ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ
ମୁମ୍ବାଇ,୨-୧: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନୂଆ ଆପ୍ଲିକେଶନକୁ ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ଲିକେଶନର ନାମ ମୋବାଇଲ…
ଡାକ୍ତରଖାନାରେ ତାଲା: ଦୁର୍ଘଟଣାରେ ଗୁରୁତର ବୃଦ୍ଧା ପାଇ ପାରିଲେନି ଚିକିତ୍ସା
ଭଟଲି, ୨ା୧(ଡି.ଏନ.ଏ.) ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ସାକାର କରିବା ପାଇଁ ସମସ୍ତ ଅଧିକାରୀ ତତ୍ପର। ସେପଟେ ୫ଟି ସଚିବ ବିଭିନ୍ନ ଜିଲା ମୁଖ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ଜିଲା ମୁଖ୍ୟ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଚକାଚକ୍ ହୋଇଯାଇଛି। ମାତ୍ର…
ନଚାଇଲେ ରିୟା, ଝୁମାଇଲେ ଦୀପ୍ତିରେଖା
ଢେଙ୍କାନାଳ ଅଫିସ, ୨ା୧ – ଢେଙ୍କାନାଳ ଶିବମଣ୍ଡପ ସନ୍ତୋଷୀ ଗାର୍ଡେନରେ ରାଇଜିଂଷ୍ଟାର କ୍ଲବ ପକ୍ଷରୁ ବୁଧବାର ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ନବବର୍ଷକୁ ସ୍ବାଗତ କରାଯାଇଛି। ଓଲିଉଡ ଅଭିନେତ୍ରୀ ରିୟାଙ୍କ ମନଛୁଅଁା ନୃତ୍ୟ ଏବଂ ଦୀପ୍ତିରେଖାଙ୍କ ସଙ୍ଗୀତର ଯାଦୁ ଶୀତୁଆ ସନ୍ଧ୍ୟାରେ…
ପାଣି ପଏଣ୍ଟରେ ଟ୍ୟାପ୍ ନାହିଁ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି
ବଅଁରପାଳ,୨।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ତଳମୂଳ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ପାନୀୟ ଜଳ ମୁନ୍ଦେ ପାଇଁ ଅନେକ ସ୍ଥାନରେ ଲୋକ ଡହଳ ବିକଳ ହେଉଥିବାବେଳେ ଏଠାରେ ଅନବରତ ପାଣି ପ୍ରବାହିତ ହୋଇ କୃତ୍ରିମ…
ଧୁମ୍ଧାମ୍ରେ ପାଳନ ହେଲା ନୂତନବର୍ଷ: ସକାଳେ ଦିଅଁ ଦର୍ଶନ, ସନ୍ଧ୍ୟାରେ ପାର୍କରେ ଭିଡ଼
ଅନୁଗୋଳ ଅଫିସ, ୨ା୧ – ନୂଆ ଉତ୍ସାହ। ନୂଆ ଉଦ୍ଦୀପନା। ପ୍ରିୟଜନଠାରୁ ଆରମ୍ଭ କରି ବନ୍ଧୁ, ସମ୍ପର୍କୀୟଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ସଭିଏଁ। ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଯୁବପିଢ଼ି। ସାରା ରାତି ଜିରୋ ନାଇଟ ସେଲିବ୍ରେଶନରେ ବିତିଥିବାବେଳେ ସକାଳୁ…
ନୂଆବର୍ଷରେ ହାର୍ଦ୍ଦିକଙ୍କ ନିର୍ବନ୍ଧ
ନୂଆଦିଲ୍ଲୀ,୨।୧ (ପି.ଟି.)- ନୂଆବର୍ଷର ପ୍ରଥମ ଦିନରେ ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିର୍ବନ୍ଧ କଥା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନ୍କୋଭିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛିି। ଇନ୍ଷ୍ଟାଗ୍ରାମ୍ରେ ପାଣ୍ଡ୍ୟା ଏ ନେଇ…
ନାରୀ ସୁରକ୍ଷା ଉପରେ ଫୋକସ: ଆଜି ଦାୟିତ୍ୱ ନେବେ ୩୦୦ ମହିଳା ଏସ୍ପିଓ
ଭୁବନେଶ୍ୱର,୨ା୧(ବ୍ୟୁରୋ): ଏଣିକି ରାଜଧାନୀରେ ମହିଳାଙ୍କୁ ସୁରକ୍ଷା ଦେବେ ମହିଳା। ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମହିଳା ସ୍ପେଶାଲ ପୋଲିସ ଅଫିସର(ଏସ୍ପିଓ) ଗଠନ କରାଯାଇଛି। ତେବେ ଗୁରୁବାର ଏହି ଏସ୍ପିଓମାନେ ଦାୟିତ୍ୱ…
ସାଇକେଲରେ ସବୁଜ ବାହିନୀର ସଚେତନତା
ବ୍ରହ୍ମପୁର ଅଫିସ,୨ା୧- ନୂତନ ବର୍ଷକୁ କିଛି ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବ୍ରହ୍ମପୁର ସବୁଜ ବାହିନୀ କର୍ମକର୍ତ୍ତା । ନୂତନ ବର୍ଷରୁ ଗୃହ ମଧ୍ୟରେ ଚାରା ତଥା ଅନ୍ତଃଗୃହ ଚାରା ରୋପଣ ଦିଗରେ ଜନସଚେତନତା ଆରମ୍ଭ କରିଛନ୍ତି। ପୂର୍ବରୁ ସବୁଜ ବାହିନୀ…
‘ଥିଲେ ଦିଅ, ନଥିଲେ ନିଅ’
ଭୁବନେଶ୍ୱର,୨ା୧(ବ୍ୟୁରୋ): ଶୀତ ଆନ୍ଦୋଳନର ପ୍ରବର୍ତ୍ତକ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ଉଡ୍ର ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ବାପୁଜୀ ନଗରସ୍ଥିତ ପ୍ୟାରିସ୍ ବେକେରି ଆଉଟ୍ଲେଟ୍ରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି। ‘ଥିଲେ ଦିଅ, ନ ଥିଲେ ନିଅ’…
ସହରକୁ ସ୍ବଚ୍ଛ, ସୁନ୍ଦର କରିବାକୁ ସଙ୍କଳ୍ପ
ବ୍ରହ୍ମପୁର ଅଫିସ,୨ା୧- ନୂତନବର୍ଷରେ ବହୁ ନୂଆ ପଦକ୍ଷେପ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରବାସୀ ଘର ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ନେଇ ବିଏମ୍ସି ପକ୍ଷରୁ ଅର୍ବାନ ସେବା ଆପ୍ର ଶୁଭାରମ୍ଭ କରାଯାଇଛି। ସେହିପରି ସହରରେ ଆପରାଧିକ…
ଟ୍ରକ ଧକ୍କାରେ ଅଟୋ ଚାଳକ ମୃତ
ବାଲିଅନ୍ତା,୨ା୧(ଡି.ଏନ୍.ଏ): ନୂଆବର୍ଷ ଲାଗି ଚାରିଆଡ଼େ ଉତ୍ସବର ମାହୋଲ ଚାଲିଥିବାବେଳେ ବାଲିଅନ୍ତା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲିଅନ୍ତା- ଭିଙ୍ଗାରପୁର ରାସ୍ତାର ବେଣୁପୁର ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଭୋର ୪ଟାରେ ଏକ ଟ୍ରକ ଧକ୍କାରେ ଜଣେ ଅଟୋ…
ନନ୍ଦନକାନନ: ୩୫ହଜାର ପର୍ଯ୍ୟଟକ
ବାରଙ୍ଗ,୨ା୧(ଡି.ଏନ୍.ଏ): ନୂଆବର୍ଷର ପ୍ରଥମ ଦିନରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ୩୫ହଜାର ୮୪୭ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦ୍ଦେଶ ଜୟନ୍ତ କୁମାର ଦାଶ କହିଛନ୍ତି। ଗତ କିଛିଦିନ ତଳେ ନନ୍ଦନକାନନର ପ୍ରତିଷ୍ଠା ଦିବସରେ ନୂଆ ଏନ୍କ୍ଲୋଜରରେ ଛଡ଼ାଯାଇଥିବା ଦୁଇ କଳାଲୋମଯୁକ୍ତ ବାଘଛୁଆକୁ ଦେଖିବା…
Archives


