Home Left

ତାମ୍ପରାରେ ବୋଟିଂ ମଜାନେଲେ ପର୍ଯ୍ୟଟକ

ଛତ୍ରପୁର,୨ା୧(ଡି.ଏନ.ଏ)- ନୂତନ ବର୍ଷର ପ୍ରଥମ ଦିନରେ ବୁଧବାର ଛତ୍ରପୁର ଉପକଣ୍ଠ ହୁମ୍ମର ତାମ୍ପରା ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଏଠାରେ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ସହ…

ବୈଷୟିକ ଜ୍ଞାନ କୌଶଳ ସହ ବିଜ୍ଞତାର ଉପଯୋଗ କର: ମନ୍ତ୍ରୀ

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସ୍ତରରେ କାର୍ଯ୍ୟକରୁଥିବା ଲୋକ ସମ୍ପର୍କ ଅଧିକାରୀଙ୍କ ନିକଟରେ ବିଜ୍ଞତା ରହିଛି। ଏବେ ବୈଷୟିକ ଜ୍ଞାନ କାୈଶଳ ଉନ୍ନତ ହୋଇଛି। ତେଣୁ ବୈଷୟିକ ଜ୍ଞାନକାୈଶଳ ସହ ବିଜ୍ଞତାର ଉପଯୋଗ କର। ଏହାର ସୁପରିଚାଳନା ହେଲେ ରାଜ୍ୟର ବିକାଶର ଧାରା…

ଛୁଟିରେ ଡାକ୍ତର, ରୋଗୀ ଛଟପଟ

ଭଞ୍ଜନଗର,୨।୧(ଡି.ଏନ୍‌.ଏ.)- ଭଞ୍ଜନଗର ଉପଖଣ୍ଡ ହସ୍‌ପିଟାଲ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ହସ୍‌ପିଟାଲ। ଉକ୍ତ ହସପିଟାଲକୁ ଜିଲା ହସପିଟାଲ ଠାରୁ ଅଧିକ ରୋଗୀ ଦୈନନ୍ଦିନ ଆସନ୍ତି। ଚାହିଦାକୁ ଦେଖି ଭିତ୍ତିଭୂମି ସୁଦୃଢ଼ କରାଯାଇଛି। କିନ୍ତୁ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯାଉନାହିଁ। ଯେଉଁଥିପାଇଁ ଅଧିକାଂଶ…

ପ୍ଲାନେଟାରିୟମ୍‌ରେ ୧,୮୪୯ ପର୍ଯ୍ୟଟକ: ୧୨ ଦିନରେ ସର୍ବାଧିକ ଆୟ

ଭୁବନେଶ୍ୱର, ୨ା୧ (ବ୍ୟୁରୋ): ନୂଆବର୍ଷ ପାଇଁ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌କୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି। ବୁଧବାର ସକାଳ ୧୦ଟାରେୁ ରାତି ୭ଟା ମଧ୍ୟରେ ମୋଟ ୧୮୪୯ ଜଣ ପର୍ଯ୍ୟଟକ ପ୍ଲାନେଟାରିୟମ୍‌ ବୁଲିବା ସହ ଶୋ’ ଦେଖିଛନ୍ତି। ଗହଳିକୁ ଲକ୍ଷ୍ୟ କରି…

‘ଗୋ ଗ୍ରୀନ୍‌’ ଅଭିଯାନ ଶୁଭାରମ୍ଭ: ନୂଆବର୍ଷରେ ବୃକ୍ଷ, ପୁସ୍ତକ, ସୂତା ବ୍ୟାଗ ଉପହାର ଦେଲା ବିଏମ୍‌ସି

ଭୁବନେଶ୍ୱର, ୨ା୧ (ବ୍ୟୁରୋ): ସ୍ବଚ୍ଛତା ଏବଂ ସବୁଜିମାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିକ ଗୁରୁତ୍ୱ ଦେଇଛି। ନୂଆବର୍ଷରେ ନୂଆ ଚିନ୍ତାଧାରାକୁ ଆପଣାଇଛି। ବୁଧବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ‘ଗୋ ଗ୍ରୀନ୍‌’ ଅଭିଯାନର ଶୁଭାରମ୍ଭ କରିବା ସହ ଭୁବନେଶ୍ୱରର ନାଗରିକଙ୍କୁ…

ଗ୍ୟାସ୍‌, ରେଳଭଡ଼ା ବୃଦ୍ଧି: ଆନ୍ଦୋଳନ କରିବ ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ନୂଆବର୍ଷରେ ରେଳଭଡ଼ା ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ଦେଶବାସୀଙ୍କୁ ମୋଦି ସରକାରଙ୍କ ଉପହାର। କେନ୍ଦ୍ର ସରକାରଙ୍କ ଏହି ଦୁଇ ନିଷ୍ପତ୍ତିକୁ ବିରୋଧ କରି ସମାଜବାଦୀ ପାର୍ଟିର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଏଭଳି ସମାଲୋଚନା କରିଛି। ମୋଦି ସରକାରରେ…

ଶ୍ରୀମନ୍ଦିର ହୁଣ୍ଡିରେ ନୂଆବର୍ଷ ଭିଡ଼ର ପ୍ରଭାବ: ବାହାରିଲା ୧୧ଲକ୍ଷ ୪୬ ହଜାର ଟଙ୍କା

ପୁରୀ ଅଫିସ, ୨ା୧: ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଏହାର ପ୍ରଭାବ ଶ୍ରୀମନ୍ଦିର ହୁଣ୍ଡିରେ ବି ପଡ଼ିିଛି।…

ଚାହିଦା ଥାଇ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୨ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ବଣପାହାଡରୁ ମିଳୁଥିବା ଖାଦ୍ୟଶସ୍ୟ ଫଳମୂଳ, ପନିପରିବା ଆଦିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି । କିନ୍ତୁ ଉପଯୁକ୍ତ ସହାୟତା ଓ ବଜାରର ଅଭାବ ଯୋଗୁ ବନବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷ କରି ବେପାରୀମାନଙ୍କ ଦୌରାତ୍ମ୍ୟ ଯୋଗୁ ଅନେକ…

ଦୃଷ୍ଟିହୀନ ଯୋଗୁ ଭିଡ଼ରେ ଶ୍ରୀମନ୍ଦିର ଯାଇପାରିଲେନି: ମାର୍କେଟ ଛକରେ ଶ୍ରୀଜୀଉଙ୍କୁ ଦୁଃଖ ଜଣାଇଲେ ପ୍ରକାଶ

ପୁରୀ ଅଫିସ, ୨ା୧ : ବହୁତ ଆଶା ନେଇ ଶ୍ରୀକ୍ଷେତ୍ର ଆସିଥିଲି। ପୂର୍ବରୁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ଯେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ସକାଳେ ମୁଁ ସ୍ତ୍ରୀଙ୍କ ସହିତ…

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଉଦଳା,୨ା୧(ଡି.ଏନ୍‌.ଏ.)- ନୂଆ ବର୍ଷକୁ ସ୍ବାଗତ କରିବା ନିମନ୍ତେ ସମସ୍ତେ ମସଗୁଲ୍‌ ଥିବା ବେଳେ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଆମ୍ବଡିହା ଗ୍ରାମରେ ଏକ ଅଘଟଣ ଘଟିଛି। ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ…

ପୁରୀ ସେବା ସମିତିର ବସନ ସେବା: ବସ୍ତ୍ର ପାଇ ଖୁସିରେ ଫେରିଲେ ୨ ବନ୍ଧୁ

ପୁରୀ ଅଫିସ,୨ା୧: ନୂତନ ବର୍ଷ ଅବସରରେ ପୁରୀ ସେବା ସମିତି ପକ୍ଷରୁ ମରିଚିକୋଟ ସ୍ଥିତ କାର୍ଯ୍ୟାଳୟ ଆଗରେ ବସନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବହୁ ଗରିବ, ଅସହାୟ ବ୍ୟକ୍ତିଙ୍କୁ ପ୍ୟାଣ୍ଟସାର୍ଟ, ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ତେବେ ସୁବର୍ଣ୍ଣପୁରରୁ ଆସିଥିବା ଦୁଇଜଣ…

ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନବବର୍ଷକୁ ସ୍ବାଗତ

ବାରିପଦା ଅଫିସ,୨ା୧- ବାରିପଦା ଶହୀଦ ପଡ଼ିିଆଠାରେ ସାମାଜିକ ଅନୁଷ୍ଠାନ କ୍ଲବ ଫ୍ରେଣ୍ଡଶିପ ପକ୍ଷରୁ ମଙ୍ଗଳବାର ରାତିରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନବବର୍ଷକୁ ସ୍ବାଗତ କରାଯାଇଛି। ଅତିଥିମାନଙ୍କୁ ଗୋଟିଏ ଗୋଟିଏ ଚାରା ଗଛ ପ୍ରଦାନ କରି ଅନୁଷ୍ଠାନ ପରିବେଶ ସୁରକ୍ଷା ବାର୍ତ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri