‘ଚାମ୍ପିୟନ ଅଫ୍ ଚେଞ୍ଜ’ ସମ୍ମାନରେ ସମ୍ମାନୀତ ହେଲେ ଶିଳ୍ପା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟନେସ୍ କୁଇନ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ‘ଚାମ୍ପିୟନ ଅଫ୍ ଚେଞ୍ଜ’ ପୁରସ୍କାର ୨୦୧୯ରେ ସମ୍ମାନୀତ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି କରିଥିବା ଉଦ୍ୟମ…
ଅଯୋଧ୍ୟା ମାମଲା: ସୁପ୍ରିମ୍କୋର୍ଟରେ କ୍ୟୁରେଟିଭ୍ ପିଟିଶନ୍ ଦାଖଲ କଲା ପିସ୍ ପାର୍ଟି
ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ପିସ୍ ପାର୍ଟି ପକ୍ଷରୁ କ୍ୟୁରେଟିଭ୍ ପିଟିଶନ୍ ଦାଖଲ କରାଯାଇଛି। ନଭେମ୍ବର ୯ରେ ସର୍ବୋଚ୍ଚ ଆଦାଲତ ପକ୍ଷରୁ ଦିଆଯାଇଥିବା ରାୟରେ ମୁସଲମାନ୍ ପକ୍ଷକାରଙ୍କ ପ୍ରାମାଣିକ ତଥ୍ୟକୁ ବିଚାର ପରିସରଭୁକ୍ତ କରା ନ ଥିଲା। ରାୟରେ ଆସ୍ଥା…
ସହଯୋଗରେ ସମ୍ପର୍କ ହେବ ମଜଭୁତ
ନୂଆଦିଲ୍ଲୀ,୨୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ମିଳିତ ଭାବେ ଯୋଗବାନି-ବିରାଟନଗରରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକ୍ପୋଷ୍ଟର ଉଦ୍ଘାଟନ କରିଛନ୍ତି। ଏହା ବ୍ୟବସାୟ ଓ ଲୋକଙ୍କ ଗମନା ଗମନର ସୁବିଧା ପାଇଁ ଭାରତର ସହଯୋଗରେ ନିର୍ମାଣ…
ବରାଳପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା
ଭଦ୍ରକ ଅଫିସ,୨୧।୧: ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଗାଁ ୨ ନମ୍ବର ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବନ୍ଦନା ବାରିକଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ରାତିରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଘରକୁ ବ୍ୟାପୀ…
ଚେନ୍ ଛିଣ୍ଡାଇ ଟ୍ରକ୍ ଭାଙ୍ଗିଲା ନରହନ୍ତା ଦନ୍ତା: କପିଳାସ ପଠାଇ ପାରିଲାନି ବନ ବିଭାଗ
ତାଳଚେର,୨୧।୧(ନି.ପ୍ର.): ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ସଫଳ ହୋଇପାରି ନାହିଁ। ହାତୀକୁ କପିଳାସ ନେବା ପାଇଁ ଟ୍ରକ୍ରେ ଚଢ଼ାଯାଇଥିଲେ ମଧ୍ୟ ସେ ଚେନ୍ ଛିଣ୍ଡାଇ ଉକ୍ତ…
ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ ବାଚସ୍ପତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୧: କର୍ନାଟକ ବିଧାନସଭାର ବାଚସ୍ପତି ଜେଡିଏସ୍ ଓ କଂଗ୍ରେସ ସରକାରଙ୍କ ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏନେଇ ବିଧାୟମାନେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି କୋର୍ଟ ବାଚସ୍ପତିଙ୍କ ଉପରେ ବର୍ଷିବା ସହ କଡ଼ା ଟିପ୍ପଣୀ…
ପିଲାଙ୍କୁ ଶିଖାନ୍ତୁ…
ଛୋଟ ପିଲାମାନେ କୋମଳମତି । କେତେକ ବିଷୟ ପ୍ରତି ଯଦି ସେମାନେ ପିଲାଟି ଦିନରୁ ସଚେତନ ହେବେ ତେବେ ତାହା ସେମାନଙ୍କ ଭବିଷ୍ୟତ ପାଇଁ ବେଶ୍ ଲାଭପ୍ରଦ ହେବ। ସେ ସମ୍ପର୍କରେ ଟିପ୍ସ.. ଲାଇଟ୍ ବନ୍ଦ କରିବା ଆପଣ ପିଲାକୁ ଇକୋ…
ଜେଡିୟୁର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ପ୍ରଶାନ୍ତ-ପବନ
ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ତା’ର ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରିଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବଡ଼ ବଡ଼ ନେତାଙ୍କ ନାମ ସାମିଲ କରାଯାଇଛି। ହେଲେ ଏହି…
ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି
ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଦେଶର ବିକାଶରେ ତ୍ରିପୁରାର ପରମ୍ପରାର ଯୋଗଦାନ ନେଇ ସେ ପ୍ରଶଂସା…
ଚହଲଙ୍କ ଶର୍ଟଲେସ୍ ଫଟୋ ଶେୟାର କରି ଏମିତି କହିଲେ ରୋହିତ ଶର୍ମା
ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆରେ ଏବେ ବର୍ଷର ପ୍ରଥମ ବିଦେଶ ଗସ୍ତକୁ ସଫଳ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଦଳର ପ୍ରାୟ ଖେଲାଳି ମଜାକିଆ ମୁଡ୍ରେ…
ନାମାଙ୍କନ ପୂର୍ବରୁ ଚର୍ଚ୍ଚାରେ କେଜରିଓ୍ବାଲଙ୍କ ଟୁଇଟ୍
ନୂଆଦିଲ୍ଲୀ,୨୧।୧: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ତାଙ୍କ ଟୁଇଟ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ସେ ବିପକ୍ଷ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟରରେ…
ଏକୁଟିଆ ଯାତ୍ରା କରୁଥିଲେ…
ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଯେତେ କମ୍ ସାମଗ୍ରୀ ନିଅନ୍ତୁ। ଏକ ଭାରି ସୁଟ୍କେସ୍ ବଦଳରେ ଦୁଇଟି ହାଲ୍କା ବ୍ୟାଗ୍ ନିଅନ୍ତୁ।…
Archives


