Home Left

ଆଇଟିର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ଓଡ଼ିଶା-ୟୁପି, ୨ ରାଜ୍ୟର ଆଇଟି ମନ୍ତ୍ରୀଙ୍କ ସାକ୍ଷାତ

ଭୁବନେଶ୍ୱର,୫।୧(ବ୍ୟୁରୋ): ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏବଂ ଉତ୍ତର ପ୍ରଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଉଭୟ ରାଜ୍ୟର ଆଇଟି ବିଭାଗ ମନ୍ତ୍ରୀଙ୍କ ମଧ୍ୟରେ ଏନେଇ ଏକ ସୌଜନ୍ୟମୂଳକ ସାକ୍ଷାତ ଅନୁଷ୍ଠିତ ହୋଇଯାଇଛି। ୟୁପି ଆଇଟି ରାଷ୍ଟ୍ରମନ୍ତ୍ରୀ ଅଜିତ…

ପେପର କୋଲାଜ୍‌ ପେଣ୍ଟିଙ୍ଗ୍‌

ପେଣ୍ଟିଙ୍ଗ୍‌ ମାନେ ଆମେ କାନ୍‌ଭାସ ଉପରେ ରଙ୍ଗ ତୂଳୀରେ ଅଙ୍କା ଯାଇଥିବା ଚିତ୍ର କଥା ବୁଝିଥାଉ। କିନ୍ତୁ ବିନା ରଙ୍ଗ ତୂଳୀରେ ପେଣ୍ଟିଙ୍ଗ୍‌ ବି ହୋଇପାରେ ବୋଲି କେବେ ଭାବିଛନ୍ତି। ଏହାକୁ ସତ କରି ଦେଖାଇଛନ୍ତି କୋଲାଜ୍‌ ଆର୍ଟିଷ୍ଟ ଅଲବିନ୍‌ ତଲିକ।…

ସୁନାର ସାଫା

ରାଜସ୍ଥାନୀ ପୋଷାକରେ ସାଫା ବା ପଗଡ଼ିର ସ୍ଥାନ ସ୍ବତନ୍ତ୍ର। ଏହା ଏକ ପାରମ୍ପରିକ ପରିଧାନ । ପ୍ରାୟ ୭୦-୮୦ ବର୍ଷ ପୂର୍ବେ ରାଜପୁତମାନେ ସୁନାର ସାଫା ପିନ୍ଧୁଥିଲେ। ତେବେ ଆମେ ଏଠି ଯେଉଁ ସାଫା କଥା କହୁଛୁ, ସେ ଟିକେ ଖାସ୍‌।…

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ

ଭୁବନେଶ୍ୱର,୫।୧(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଭାଜପା ପକ୍ଷରୁ ରବିବାରଠାରୁ ଜନଜାଗରଣ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡ଼ିଶା ଆସୁଛନ୍ତି। କୁଲସ୍ତେ ରବିବାର କେନ୍ଦ୍ରାପଡା ଜିଲା ମହାକାଳପଡାଠାରେ ସର୍ବଭାରତୀୟ ସ୍ତରରେ…

ଭାଜପା ନେତାଙ୍କ ନାଁରେ ମାମଲା ରୁଜୁ

ଇନ୍ଦୋର,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟଙ୍କ ସମେତ ୩୫୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୟୋଗୀତାଗଞ୍ଜ ପୋଲିସ ଷ୍ଟେଶନରେ ଏମାନଙ୍କ ନାଁରେ ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଡିଭିଜନାଲ କମିଶନର ଆକାଶ…

‘ବିଦେଶିନୀ’ର ଆଲୋକ

ଶିବାନୀ ଗଣନାଟ୍ୟ ପ୍ରଯୋଜିତ ‘ବିଦେଶିନୀ’ ନାଟକ ଦେଖିଥିବା ଦର୍ଶକେ ନିଶ୍ଚୟ ମନେରଖିଥିବେ ଆଲୋକ ଦାସ ମହାପାତ୍ରଙ୍କୁ। କାରଣ ଆଲୋକ ହେଉଛି ବିଦେଶିନୀର ସ୍ବାମୀ। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି ପ୍ରିୟ ନାରାୟଣ ତ୍ରିପାଠୀ। ଯାତ୍ରା ଜଗତରେ ସେ…

ସୀମାଚଳମ୍‌ରୁ ଫେରିବାବେଳେ ଦୁର୍ଘଟଣା: ଚାଲିଗଲା ୨ ପରିବାରର ୫ ଜୀବନ

ଭୁବନେଶ୍ୱର (ବ୍ୟୁରୋ)/ ପାତ୍ରପୁର(ଡି.ଏନ୍‌.ଏ),୫।୧: ପୁଅର ମୁଣ୍ଡନ ପାଇଁ ଭୁବନେଶ୍ୱରରୁ ୨ଟି ପରିବାର ଏକ କାର୍‌ ଯୋଗେ ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଶ୍ରୀବରାହଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥିଲେ। ଶୁକ୍ରବାର ସେଠାରେ ମୁଣ୍ଡନ ସାରିବା ପରେ ବୁଲାବୁଲି କରି ରାତିରେ ହସଖୁସିରେ ଫେରୁଥିଲେ। ମାତ୍ର ନିୟତି ଥିଲା…

ଯୁବାବସ୍ଥାରେ ହାଇପର୍‌ଟେନ୍‌ସନ

ବର୍ତ୍ତମାନ ଯୁବାବସ୍ଥାରେ ଅନେକଙ୍କଠାରେ ହାଇପର୍‌ଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଆଜିର ଯୁବପିଢ଼ିଙ୍କ ଅସନ୍ତୁଳିତ ଖାଦ୍ୟାଭ୍ୟାସ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ମୁଖ୍ୟତଃ ଦାୟୀ। ତେବେ ଏହା ଯେପରି ଭବିଷ୍ୟତରେ ଅନ୍ୟ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ୟା ନ…

ବିଳମ୍ବରେ ଚାଲୁଛି ୨୬ ଟ୍ରେନ୍‌

ନୂଆଦିଲ୍ଲୀ,୫।୧: ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ପାରଦ ମାଇନସ୍‌ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛି। ରବିବାର ନର୍ଥ ରେଲଓ୍ବେର ପ୍ରାୟ ୨୬…

କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୧୦

ଜୟପୁର,୫।୧: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ ହସ୍ପିଟାଲରେ ରବିବାର ସକାଳ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ଶନିବାର ଏହି ଘଟଣାର ଯାଞ୍ଚ ପାଇଁ ଏକ କେନ୍ଦ୍ରୀୟ ଟିମ୍‌ କୋଟା ହସ୍ପିଟାଲରେ ପହଞ୍ଚିଥିବା ବେଳେ ପୁଣିଥରେ ରବିବାର ଶିଶୁ…

ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ: ୧୦ ସୁଦ୍ଧା ଦାଖଲ କଲେ ହିଁ ଛାଡ଼ହେବ ବିଳମ୍ବ ଶୁଳ୍କ

କଟକ ଅଫିସ,୫।୧: ଜିଏସ୍‌ଟି ଆଇନ ପ୍ରଣୟନ ପରଠାରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାକିଥିବା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ ନିମନ୍ତେ ସରକାର ବିଳମ୍ବ ଶୁଳ୍କ ଛାଡ଼ କରିଛନ୍ତି। ଗତ ଜିଏସ୍‌ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୨୦୨୦ ଜାନୁୟାରୀ ୧୦…

ଚନ୍ଦକା ଗଲେ ୭ ଚିତ୍ରାହରିଣ: ଶାଗୁଣା ଅଣ୍ଡା, କଟାସ ଆସିଲା ଡାକ୍ତରଖାନା

ବାରଙ୍ଗ,୫।୧(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିତ୍ରାହରିଣମାନଙ୍କ ସଂଖ୍ୟା ଗତ କିଛିଦିନ ମଧ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଚିତ୍ରାହରିଣଙ୍କୁ ଚନ୍ଦକା ଜଙ୍ଗଲରେ ଛାଡିବାର ଅଭିଯାନ ଆରମ୍ଭ କରିଛନ୍ତି। ଏ ନେଇ ଶନିବାର ଚତୁର୍ଥ ପର୍ଯ୍ୟାୟରେ ୭ଟି ଚିତ୍ରାହରିଣକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri