ଦିଲ୍ଲୀ ଆସିବାକୁ ଭୀମ ଆର୍ମି ମୁଖ୍ୟଙ୍କୁ ମିଳିଲା ସର୍ତ୍ତମୂଳକ ଅନୁମତି
ନୂଆଦିଲ୍ଲୀ,୨୧।୧: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ରାଜଧାନୀକୁ ଆସିବା ପାଇଁ ଅନୁମତି ମିଳିଛି। କିନ୍ତୁ ଏହି ଅନୁମତି ତାଙ୍କୁ ସର୍ତ୍ତମୂଳକ ଦିଆଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ତିସ ହଜାରି କୋର୍ଟ ଭୀମ ଆର୍ମି ମୁଖ୍ୟଙ୍କ ମାମଲାର ଶୁଣାଣି କରି ତାଙ୍କୁ ଦିଲ୍ଲୀ…
ରିଲିଜ ହେଲା ‘ଝୁଣ୍ଡ’ର ଟିଜର
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍ ହୋଇଯାଇଛି। ଏହା ଅମିତାଭଙ୍କ ଦମଦାର ଭଏସରୁ ଆରମ୍ଭ ହୋଇଥିବାରୁ ଦର୍ଶକଙ୍କୁ ଏହା ଖୁବ୍ ପସନ୍ଦ ଆସିବ ବୋଲି କୁହାଯାଉଛି। ଏହି ଫିଲ୍ମ ଫୁଟ୍ପାଥରେ…
ମହିଳା ମାଓବାଦୀଙ୍କ ଆମତ୍ସମର୍ପଣ
ମାଲକାନଗିରି, ୨୧।୧(ଡି.ଏନ.ଏ)-ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛି। ସେ ହେଲେ ଆଡମେ ମାଡ଼କାମି। ତାଙ୍କ ଘର ମାଥିଲି ଥାନା ଅନ୍ତର୍ଗତ କମାରପାଲ୍ଲୀ ଗ୍ରାମରେ ବୋଲି ଜଣାପଡ଼ିଛି…
ପ୍ରଥମ ବର୍ଷ ଯୁକ୍ତ ୨ ପରୀକ୍ଷା କଡ଼ାକଡ଼ି ପ୍ରସଙ୍ଗ: ବିରୋଧ ପରେ ମନ୍ତ୍ରୀ କହିଲେ ‘ବିଚାର କରାଯିବ’
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା କଡ଼ାକଡ଼ି କରାଯିବାକୁ ଛାତ୍ରୀଛାତ୍ରମାନେ ବିରୋଧ କରିବା ପରେ ସରକାର ନରମିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ଆଶ୍ୱାସନା ଦେଇ କହିଛନ୍ତି, ପିଲାମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ।…
ହାତୀ ସହ ଗୋଟିଏ ଥାଳିରେ ଖାଦ୍ୟ ଖାଇଲେ ଏହି ବ୍ୟକ୍ତିି
ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା କାହିଁ କେଉଁ କାଳରୁ ରହିଆସିଛି। ନିକଟରେ ଏହାର ଆଉ ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଏଠାରେ ଏକ ହାତୀ ସହ ଜଣେ ବ୍ୟକ୍ତି ସହ ଗୋଟିଏ ଥାଳିରେ ଖାଦ୍ୟ ଖାଉଥିବା ଭିଡିଓ ସୋସିଆଲ…
ଅଣ ମୁସଲମାନ୍ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍
ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍ ଗଫୁର ମସଜିଦ୍କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ କରି ମସଜିଦ୍ରେ ଅଣ ମୁସଲମାନ ପ୍ରବେଶ କରିଛନ୍ତି। ରବିବାର ଏହା ଖୋଲା ଯାଇଥିଲା। ପ୍ରଥମ…
ଦୁର୍ଘଟଣାରେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଜି. ଉଦୟଗିରି, ୨୧ା୧( ଡି.ଏନ୍.ଏ.): ବୋଲେରୋ ଓ ଅଟୋ ଧକ୍କାରେ ସୋମବାର କନ୍ଧମାଳ ଜିଲା ଜି. ଉଦୟଗିରିର ନିଳିମା ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମଙ୍ଗଳବାର ଜି. ଉଦୟଗିରି ନିକଟସ୍ଥ ନନ୍ଦଗିରିଠାରେ ରାଜ୍ୟ ରାଜପଥକୁ ଅଞ୍ଚଳବାସୀ ଟାୟାର…
ଅକ୍ଷୟଙ୍କ ପାରିଶ୍ରମିକ ୧୨୦ କୋଟି
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପାରିଶ୍ରମିକ ମୂଲ୍ୟ ଏବେ ବୃଦ୍ଧି ପାଇଛି। ସେ ତାଙ୍କ ଅପ୍ କମିଂ ଫିଲ୍ମ ପାଇଁ ୧୨୦ କୋଟି ଟଙ୍କା ନେବେ ବୋଲି ଶୁଣିବାକୁ ମିଳିଛି। ୨୦୧୯ରେ ଅକ୍ଷୟ ହାଇଏଷ୍ଟ ପେଡ୍ ଆର୍ଟିଷ୍ଟ ଭାବେ…
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ନାହିଁ ଜେଜେପି
ଚଣ୍ଡିଗଡ଼,୨୧।୧: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ ନାହିଁ। ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କରି ସରକାର ଗଢିଥିବା ଜେଜେପି…
୭ ପୋଷ୍ୟ କନ୍ୟାଙ୍କ ରାଜକୀୟ ବିବାହ: ଉପହାର ମିଳିଲା ୫ ଲକ୍ଷ ଏଫ୍ଡ଼ି ଓ ଘର ପାଇଁ ପ୍ଲଟ୍
ରାଜକୋଟ,୨୧।୧: ଗୁଜରାଟ ରାଜକୋଟ ଜିଲା ଗୋଣ୍ଡଲରେ ଥିବା ମହାରାଜା ସର ଭଗବତ୍ ସିଂଜୀ ବାଳାଶ୍ରମରେ ୭ ପୋଷ୍ୟ କନ୍ୟାଙ୍କ ବିବାହ ରାଜକୀୟ ଶୈଳୀରେ ହୋଇଛି। ଏଥିରେ ପ୍ରତି କନ୍ୟାଙ୍କୁ ୩ରୁ ୫ ଲକ୍ଷ ଟଙ୍କାର ଏଫ୍ଡି, ଘର ପାଇଁ ପ୍ଲଟ୍ ଏବଂ…
୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର
ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଯୋଗ ସହ ଜିମ୍ ଯାଉଥିବା ବେଳେ ଲଗାତାର…
ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫
ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିଛି। ଟୁଇଟ୍ କରି ନିଜେ କେଜରିଓ୍ବାଲ ଏହା ଜଣାଇଛନ୍ତି।…
Archives


