ବିଲ ମଧ୍ୟରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ
ସୁନ୍ଦରଗଡ଼,୨୩।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ମାର୍ଖୀପଡ଼ା ହରଡ଼ ବିଲ ମଧ୍ୟରୁ ଗୁରୁବାର ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କୁକୁରଭୁକା ଗ୍ରାମର ମୀନା ବାହାଲା(୩୦)। ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ…
ବାଉନ୍ସର ପ୍ରବେଶ ଘଟଣାର ତଦନ୍ତ ପାଇଁ କମିଟି ଗଠନ ପ୍ରସଙ୍ଗ: ଇତୀଶ କହିଲେ‘ ଏହା ଚୋର ହାତରେ ଚାବିକାଠି ଭଳି’
ଭୁବନେଶ୍ୱର,୨୩।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାର ତଦନ୍ତ ପାଇଁ କମିଟି ଗଠନକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ସେ କହିଛନ୍ତି, ଘଟଣାକୁ ନେଇ କମିଟଇ ଗଠନ ନିନ୍ଦନୀୟ। ଚୋର ହାତରେ ଚାବିକାଠି ଭଳି।…
ଅଷ୍ଟ୍ରେଲିଆ ବିମାନ ଦୁର୍ଘଟଣା: ୩ ଫାୟାରଫାଇଟର ମୃତ
ନିଉ ସାଉଥ୍ ଓ୍ବେଲସ,୨୩।୧: ଅଷ୍ଟ୍ରେଲିଆର ନିଉ ସାଉଥ୍ ଓ୍ବେଲସରେ ସି-୧୩୦ ବିମାନ ଗୁରୁବାର ଦୁର୍ଘଟଣା ହୋଇଥିବା ଖବର ମିଳିଛି। ଏଥିରେ ୩ ଆମେରିକୀୟ ଫାୟାପାଇଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତକଙ୍କ…
ନେତାଜୀ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ଡାକନ୍ତି…
ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ରେ ହୋଇଥିଲା। ପିତା ଜାନକୀ ନାଥ ବୋଷ ଏବଂ ମା’ ପ୍ରଭାବତୀ। ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ।…
ପାକିସ୍ତାନ ଯିବାକୁ ଲାଗୁଛି ଡର
ଢାକା,୨୩।୧- ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ ଲାଗି ବାଂଲାଦେଶ ଦଳ ପାକିସ୍ତାନରେ ପହଞ୍ଚିଛି। ମାତ୍ର ଗସ୍ତ ପୂର୍ବରୁ ଦଳର ଦକ୍ଷ ପେସର ମୁସ୍ତାଫିଜୁର ରେହମାନ ଏକ ଟୁଇଟ୍…
ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ୟୁନିଫର୍ମ ପିନ୍ଧି ନ ଥିବାରୁ ରାଗିଲେ, ଖାଦ୍ୟର ମାନ କଲେ ଯାଞ୍ଚ
କୋରୁକେଣ୍ଡା,୨୩।୧(ଡି.ଏନ୍.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ ଗୁରୁବାର ଅଚାନକ ଗ୍ରସ୍ତ କରିଥିଲେ। ପୂର୍ବରୁ ଏହି ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦେଉଥିବା ବାରମ୍ବାର ଅଭିଯୋଗ ଆସୁଥିବାରୁ ଜିଲାପାଳ ଏପରି…
ବିବାହ ବିଚ୍ଛେଦର ୧୬ ବର୍ଷ ପରେ ଦୁଃଖ ପ୍ରକାଶ କଲେ ଶୈଫ
ମୁମ୍ବାଇ: ଛୋଟେ ନବାବ ଶୈଫ ଅଲି ଖାଁ ତାଙ୍କ ଅପ୍ କମିଂ ଫିଲ୍ମ ‘ତାନାଜୀ-ଅ ଅନସଙ୍ଗ ଓ୍ବାରିୟର’ର ପମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍କାରରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି। ସେ ତାଙ୍କ ପ୍ରଥମ ପତ୍ନୀ…
ସିଏଏ-ଏନ୍ଆର୍ସି ଯୋଗୁ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତୀୟଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଭାରତୀୟତା: ନନ୍ଦିତା
ଜୟପୁର,୨୩।୧: ସିଏଏ ଏବଂ ଏନ୍ଆର୍ସି ବିରୋଧରେ ବଲିଉଡ୍ ଅଭିନେତ୍ରୀ ନନ୍ଦିତା ଦାସଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନନ୍ଦିତା ରାଜସ୍ତାନ ଜୟପୁରରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ସିଏଏ ଏବଂ ଏନ୍ଆର୍ସିକୁ କଡ଼ା ସମାଲୋଚନା କରିଛନ୍ତି। ସିଏଏ-ଏନ୍ଆର୍ସି ମଧ୍ୟରେ ଥିବା…
ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅଦା ଚା’
ଶୀତଦିନ ଆରମ୍ଭ ହେଲାଣି। ଋତୁ ବଦଳିବା ସହିତ ବିଭିନ୍ନ ପ୍ରକାରର ରୋଗ ଆଶଙ୍କା ବଢ଼ିଯାଏ। ଏପରିସ୍ଥଳେ ରୋଗରୁ ରକ୍ଷା ଏବଂ ସୁସ୍ଥ ରହିବା ଲାଗି ଅଦା ଚା’ ରାମବାଣ ସଦୃଶ ହୋଇଥାଏ। ଅଦା ଚା’ର କେବଳ ସ୍ବାଦ ଭଲ ନୁହେଁ, ଏହା…
କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣା: ତଦନ୍ତ ପାଇଁ ଗଠନ ହେଲା ତିନିଜଣିଆ କମିଟି
ଭୁବନେଶ୍ୱର,୨୩।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ମୁତୟନ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଗୁରୁବାର ତିନି ଜଣିଆ କମିଟି ଗଠନ କରାଯାଇଛି। ରାଜ୍ୟ ସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ…
ଜାଣନ୍ତି ଓକିଲମାନେ କାହିଁକି ପିନ୍ଧିଥା’ନ୍ତି କଳା କୋଟ୍, ଧଳା ଶାର୍ଟ
ଅସଲ ଜୀବନରେ ହେଉ କିମ୍ବା କୌଣସି ଫିଲ୍ମର କାହାଣୀରେ ନିଶ୍ଚୟ ଦେଖିଥିବେ ଓକିଲମାନେ କଳାକୋର୍ଟ ସହ ଧଳା ଶାର୍ଟ ପିନ୍ଧିଥା’ନ୍ତି। ବେଳେବେଳେ ମନକୁ ଏମିତି ପ୍ରଶ୍ନ ଆସିଥିବ ଏତେସବୁ ରଙ୍ଗ ଥାଇ ଓକିଲମାନେ କାହିଁକି କଳା କୋର୍ଟ ଏବଂ ଧଳା ଶାର୍ଟ…
ନିର୍ଦ୍ଦେଶକ ମନମୋହନଙ୍କ ସ୍ମରଣେ
‘ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତାହା ଜାଣି।’ ଏ କଥାର ଯଥାର୍ଥତା ରହିଛି। ସେହିପରି ଏକ ନୀରବ ସାଧକ, ଚିତ୍ର ନିର୍ମାତା, ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ। ଓଡ଼ିଆ ଚଳଚ୍ଚିତ୍ର ପରିବାର ପାଇଁ ତାଙ୍କ ବିୟୋଗ ବ୍ୟାପକ କ୍ଷତି ପହଞ୍ଚାଇଛି। ସେ…
Archives


