Home Left

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଗତମାସ ୨୧ ତାରିଖରେ ଭିତର ସେବାୟତ ନିଯୋଗ କୋଠା ଭଙ୍ଗା ସରିବା ପରେ ଉଚ୍ଛେଦ କାର୍ଯ୍ୟକୁ ପ୍ରଶାସନ ବନ୍ଦ ରଖିଥିଲା। ନୂଆବର୍ଷ ଥିବାରୁ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି…

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ନିଖୋଜ କନିଷ୍ଠ ଯନ୍ତ୍ରୀ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହରଡାଗୁଡା ନିକଟସ୍ଥ ମୂଷା ମାଟି ଜଙ୍ଗଲରୁ ଏସ୍‌ଡିପିଓଙ୍କ ଉପସ୍ଥିତିରେ ବିସିଂହପୁର ପୋଲିସ ରାଓଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣକୁ…

ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର ନିଜ ଝିଅଙ୍କ ବିବାହ କାର୍‌କୁ ଗୋବର ଲେପ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ। ଗୋବରର…

ଏସିଆର ପରିଷ୍କାର ଗାଁ: ଲୋକେ କୁହନ୍ତି ଭଗବାନଙ୍କ ବଗିଚା…

ଏପରି ଏକ ଗାଁ ରହିଛି ଯେଉଁଠି ସଫେଇ ପାଇଁ ସରକାରଙ୍କ ଉପରେ ନିର୍ଭର କରି ନ ଥାନ୍ତି ଏଠାକାର ବାସିନ୍ଦା। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଗଁାକୁ ସଫା ସୁତୁରା ରଖିବା ପାଇଁ ଦିନସାରା ଲାଗି ରୁହନ୍ତି। ପରିବେଶକୁ ସୁନ୍ଦର…

୮ରେ ଭାରତ ବନ୍ଦ: ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ବାତିଲ

ଭୁବନେଶ୍ୱର, ୭।୧(ବ୍ୟୁରୋ): ୧୨ ଦଫା ଦାବି ନେଇ ୧୦ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।…

ଯୁବତୀଙ୍କ ଅଧିକ ପସନ୍ଦ ଚଷମା ପିନ୍ଧୁଥିବା ଯୁବକ…

ପ୍ରେମ ଏକ ସ୍ବର୍ଗୀୟ ଅନୁଭୁତି। ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଯୁବତୀମାନେ ପ୍ରେମ ପାଇଁ ଯୁବକଙ୍କ ପାଖରେ କେତେକ ନିଦ୍ଦିଷ୍ଟ ଗୁଣ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ସାଧାରଣତଃ ଚଷମା ପିନ୍ଧୁଥିବା ଯୁବକଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି ବୋଲି ପରଫେକ୍ଟ ଗ୍ଲାସ୍‌…

ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲର ଉଦ୍‌ଘାଟନ କଲେ ରୂପାନି

ଅହମ୍ମଦାବାଦ,୭।୧: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଙ୍ଗଳବାର ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ ୨୦୨୦ର ଉଦ୍‌ଘାଟନ କରିଛନ୍ତି। ‘ମକର ସଂକ୍ରାନ୍ତି’ ବା ‘ଉତ୍ତରାୟନ’ ଉତ୍ସବ ଅବସରରେ ୧୯୮୯ ମସିହାରୁ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଛି ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ। ପ୍ରତିବର୍ଷ ଏଠାରେ ଗୁଡି(କାଇଟ୍‌)ର ମୂଲ୍ୟ…

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ ଦେଖାଗଲେ ମଧ୍ୟ କୌଣସି ସୁତକ ଲାଗୁ ହେବନି। ଦେବନୀତି ସ୍ବାଭାବିକ ଭାବେ କରାଯିବ। ସାଧାରଣତଃ…

ରିଲିଜ୍‌ ହେଲା ‘ଛପାକ’ର ନୂଆ ପୋଷ୍ଟର

ମୁମ୍ବାଇ: ନିର୍ଦ୍ଦେଶକ ମେଘନା ଗୁଲଜାର ତାଙ୍କ ଅଗାମୀ ଫିଲ୍ମ ‘ଛପାକ’ ମାଧ୍ୟମରେ ଦର୍ଶକଙ୍କୁ ଜଣେ ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କ ପ୍ରେରଣାଦାୟୀ କାହାଣୀ ସହ ପରିଚିତ କରାଇବାକୁ ପ୍ରସ୍ତୁତ ହୋଇସାରିଲେଣି। ଫିଲ୍ମରେ ‘ମାଳତି’ ଭୂମିକାରେ ଅଭିନୟ କରୁଥିବା ନାୟିକା ଦୀପିକା ପାଦୁକୋନ ତାଙ୍କର…

ଟ୍ରାଡିଶନାଲ ଓ ଓ୍ବେଷ୍ଟର୍ନ ସ୍ବେଟର୍ସ

ସାଧାରଣତଃ ନିଜକୁ ଉଷୁମ ରଖିବା ପାଇଁ ଅନେକେ ରଙ୍ଗ ବେରଙ୍ଗ ଷ୍ଟାଇଲିଶ୍‌ ସ୍ବେଟର୍ସ ପରିଧାନ କରିଥାନ୍ତି । ଏହା ସହ ଆମର ଲୁକ୍‌କୁ ମଧ୍ୟ ପରଫେକ୍ଟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଥଣ୍ଡା ବଢ଼ିବା ସହିତ ଗରମ କପଡାର ଡିଜାଇନ୍‌ ପ୍ୟାଟର୍ନ…

ଏକତରଫା ପ୍ରେମରେ ପଡିଲେ ହିମେଶ

ମୁମ୍ବାଇ: ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍‌’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ୨ ମିିଟର ଏହି ଟ୍ରେଲର ଦେଖିବା ପରେ ଆଲୋଚନା ହେଉଛି କି ହିମେଶ ଏକତରଫା ପ୍ରେମରେ ପଡିଯାଇଛନ୍ତି। ସେ…

ଜେଏନ୍‌ୟୁ ହିଂସା: ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ସଫେଇ ଦେଲେ ଯୁବତୀ

ମୁମ୍ବାଇ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ବିରୋଧ ପ୍ରଦର୍ଶନ ସମୟରେ ସାମ୍ନାକୁ ଆସିଥିବା ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ହେଲେ ଏହି ପୋଷ୍ଟରକୁ ଧରିଥିବା ଯୁବତୀ ଜଣକ ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri