଧୀ ଦଳ ଶକ୍ତିପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହେଉଛି। ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ…
ବ୍ୟଙ୍ଗ ଚିତ୍ରକର ବିକାଶ ସାବ୍ନିସଙ୍କ ଦେହାନ୍ତ
ମୁମ୍ବାଇ,୨୯ା୧୨(ପି.ଟି.): ଜଣାଶୁଣା ବର୍ଷୀୟାନ ବ୍ୟଙ୍କ ଚିତ୍ରକର ବିକାଶ ସାବ୍ନିସ୍ଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ବାଲ୍ ଠାକ୍ରେଙ୍କ ରାଜନୈତିକ ବ୍ୟଙ୍ଗ ସାପ୍ତାହିକ ପତ୍ରିକା ‘ମାର୍ମିକ’ରେ ୧୨ ବର୍ଷ କାର୍ଯ୍ୟ କରିବା ପରେ…
Archives


