Home Left

ଧାର୍ଯ୍ୟ ସମୟ ସରିବାକୁ ଆଉ ୨ ଦିନ: ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

କୋଟପାଡ଼,୨୮ା୬(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ନଷ୍ଟ ହେଉଥିବା ବେଳେ ଏହାକୁ ନିର୍ଦ୍ଧାରିତ ସମୟରେ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସୂତିପଦର ପଞ୍ଚାୟତ ଡଙ୍ଗିରି ୬୩ ନଂ ଜାତୀୟ ରାଜପଥରେ…

ଟିମ୍‌ ଇଣ୍ଡିଆର ଅଭ୍ୟାସ ସେଶନରେ WWE ଦୃଶ୍ୟ! କୋଚ୍‌ ସହ ଲଢ଼ିଲେ ୨ ଖେଳାଳି; Video ଦେଖିଲେ…

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ମ୍ୟାଚ ୨ ରୁ ୬ ଜୁଲାଇ ପର୍ଯ୍ୟନ୍ତ ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିଥିବା…

ବାଂଲାଦେଶ ଉପରେ କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ,୨୮ା୬: ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ଅନ୍ତରୀଣ ସରକାରରେ ଭାରତ ସହ ସମ୍ପର୍କ ଖରାପ ହୋଇଥିବା ବେଳେ ସେଠାରୁ ଆମଦାନୀ ହେଉଥିବା ଝୋଟ ଓ ଆନୁଷଙ୍ଗିକ ତନ୍ତୁ ଉତ୍ପାଦ ଉପରେ ନୂଆଦିଲ୍ଲୀ କଟକଣା ଲଗାଇଛି। ମହାରାଷ୍ଟ୍ରର ନାଭା ଶେଭା ବନ୍ଦର ବ୍ୟତୀତ ଅନ୍ୟ…

ଶେଷ ହେବ ୟୁକ୍ରେନ ଯୁଦ୍ଧ! ଇସାରା କଲା ରୁଷିଆ, ଆମେରିକା ସହ ସମ୍ପର୍କ ହେବ ମଜଭୁତ

ମସ୍କୋ,୨୮।୬: ରୁଷିଆ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଏବେ ନିରନ୍ତର ଉନ୍ନତି ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏବେ ସକାରାତ୍ମକତା ପ୍ରଭାବ ଦେଖାଯାଉଛି। ଏହି ସକାରାତ୍ମକତା ଦିଗ ଆଡ଼କୁ ଇଙ୍ଗିତ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି…

କୋଟିଆରେ ରଥଯାତ୍ରା: ହଜାର ହଜାର ଭକ୍ତଙ୍କ ଗ୍ରହଣରେ ୪ ମନ୍ତ୍ରୀଙ୍କ ସହ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ/ପଟ୍ଟାଙ୍ଗି,୨୮ା୬(ଅମିତାଭ ବେହେରା/ଶରତ କୁମାର ଧଳ)-ପୁରୀରେ ରୀତିନୀତି ଅନୁଯାୟୀ ୩ ଠାକୁରଙ୍କ ରଥଯାତ୍ରା ପାଳନ ହୋଇଥିବା ବେଳେ ଏହାର ଗୋଟିଏ ଦିନ ପରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ…

ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣି କରିବା ପଡିଲା ମହଙ୍ଗା, ସିଧା ପହଞ୍ଚିଲେ…

ହାଇଦ୍ରାବାଦ,୨୮।୬: ହିନ୍ଦୁ ଧମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ହାଇଦ୍ରାବାଦର ରାମକୋଟ ଅଞ୍ଚଳର ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ରାମକୋଟ ଅଞ୍ଚଳର ନାରାୟଣଗୁଡ଼ା ପୋଲିସ ଇନ୍ସପେକ୍ଟର ଚନ୍ଦ୍ର ଶେଖରଙ୍କ ଅନୁଯାୟୀ, ମୁସଲିମ ସମ୍ପ୍ରଦାୟର ଜଣେ…

ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଲା ଗାଜା, ଏବେ ପର୍ଯ୍ୟନ୍ତ ୫୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ହେଲାଣି ମୃତ୍ୟୁ

ଗାଜା,୨୮।୬: ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଶିଫା ହସ୍ପିଟାଲର କର୍ମଚାରୀଙ୍କ ଅନୁଯାୟୀ, ଗାଜା ସହରର ପାଲେଷ୍ଟାଇନ ଷ୍ଟାଡିୟମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ କର୍ମୀଙ୍କ…

ହେଲ୍‌ମେଟ ନାହିଁ ତ ପେଟ୍ରୋଲ ନାହିଁ କଡ଼ାକଡ଼ି କରାଯିବ…

ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଭାଗୃହରେ ଶନିବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଆମ ବସ୍‌ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କ ଅଧ୍ୟକ୍ଷତାରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର…

ଶ୍ରୀଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

ରିଷିଡ଼ା,୨୮ା୬ (ସୁଶାନ୍ତ ମଲ୍ଲିକ) -କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ା ମାଉସୀ ମା’ ମନ୍ଦିରରେ ଶନିବାର ଶ୍ରୀଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନକରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ମନ୍ଦିର କମିଟିର…

ଟିମ୍‌ ଇଣ୍ଡିଆର ଲାଗି ଶୁଭ ସଙ୍କେତ: ନେଟ୍ସକୁ ଫେରିଲେ ବୁମରା

ବର୍ମିଂହାମ,୨୮ା୬: ଷ୍ଟାର ପେସର ଯଶପ୍ରୀତ ବୁମରା ଶନିବାର ଭାରତୀୟ ଦଳର ଟ୍ରେନିଂକୁ ଫେରିଛନ୍ତି। ଏଜ୍‌ବାଷ୍ଟନରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଲାଗି ଟିମ ଇଣ୍ଡିଆର ପ୍ରସ୍ତୁତିର ପ୍ରଥମ ଦିନରେ ବୁମରାଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟି ଥିଲା। କିନ୍ତୁ…

ମହାକାଶରୁ ଭାରତ ଭବ୍ୟ ଦିଶୁଛି…PM ମୋଦିଙ୍କ ସହ ବାର୍ତ୍ତାଳାପରେ କହିଲେ କ୍ୟାପ୍‌ଟେନ୍‌ ଶୁଭାଂଶୁ

ନୂଆଦିଲ୍ଲୀ,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ISS)ରେ ଉପସ୍ଥିତ ଭାରତୀୟ ବାୟୁସେନା ଅଧିକାରୀ ଗ୍ରୁପ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଛନ୍ତି। ଏହି କଥାବାର୍ତ୍ତା କେବଳ ଭାରତର ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ନୁହେଁ, ବରଂ…

କୋଲକାତା ଗଣବଳାତ୍କାର ମାମଲାର ଯାଞ୍ଚ ପାଇଁ ଗଠନ ହେଲା ୫ ଜଣିଆ SIT

କୋଲକାତା,୨୮।୬: ଶନିବାର (ଜୁନ ୨୮) ଦିନ କୋଲକାତା ପୋଲିସ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କ ଗଣବଳାତ୍କାର ମାମଲାରେ ପାଞ୍ଚ ଜଣିଆ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛି। ଏହି SIT ACP ପ୍ରଦୀପ କୁମାର ଘୋଷାଲଙ୍କ ନେତୃତ୍ୱରେ ମାମଲାର ତଦନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri